Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୈରବୀ ମନ୍ଦିର ରତ୍ନମୁଦ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ, ତିନି ଦିନ ଧରି ଜନ ସମୁଦ୍ର ହେବ ମାଙ୍କ ପୀଠ
ହରଭଙ୍ଗା :ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ପୁରୁଣାକଟକ ବସିନୀ ମା' ଭୈରବୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ବୁଧବାର ଦିନ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ!-->…
Read More...
Read More...
ଶୁନ୍ୟ ଦୁର୍ଘଟଣା ସପ୍ତାହରେ ହେଲମେଟ୍ ସଚେତନତା କାର୍ଯ୍ୟକ୍ରମ
ଦଶପଲ୍ଲା : ଆଜି ଦଶପଲ୍ଲା ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ତରଫରୁ ଦଶପଲ୍ଲା ମେଡିକାଲ ଛକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ବାଇକ୍ ଆରୋହୀଙ୍କ ସଚେତନତା ନିମନ୍ତେ ଏକ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁ ବାଇକ୍ ଆରୋହୀମାନେ ହେଲମେଟ!-->…
Read More...
Read More...
ଟାୱାର ସାମଗ୍ରୀ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ,ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଖଳସୀ
ହରଭଙ୍ଗା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡେନିଗଡ଼ ଫାଣ୍ଡି ଅଧିନସ୍ତ ବନଦୁର୍ଗା ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟାୱାର ସାମଗ୍ରୀ ବୋଝେଇ ଆଇଚର ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ମତେ ( ଗଐ ୪୮ଈ ଗ୯୪୪୬) ନାମକ!-->…
Read More...
Read More...
କଣାସରେ ଗଞ୍ଜେଇ ଚାଷ, ନଷ୍ଟ କରୁଛି ଅବକାରୀ ବିଭାଗ
ପୁରୀ : କଣାସରେ ଗଞ୍ଜେଇ ଚାଷ । ପୁରୀ ଜିଲ୍ଲା କଣାସରେ ପ୍ରଥମ ଥର ଏତେ ପରିମାଣର ଗଂଜେଇ ଚାଷ ସାମ୍ନାକୁ ଆସିଛି । କଣାସ ନାନ କେରା ଅଂଚଳରେ ଚାଷ ଜମି ହିଡ଼ରେ ଶହ ଶହ ଗଞ୍ଜେଇ ଗଛ । ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଜଗଦୀଶ ସାମଲଙ୍କ ନେତୃତ୍ୱରେ ଗଞ୍ଜେଇ ଚାଷ!-->…
Read More...
Read More...
ବିଶ୍ୱ କଲ୍ୟାଣ ପାଇଁ ମା’ ସୁରେଶ୍ୱରୀଙ୍କ ପୀଠରେ ଚଣ୍ଡୀ ମହାଯଜ୍ଞ
ସୁବର୍ଣ୍ଣପୁର : ବିଶ୍ୱ କଲ୍ୟାଣ ଓ ସୁବର୍ଣ୍ଣପୁରର ବିକାଶ ନିମନ୍ତେ ଅଧିଷ୍ଠାତ୍ରୀ ଦେବୀ ମା' ସୁରେଶ୍ୱରୀଙ୍କ ପୀଠରେ ଶତାଧିକ ବ୍ରାହ୍ମଣ ସେବା, ଦୁର୍ଗା ଦ୍ୱାତ୍ରୀଂଶ ନାମ ଶାଳା ପଠନ ଓ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମାଙ୍କ ପରମ ଭକ୍ତ ଚିତ୍ତରଞ୍ଜନ ଦାଶଙ୍କ ପ୍ରେରଣାରେ ଅନୁଷ୍ଠିତ!-->…
Read More...
Read More...
ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ
ପୁରୀ: ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ବଜ଼ାରସ୍ଥିତ ଯାତ୍ରୀ ନିବାସ ନିକଟ ମୁଖ୍ୟ ରାସ୍ତାରେ ଚଢ଼ାଉ କରି ଅଜୟ ନାଏକ, ୪୫ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ!-->…
Read More...
Read More...
ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜିଲ୍ଲାପରିଷଦ ଜୋନ ନିର୍ବାଚନରେ ବିଜେଡିର ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେବାକୁ ଯାଉଛି । ଆଜି ବିଜେଡି ଓ ବିଜେପି ଜିଲ୍ଲା ପରିଷଦ ଆଶାୟୀ ପ୍ରାର୍ଥି ଭାଗିରଥି ସେନାପତି ଓ ପ୍ରମୋଦ ରୟ ଉଭୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ!-->…
Read More...
Read More...
କନ୍ଧମାଳ ପୁଲିସକୁ ବଡ ସଫଳତା ; କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ସବୁ ଟଙ୍କା ଉଦ୍ଧାର
ଫୁଲବାଣୀ:
୪୮ ଘଣ୍ଟା ମଧ୍ୟରେ ଫୁଲବାଣୀ ପୁଲିସକୁ ମିଳିଛି ବଡ ସଫଳତା । ସମସ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ । ସୋମବାର ଦିନ ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ଲୁଟ ହୋଇଥିବା ସବୁ ଟଙ୍କା ସହ ମୋବାଇଲ, ତାଲା ଖୋଲିବା ପାଇଁ ମାଷ୍ଟର-କି ଉଦ୍ଧାର କରାଯାଇଛି!-->!-->!-->…
Read More...
Read More...
ଟିକାବାଲି ଡିଆଇଇଟିଠାରେ ଜିଲ୍ଲାସ୍ତରୀୟ ଶିକ୍ଷଣଜନିତ ଆଲୋଚନା ଚକ୍ର
ଫୁଲବାଣୀ :ବିଦ୍ୟାଳୟରେ ଶିକ୍ଷଣ ଜନିତ ସମସ୍ୟା ଓ ତାର ସମାଧାନ ନିମନ୍ତେ ଟିକାବାଲି ଡି.ଆଇ.ଇ.ଟି ଠାରେ କ୍ରିୟାତ୍ମକ ଗବେଷଣାର ଉପସ୍ଥାପନ ଜନିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ରୂପେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,!-->…
Read More...
Read More...
ପୋଲିଟେକନିକ କଲେଜରେ ମେଗା ରକ୍ତ ଦାନ ଶିବିର, ୬୩ ୟୁନିଟ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର: ଜିଲ୍ଲାର ସଦର ମହକୁମା ସ୍ଥିତ ସରକାରୀ ପୋଲି ଟେକନିକ୍ କଲେଜରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜ୍ ଅଧ୍ୟକ୍ଷ ଗୌରହରୀ ସାହୁଙ୍କ ସଂଯୋଜନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେତୁ!-->…
Read More...
Read More...