Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜି. ଉଦୟଗିରି ଓ ଚିକାବାଲି ବିଜେପି ତରଫରୁ ୪୪ତମ ପ୍ରତିଷ୍ଠା ଦିବସ ପାଳିତ
ଜି. ଉଦୟଗିରି : ଜି. ଉଦୟଗିରି ନଗର ଏବଂ ଗ୍ରାମୀଣ ମଣ୍ଡଳ ତରଫରୁ ଆଜି ୪୪ତମ ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସ୍ଥାନୀୟ ଗ୍ରାମୀଣ ମଣ୍ଡଳ ସଭାପତି ମାୟାବନ୍ଧୁ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳ ଗଠନ କରିବାରେ ବିଶେଷ ଅବଦାନ ରହିଥିବା ମହାନ ବ୍ୟକ୍ତିଙ୍କ!-->…
Read More...
Read More...
ଜିଲ୍ଲା ପରିଷଦ ଉପ ନିର୍ବାଚନ, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ପୁରୀ : ପୁରୀ ଜିଲ୍ଲା ଗୋପ ବ୍ଳକ୍ ୧୧ ନମ୍ୱର୍ ଜିଲା ପରିଷଦ ଜୋନ ପାଇଁ ଆସନ୍ତା ମେ ୨ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଛି । ଆଜି କଂଗ୍ରେସ ପକ୍ଷରୁ ପ୍ରତାପ ଚନ୍ଦ୍ର ପ୍ରଧାନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଉପ!-->…
Read More...
Read More...
ପୁରୀରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ : ପୁରୀରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୀ ସି-ବିଚ୍ ଥାନା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏକ ହୋଟେଲ୍ରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଅନସ ଭି.କେ । ସେ କେରଳର ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ଖବର ପାଇବା ପରେ ସି!-->…
Read More...
Read More...
ବନବିଭାଗ ଦ୍ୱାରା କୁଟୁରା ଛୁଆ ଉଦ୍ଧାର
ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ବାହାଡ଼ଝୋଲା ସେକ୍ସନ ଅନ୍ତର୍ଗତ ବାହାଡ଼ଝୋଲା ଗାଁ ନିକଟରୁ ଗୁରୁବାର ବନବିଭାଗ ଏକ କୁଟୁରା ଛୁଆକୁ ଉଦ୍ଧାର କରିଛି । ଉଦ୍ଧାର ପରେ କୁଟୁରା ଛୁଆଟିର ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିକଟସ୍ଥ ନାରିଆମ୍ବା ଜଙ୍ଗଲରେ ଛାଡି ଦିଆଯାଇଥିବା!-->…
Read More...
Read More...
ଟ୍ରଲର ଚାପାରେ ୪ ବର୍ଷର ଶିଶୁ କନ୍ୟା ମୃତ, ଉତ୍ତ୍ୟକ୍ତ ଲୋକ ଜାଳି ଦେଲେ ଟ୍ରଲର
ଚମ୍ପୁଆ : ଚମ୍ପୁଆ ନିକଟବର୍ତ୍ତୀ ଜୟନ୍ତିଗଡଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଡିଶା ଓ ଝାଡଖଣ୍ଡକୁ ସଂଯୋଗ କରୁଥିବା ବୈତରଣୀ ନଦୀର ପୋଲ ନିକଟରେ ମା ସହ ଚାଲି ଚାଲି ଯାଉଥିବା ଶିଶୁ କନ୍ୟାକୁ ଗାଡି ନମ୍ବର ଏନ୍.ଏଲ୍ ୦୧ଜି ୮୭୬୩ ନମ୍ବର ଟ୍ରଲରଟି ଧକ୍କା ଦେବା ସହ ଶିଶୁ କନ୍ୟା!-->…
Read More...
Read More...
ପ୍ରତିଷ୍ଠା ଦିବସରେ ସିଂହଦ୍ୱାରେ ଦୀପ ଜାଳିଲା ବିଜେପି
ପୁରୀ : ପ୍ରତିଷ୍ଠା ଦିବସରେ ସିଂହଦ୍ୱାରେ ଦୀପ ଜାଳିଲା ବିଜେପି । ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ପୁରୀ ଜିଲ୍ଲା ବିଜେପି ଜଗନ୍ନାଥଙ୍କ ପାଖରେ ଦୀପ ଜାଳିବା ସହ ମହାପ୍ରଭୁଙ୍କ ପାଖରେ ଦଳ ଓ ଦଳର ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଙ୍ଗଳ କାମନା କରିଛନ୍ତି । ଏଥିସହିତ ପୁରୀ ଜିଲ୍ଲା!-->…
Read More...
Read More...
୮ କୋଟି ଠକେଇ ମାମଲାରେ ଡେପୁଟି ବ୍ୟାଙ୍କ ମ୍ୟାନେଜର ଗିରଫ
ଫୁଲବାଣୀ: ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ହୋଇଥିବା ଏକ ଆଠ କୋଟି ଟଙ୍କାର ଠକେଇ ମାମଲାରେ ଆଜି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସଂପୃକ୍ତ ଅଧିକାରୀ ଜଣକ ହେଲେ ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ତତ୍କାଳୀନ ଡେପୁଟି!-->…
Read More...
Read More...
ସିନାପାଲିରେ କଡ଼ାକଡି ଶୂନ୍ୟ ସଡ଼କ ଦୁର୍ଘଟଣା ସପ୍ତାହ, ଦିନକରେ ୨ ଲକ୍ଷ ୪୨ ହଜାର ତଣ୍ଡ ଗଣିଲେ ଅମାନିଆ
ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ପୋଲିସ ତରଫରୁ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଅବସରରେ ଚେକିଂ କଡ଼ାକଡ଼ି କରାଯାଇଛି । ସିନାପାଲିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଇ ଅମାନିଆ ମାନଙ୍କ ଠାରୁ ମୋଟ ୨ ଲକ୍ଷ ୪୨ ହଜାର ୫ଶହ ଟଙ୍କା ତଣ୍ଡ ସଂଗ୍ରହ କରାଯିବା ସହ ୪ ଜଣ!-->…
Read More...
Read More...
ବାହାରିଲା ନନ୍ଦା ଓ ଭଦ୍ରା ଚାପ ଡଙ୍ଗା
ପୁରୀ : ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ର ପୁଷ୍କରିଣୀରୁ କଢାଯାଇଛି ନନ୍ଦା ଓ ଭଦ୍ରା ଚାପ । ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରାର ଶୁଭାରମ୍ଭ ହେଉଥିବା ସ୍ଥଳେ ନରେନ୍ଦ୍ର ଜଳରେ ବୁଡି଼ ରହିଥିବା ନନ୍ଦା, ଭଦ୍ରା ଡଙ୍ଗାକୁ କଢା ଯାଇଛି । ନରେନ୍ଦ୍ର ପାହାଚରେ!-->…
Read More...
Read More...
ନିପନ୍ ଷ୍ଟିଲ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନରେ ନିପନ୍ ଷ୍ଟିଲ୍ ପରିଦର୍ଶନ କରିଛନ୍ତି। ସେ ନିପନ୍ ଷ୍ଟିଲ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ମଧ୍ୟ ନିପନ୍ ଷ୍ଟିଲ୍ ବୁଲି ଦେଖିଛନ୍ତି। ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବରୁ!-->…
Read More...
Read More...