Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରାଣୀ ଚିକିତ୍ସକମାନେ ପଶୁମାନଙ୍କର ରୋଗ ସହିତ ସମାଜକୁ ମଧ୍ୟ ଦେଖୁଛନ୍ତି : ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ
ଫୁଲବାଣୀ,୨୯/୪:- ପ୍ରତିବର୍ଷ ଅପ୍ରେଲ ମାସ ୨୯ତାରିଖ ଦିନ ପ୍ରାଣୀ ଚିକିତ୍ସକ ମାନଙ୍କର ସମାଜ ପ୍ରତି ଅବଦାନ, ପ୍ରାଣୀ ଚିକିତ୍ସା ସେବା ନିମନ୍ତେ ବିଶ୍ୱସ୍ତରରେ ନେତୃତ୍ୱ ପ୍ରଦାନ ଏବଂ ସମର୍ଥନ, ଶିକ୍ଷା ଓ ସଚେତନତା ମାଧ୍ୟମରେ ପଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଓ ସାର୍ବଜନିନ ସ୍ୱାସ୍ଥ୍ୟକୁ!-->…
Read More...
Read More...
ମହାନଦୀ ବନ୍ୟପ୍ରାଣୀ ଅଧିକାରୀଙ୍କ କଡା ନିୟମକୁ ଗ୍ରାମବାସୀଙ୍କ ବିରୋଧ : ଶାନ୍ତିପୂର୍ଣ୍ଣ ବୈଠକରେ ସମାଧାନ
ହରଭଙ୍ଗା,୨୯/୪:- ସରକାର ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାସହ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ପ୍ରାଥମିକତା ଦେଇ ଆସୁଥିବାବେଳେ ବନ୍ୟପ୍ରାଣୀ ପାଇଁ ଅଧିକ ସଚେତନ ରହିଛନ୍ତି । ଏପରିକି ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିବା ବେଳେ ବିଭାଗ ମଧ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ!-->…
Read More...
Read More...
ଅତିରିକ୍ତ ସଚିବ ଗୁହା ପୁନମଙ୍କ ବୌଦ୍ଧଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ବୌଦ୍ଧ,୨୯/୪:- ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଓରମାସ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଗୁହା ପୁନମ ତାପସ କୁମାର ତିନିଦିନିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଗସ୍ତ!-->…
Read More...
Read More...
ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଆଇନଜୀବି ଦିବସ ପାଳିତ
ଫୁଲବାଣୀ: ଓକିଲ ଦିବସ ହେଉଛି ପ୍ରତିବର୍ଷ ଏପ୍ରିଲ ୨୮ ରେ ଭାରତର ଓଡ଼ିଶାରେ ପାଳନ କରାଯାଉଥିବା ଏକ ବୃତ୍ତିଗତ ପାଳନ । ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଥମ ଓଡିଆ ଓକିଲ ମଧୁସୂଦନ ଦାସଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା ।!-->…
Read More...
Read More...
ନବରଙ୍ଗପୁରରେ ୧୦୦ ୱାଟ ଏଫ୍ଏମ୍ ଟ୍ରାନ୍ସମିଟର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ନବରଙ୍ଗପୁର: ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତରେ ୯୧ ଗୋଟି ୧୦୦ ୱାଟ କ୍ଷମତା ବିଶିଷ୍ଟ ଏଫ ଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯୁବବିଭାଗ ମନ୍ତ୍ରୀ ଅନୁରାଗ ଠାକୁର!-->…
Read More...
Read More...
ପାରଳାରେ ଆଇନଜୀବୀ ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ନ୍ୟାୟାଳୟ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ବା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଓକିଲ ସଂଘ ର ସଭାପତି ସିଦେ୍ଧଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି!-->…
Read More...
Read More...
୩୦ରେ ଅନୁଷ୍ଠିତ ହେବ ମହାନଦୀ ଉତ୍ସବ -୨୦୨୩
ସୁବର୍ଣ୍ଣପୁର: ସ୍ଥାନୀୟ ହୋଟେଲ ପ୍ରୋଗ୍ରେସ୍ଇନ୍ର କଲ୍ୟାଣ ମଣ୍ଡପରେ ମହାନଦୀ ଉତ୍ସବ-୨୦୨୩ ମହାସମାରୋହରେ ପାଳିତ ହେବ । ଏହି ଅବସରରେ "ପଶ୍ଚିମ ଓଡ଼ିଶାରେ ବାନ୍ଧକଳାର ନୂତନ ପ୍ରୟୋଗ' ନାମରେ ଏକ ଆଲୋଚନାଚକ୍ର ଏବଂ ପଶ୍ଚିମ ଓଡ଼ିଶାର ସ୍ୱତନ୍ତ୍ର ନିମନ୍ତ୍ରିତ କବିମାନଙ୍କୁ ନେଇ!-->…
Read More...
Read More...
୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତର ଦ୍ବିତୀୟ ଦିନ: ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀର କାର୍ଯ୍ୟର ଉଚ୍ଚପ୍ରଶଂସା କଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ!-->…
Read More...
Read More...
ରାଜ୍ୟ ମହିଳା କମିସନ୍ରେ ୬ ସଦସ୍ୟାଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟ ମହିଳା କମିସନ୍ର ସଦସ୍ୟା ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ନାମ ଆଜି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ସଦସ୍ୟ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ହେଲେ ସ୍ୱର୍ଣ୍ଣଲତା ସାମଲ, ସୁଜାତା!-->…
Read More...
Read More...
ତାଲିମ ଚାଲିଥିବା ବେଳେ ଶିକ୍ଷକ ଅଚେତ, ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ
ପାଟଣାଗଡ଼ : ସ୍ଥାନୀୟ ରମାଇ ହାଇସ୍କୁଲ ପାଟଣାଗଡ଼ଠାରେ ଚତୁର୍ଥ ପର୍ଯ୍ୟାୟ ଚାରିଦିନିଆ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଉପରେ ଶିକ୍ଷକ ତାଲିମ ଚାଲିଥିବା ସମୟରେ ରେଙ୍ଗାଲି ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ବିବେକାନନ୍ଦ ବରିହା ଅସହ୍ୟ ଗରମ ହେତୁ ଗତକାଲି ଦିବା ୧୨ ଘଣ୍ଟା ସମୟରେ ଅସୁସ୍ଥ!-->…
Read More...
Read More...