Browsing Category

ରାଜ୍ୟ

ଦୀର୍ଘ ବର୍ଷ ବ୍ୟବଧାନ ପରେ ଖୋଲିଲା ମଧୁସୂଦନ ପାର୍କ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସହର ମଧ୍ୟରେ ଅବସ୍ଥିତ ମଧୁସୂଦନ ପାର୍କ (ଶିଶୁ ଉଦ୍ୟାନ) ଦୀର୍ଘ ବର୍ଷ ବ୍ୟବଧାନ ପରେ ଆଜି ଖୋଲିଲା । କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅନୁରୋଧ କ୍ରମେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଏହି ପାର୍କ ଖୋଲିବା ପାଇଁ ଦୃଢ
Read More...

ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍‌ ଶିବିର ଉଦଯାପିତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସର୍ବ ପୁରାତନ ଏଜେଓ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍‌ ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆପତ୍ତକାଳୀନ ବିଭାଗର ଡେପୁଟି କଲେକ୍ଟର ତଥା ଭାରତୀୟ ରେଡକ୍ରସ
Read More...

ବାଲୁକା କଳା ମାଧ୍ୟମରେ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସଚେତନତା ବାର୍ତ୍ତା

ପୁରୀ : ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ଟିବି ତଥା ଯକ୍ଷ୍ମା ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୪ ରେ ପାଳନ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବାଲୁକା ଚିତ୍ର
Read More...

ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

ପୁରୀ :ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ୱାଶିଂ ଲାଇନର ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଘଟିଛି ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ୱାଶିଂ ଲାଇନର ୨୪, ୨୫ ନମ୍ବରରେ ଥିବା ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଘଟିଛି ଅଗ୍ନିକାଣ୍ଡ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ରେଳ କର୍ମଚାରୀ ମାନେ
Read More...

ଦଶପଲ୍ଲା ପିଙ୍କି ଛକରୁ ଉଦ୍ଧାର ହେଲା ହରିଣ

ଦଶପଲ୍ଲା : - ଦଶପଲ୍ଲା ଏନଏସି ଅନ୍ତର୍ଗତ ୫ନମ୍ବର ୱାର୍ଡର ପିଙ୍କି ଛକ ନିକଟରୁ ଗୁରୁବାର ଦିନ ସନ୍ଧ୍ୟା ୮ ଟା ସମୟରେ ଏକ ହରିଣ ଛୁଆ ଉଦ୍ଧାର ହୋଇଛି । ହରଣଟି ଜଙ୍ଗଲରୁ ସହର ଅଭିମୁଖେ ମାଡି ଆସୁଥିଲା ବେଳେ କୁକୁର ପଲ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ବନବିଭାଗକୁ ଖବର ଦେବା ପରେ
Read More...

ମହାନଦୀରେ ବୁଡି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ମହାନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବୌଦ୍ଧ ସହରର ଚନ୍ଦ୍ରଚୁଡ ମନ୍ଦିର ଘାଟରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ସେ ବୁଡି ଯାଇଥିଲେ । ଅଗ୍ନିଶମ ବାହିନୀ ଏହି ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଥିଲା । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଆଦର୍ଶ ଥାନା
Read More...

ମାଷ୍ଟର ଟ୍ରେନର ତାଲିମ ନେଲେ କନ୍ଧମାଳର ତିନି ଛାତ୍ରୀ

ଶଙ୍କରାଖୋଲ : ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ଏକାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ବିଷୟରେ ତାଲିମ ଦେବା ନିମିତ ମାଷ୍ଟର ଟ୍ରେନର ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଭୁବନେଶ୍ୱର
Read More...

ଲୁଣିବାହାଲ ପ୍ୟାକ୍ସରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ଶୈଳେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବିସିସିବି
Read More...

ଉଦ୍ଧାର ହେଲା ୧୨ ଫୁଟରୁ ଅଧିକ ଲମ୍ବର ଅହିରାଜ ସାପ

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅଧିନସ୍ଥ କଇମ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ଅହିରାଜ ସାପ । ମିଳିଥିବା ସୂଚନା ଅନୁଯାୟୀ, କଇମ ଗ୍ରାମର ପଞ୍ଚାନନ ଆଶ୍ରମ ନିକଟରେ ଏକ ଗ୍ରାମୀଣ ବଜାର ରହିଛି । ବଜାରର ଘର ଭିତରେ କିଛି ଦିନ ହେବ ଶଶି ଗୋସେଇଁ ନାମକ ଜଣେ ସାଧୁ ରହିଆସୁଥିଲେ । ସାଧୁ ଜଣକ
Read More...

ତେଲୁଗୁ ନବବର୍ଷ ଉଗାଦି ଉତ୍ସବ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉଗାଦି ଉତ୍ସବ କମିଟି ପକ୍ଷରୁ ସ୍ଥାନୀୟ ଆରସିଡି ହାଇ ସ୍କୁଲ ପଡିଆ ଠାରେ ତେଲୁଗୁ ନବବର୍ଷ ଉଗାଦି ଉତ୍ସବ ମହାଆଡମ୍ବର ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଡ଼ଃ କମଳ ଲୋଚନ ମିଶ୍ର ଯୋଗ ଦେଉଥିବା ବେଳେ ସମ୍ମାନିତ ଅତିଥି
Read More...