Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର
କୋକସରା:କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ମୋଟେର ପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ସରପଞ୍ଚ ବାସନ୍ତୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ଅତିରିକ୍ତ ତହସିଲଦାର!-->…
Read More...
Read More...
ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍କୁ ରାଜ୍ୟ ପୁରସ୍କାର ପ୍ରଦାନ
ଗଜପତି: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ର ୩୬ ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜ୍ ଭବନର ନୂଆ ଅଭିଷେକ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କ ।ଉଟସ୍ ଏବଂ ଗାଇଡ଼ସ୍ର ପୁଷ୍ଠ ପୋଷକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି!-->…
Read More...
Read More...
ବୌଦ୍ଧ ଜିଲ୍ଲା ଓଜେୟୁର ନୂତନ କର୍ମକର୍ତ୍ତା ଚୟନ
ହରଭଙ୍ଗା: ଓଡ଼ିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ବୌଦ୍ଧ ଶାଖାର ସପ୍ତମ ବାର୍ଷିକ ସଭା ହରଭଙ୍ଗା ବ୍ଲକ ପୁରୁଣା କଟକ କଲ୍ୟାଣ ମଣ୍ଡପଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘ ର ନୂତନ କର୍ମକର୍ତ୍ତା ଚୟନ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସଙ୍ଘର!-->…
Read More...
Read More...
କଟକରେ ଜଳିଗଲା ବସ୍, ଲିଙ୍କରୋଡ୍ରେ ଛିଡା ହୋଇଥିଲା ଗାଡ଼ି
କଟକ ୧୭।୦୪ : ଜଳିଗଲା ବସ୍ । କଟକ ଲିଙ୍କରୋଡ଼ରେ ହୁତୁହୁତୁ ହୋଇ ଜଳିଗଲା ବସ୍ । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ । ଖବର ଅନୁଯାୟୀ, ସୋମବାର ଦିନ କଟକ ଲିଙ୍କ ରୋଡ କାଠଯୋଡି ରେଳ ଷ୍ଟେସନ ନିକଟରେ ରାସ୍ତାରେ ଏକ ଯାତ୍ରୀବାହୀ ବସ୍ ଠିଆ ହୋଇଥିଲା । ଏହି ସମୟରେ!-->…
Read More...
Read More...
ଅସୁସ୍ଥ ବାଘକୁ ଉଦ୍ଧାର କଲା ବନ ବିଭାଗ, ଚିକିତ୍ସା ଆରମ୍ଭ
ନୂଆପଡ଼ା : ନୂଆପଡ଼ା ରେଞ୍ଜ ଅଧିନ ସିଲିଆରିବାହାରା ଗାଁ ନିକଟରେ ଏକ ବାଘ ଅସୁସ୍ଥ ଅବସ୍ଥାରେ ପଡିଥିଲା । ଖରାରେ ବାଘଟି ଛଟପଟ ହେଉଥିଲା । ଉଠିବାକୁ ଚେଷ୍ଟା କରୁଥିଲେ ବି ଉଠି ପାରୁନଥିଲା । ଏହି ଖବର ପାଇ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଘକୁ ଜାଲରେ କାବୁ କରିଥିଲେ!-->…
Read More...
Read More...
ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳିତ
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଭାପତି ସରୋଜ କମ୍ପଙ୍କ ସଭାପତିତ୍ୱରେ ସ୍ଥାନୀୟ ଟାଉନହଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ!-->…
Read More...
Read More...
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ:ଆଜି ପଇତାଲାଗି ହେବେ କଳାଠାକୁର ।ବୈଶାଖ କୃଷ୍ଣ ଦ୍ଵାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଲାଗି ହେବ ପଇତା।।ଶ୍ରୀଜୀଉମାନଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ପ୍ରସ୍ତୁତ ଏହି ପଇତା ସୁରକ୍ଷା ଦେବ ।ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି ହୋଇଥିବାରୁ!-->…
Read More...
Read More...
ବାଇକ କନ୍ଧମାଳରେ ଚାଲାଣ କଟିଲା ଝାରସୁଗୁଡ଼ାରେ
ବାଲିଗୁଡ଼ା: ରାଜ୍ୟ ସରକାର ନୂତନ ମୋଟର ଯାନ ଆଇନ ଆଣି ଲୋକଙ୍କୁ ସରକାରୀ ନିୟମ ମାନି ଗାଡ଼ି ଚଳାଚଳ କରିବାକୁ କହୁଥିବାବେଳେ ଆଇନ ଅମାନ୍ୟ କଲେ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି । ତେବେ ସରକାରୀ ବାବୁଙ୍କ ଭୁଲ ଯୋଗୁଁ ଜଣେ ମୋଟରସାଇକେଲ ମାଲିକ ଏବେ ହରଡ଼ ଘଣାରେ ପଡି ଯାଇଛନ୍ତି । ବାଇକ!-->…
Read More...
Read More...
ନୂଆଗାଁ ପ୍ରିମିୟର ଲିଗ୍, ପଞ୍ଚସଖା କୃଷକ କ୍ଲବ୍ ଚାମ୍ପିଅନ
ନୂଆଗାଁ : ନୂଆଗାଁ ବ୍ଲକ ସଦର ମହକୁମା ନୂଆଗାଁ ହାଇସ୍କୁଲ୍ ପଡ଼ିଆରେ ଏଫ୍ ଇ ସି ସି ଆନୁକୂଲ୍ୟରେ ଚାଲିଥିବା ନୂଆଗାଁ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ପଞ୍ଚସଖା କୃଷକ କ୍ଲବ୍ ସହିତ ରାମେଶ୍ୱର ସୁପର ମାର୍କେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାମେଶ୍ୱର!-->…
Read More...
Read More...
ବେସାହାରାକୁ କାନ୍ଧ ଦେଇ ଶବ ସତ୍କାର; ମାନବିକତା ଦେଖାଇଲେ ବ୍ଲକ ଉପାଧ୍ୟକ୍ଷ
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଶ୍ରୀରାମ ମନ୍ଦିର ପାଖରେ ରହୁଥିବା ଅସହାୟ ବୃଦ୍ଧା ମଙ୍ଗଳ ଦେଇ ମାଝୀଙ୍କ ରବିବାର ପରଲୋକ ହୋଇଛି । ବୃଦ୍ଧ ସ୍ୱାମୀ ଘେନୁ ମାଝୀ ଛଡା!-->…
Read More...
Read More...