Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଯୁକ୍ତଦୁଇ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଙ୍କ କୃତିତ୍ୱ
ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ମହାବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ପ୍ରିୟାଂଶୁ ଖମାରୀ ଗତବର୍ଷର ଯୁକ୍ତଦୁଇ ପରୀକ୍ଷାରେ ମୋଟ ୮୬ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର୍ ହୋଇଥିବା ବେଳେ ନୂଆପଡା ଜିଲ୍ଲାରେ ଚତୁର୍ଥ ସ୍ଥାନରେ ରହିଥିଲେ । ଏଥିସହ ମେଧାବୀ ଛାତ୍ର ଭାବରେ ସରକାରଙ୍କ ତରଫରୁ!-->…
Read More...
Read More...
ଡକାୟତି ଘଟଣାରେ ଆସ୍କାରୁ ଦମ୍ପତି ଗିରଫ, ଜଣେ ଫେରାର୍
ଓଡଗାଁ : ନୟାଗଡର ପ୍ରତିଷ୍ଠିତ ବ୍ୟବସାୟୀ ରଂଜନ ପୃଷ୍ଟିଙ୍କ ମ୍ୟାନେଜର ନିରଞ୍ଜନ ମହାନ୍ତି ଗତମାସ ୧୧ତାରିଖ ଦିନ ବିଭିନ୍ନ ଦୋକାନରୁ ବାକି ଟଙ୍କା ଆଦାୟ କରି ଫେରୁଥିବା ବେଳେ ଗଂଜାମ ଜିଲ୍ଲା ଆସ୍କା ଥାନା କୋଟିନଡା ନିକଟସ୍ଥ ଡମୁଣି ଗାଁର ଏ. ଶ୍ରୀନୁ ଏବଂ ଅନ୍ୟ ଜଣେ ଯୁବକ ତାଙ୍କୁ ପିଛା!-->…
Read More...
Read More...
ସିମନବାଡିରେ ପଞ୍ଚୁ ଦଣ୍ଡ ମିଳନ, ହଜାର ହଜାର ଭକ୍ତଙ୍କ ସମାଗମ
ଦାରିଙ୍ଗବାଡ଼ି:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ପ୍ରଥମ ଥର ପାଇଁ ବ୍ଲକରେ ପଞ୍ଚଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ମା' ଦଣ୍ଡକାଳୀ ଓ ପାଞ୍ଚ ହରଙ୍କ ମହାମିଳନ ଯାତ୍ରା ଦେଖିବା ପାଇଁ ସିମନବାଡି ବଜାରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ!-->…
Read More...
Read More...
ପବନ ସହ ପ୍ରବଳ ବର୍ଷା, ମୁଖ୍ୟ ବଜାରରେ ଆଣ୍ଠୁଏ ଆବର୍ଜନା ପାଣି
ଫୁଲବାଣୀ :- ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ବର୍ଷା ଶନିବାର ଉପରବେଳା ହୋଇଥିଲା । ଫଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ପଡିଛି । କିଛି ଜାଗାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଏବଂ ଗଛର ଡାଳ ମୁଖ୍ୟ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ବର୍ଷା ପରେ!-->…
Read More...
Read More...
କ୍ଷୀର ଚୋରି କରି ଜଣେ ହୋମଗାର୍ଡ ଗିରଫ, ଦେଖନ୍ତୁ ଭିଡିଓ
ପୁରୀ : କ୍ଷୀର ଚୋରି କରି ଜଣେ ହୋମଗାର୍ଡ ଗିରଫ । ଏହି ଅଭାବନୀୟ ଘଟଣା ଘଟିଛି ପୁରୀ ଚନ୍ଦନପୁର ଅଞ୍ଚଳରେ । ସିସିଟିଭିରେ ଚୋରି ଘଟଣା ସମ୍ପୂର୍ଣ୍ଣ କଏଦ ହୋଇଚି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପୋଲିସ ବିଭାଗ ର ଜଣେ କର୍ମ ଚାରି ଏଭଳି ଚୋରି କରିବା ସମସ୍ତଙ୍କୁ ଏକ ପ୍ରକାର!-->…
Read More...
Read More...
ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
ପୁରୀ : ଉତ୍ତର ଓଡ଼ିଶାର ଅଗ୍ରଣୀ ସଂଗଠନ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ଓ ଶକୁନ୍ତଲା ଆର୍ଟ ଗ୍ୟାଲରୀ ଭୁବନେଶ୍ୱର ଏବଂ ଓଡ଼ିଶା କଲେଜ ଅଫ ଆର୍ଟ କ୍ରାଫ୍ଟ, ପୁରୀ ମିଳିତ ଆନୁକୁଲ୍ୟରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ ଅର୍କ କ୍ଷେତ୍ର କୋଣାର୍କଠାରେ!-->…
Read More...
Read More...
ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ତାଲିମ୍ ଶିବିର ଉଦଯାପିତ
ଦଶପଲ୍ଲା : ଗଣିଆଁ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଗଣିଆ ବ୍ଳକର ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ । ପ୍ରଶିକ୍ଷକ ଭାବରେ ସୁରେଶ!-->…
Read More...
Read More...
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଜେଲଗଲେ ରସିକିଆ ସାହିତ୍ୟ ଶିକ୍ଷକ
ପାଟଣାଗଡ : ପାଟଣାଗଡ ଥାନା ଯୋଗିମୁଣ୍ଡା ହାଇସ୍କୁଲରେ ଅଧ୍ୟୟନରତ ଜଣେ ୧୫ ବର୍ଷିୟା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲରେ କାର୍ଯ୍ୟରତ ସହକାରୀ ରସିକିଆ ସାହିତ୍ୟ ଶିକ୍ଷକ ସତ୍ୟନାରାୟଣ ନାଏକ ଅସଦାଚରଣ କରିଥିବା ନେଇ ଛାତ୍ରୀଙ୍କ ବାପା ଗତକାଲି ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।!-->…
Read More...
Read More...
ଚୈତ୍ରପୂର୍ଣ୍ଣିମାରେ ଦେବୀ ସୁନାଦେଇଙ୍କ ବଏଲ୍ ଯାତ୍ରା
ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ାର ଅଧୃଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଚୈତ୍ରପୂର୍ଣ୍ଣିମା ଅବସରରେ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଚକୋଟିଆ ଭୁଞ୍ଜିଆ ଏକ ନିଆରା ପରମ୍ପରା ମଧ୍ୟରେ ମାଁ ସୁନାଦେଇଙ୍କୁ ଧାନ ବିହନକୁ ଅର୍ପଣ କରି ଚାଷୀ ନେଇଥାନ୍ତି । ପରେ!-->…
Read More...
Read More...
ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପ ସମାରୋହ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲ ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପକୁ ଗୁରୁବାର ଦିନ ସନ୍ଧ୍ୟାରେ ନିଜ ସ୍କୁଲ ପରିସରରେପାଳନ କରିଥିଲା । ବିଶେଷ କରି କରୋନା ବାଧକ ଯୋଗୁଁ ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ପାରମ୍ପାରିକ ଢଙ୍ଗରେ ବାର୍ଷିକ!-->…
Read More...
Read More...