Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ସହ ଜଳିଗଲେ ତିନି ଚାଳକ
ଝାରସୁଗୁଡ଼ା: ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖ ୧୦ ନଂ ରାଜ୍ୟ ରାଜପଥରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ୍ ପଛକୁ ପଛ ଓ ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ୩ଟି ଯାକ!-->…
Read More...
Read More...
ଜିଏମୟୁ୍ ଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀଙ୍କ ଶିକ୍ଷା ସମସ୍ୟା ବିଷୟରେ ଜାତୀୟସ୍ତରୀୟ ଆଲୋଚନାଚକ୍ର
ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ର ଶିକ୍ଷା ବିଭାଗ ତରଫରୁ ଅମୃତବିହାର ଅଧ୍ୟାପନା ପ୍ରକୋଷ୍ଠ-୧ ଠାରେ "ଆଦିବାସୀ ଶିକ୍ଷାର ସମସ୍ୟା ଏବଂ ଆହ୍ୱାନ : ନିର୍ଣ୍ଣୟକାରୀ, ପ୍ରକ୍ରିୟା ଏବଂ ହସ୍ତକ୍ଷେପ" ଶୀର୍ଷକ ଦୁଇ ଦିନିଆ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ!-->…
Read More...
Read More...
୩୦ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟ ସରକାର ୧୦ଟି ଆକାଂକ୍ଷା ଜିଲ୍ଲା ସହ ମୋଟ ୩୦ଟି ଜିଲ୍ଲା ଦାୟିତ୍ୱ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନ୍ୟସ୍ତ କରିଛନ୍ତି । ଏହାସହିତ ସେମାନଙ୍କୁ ପ୍ରତ୍ୟେକ ମାସର ତୃତୀୟ ସପ୍ତାହରେ ଜିଲ୍ଲା ଗସ୍ତରେ ଯାଇ ବ୍ୟାପକ କ୍ଷେତ୍ର ପରିଦର୍ଶନ କରି ଦୁର୍ଗମ ଅଂଚଳରେ ରାତିରେ ରହିବା ସହ!-->…
Read More...
Read More...
ଭୈରବୀ ମନ୍ଦିର ରତ୍ନମୁଦ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ, ତିନି ଦିନ ଧରି ଜନ ସମୁଦ୍ର ହେବ ମାଙ୍କ ପୀଠ
ହରଭଙ୍ଗା :ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ପୁରୁଣାକଟକ ବସିନୀ ମା' ଭୈରବୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ବୁଧବାର ଦିନ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ!-->…
Read More...
Read More...
ଶୁନ୍ୟ ଦୁର୍ଘଟଣା ସପ୍ତାହରେ ହେଲମେଟ୍ ସଚେତନତା କାର୍ଯ୍ୟକ୍ରମ
ଦଶପଲ୍ଲା : ଆଜି ଦଶପଲ୍ଲା ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ତରଫରୁ ଦଶପଲ୍ଲା ମେଡିକାଲ ଛକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ବାଇକ୍ ଆରୋହୀଙ୍କ ସଚେତନତା ନିମନ୍ତେ ଏକ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁ ବାଇକ୍ ଆରୋହୀମାନେ ହେଲମେଟ!-->…
Read More...
Read More...
ଟାୱାର ସାମଗ୍ରୀ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ,ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଖଳସୀ
ହରଭଙ୍ଗା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡେନିଗଡ଼ ଫାଣ୍ଡି ଅଧିନସ୍ତ ବନଦୁର୍ଗା ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟାୱାର ସାମଗ୍ରୀ ବୋଝେଇ ଆଇଚର ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ମତେ ( ଗଐ ୪୮ଈ ଗ୯୪୪୬) ନାମକ!-->…
Read More...
Read More...
କଣାସରେ ଗଞ୍ଜେଇ ଚାଷ, ନଷ୍ଟ କରୁଛି ଅବକାରୀ ବିଭାଗ
ପୁରୀ : କଣାସରେ ଗଞ୍ଜେଇ ଚାଷ । ପୁରୀ ଜିଲ୍ଲା କଣାସରେ ପ୍ରଥମ ଥର ଏତେ ପରିମାଣର ଗଂଜେଇ ଚାଷ ସାମ୍ନାକୁ ଆସିଛି । କଣାସ ନାନ କେରା ଅଂଚଳରେ ଚାଷ ଜମି ହିଡ଼ରେ ଶହ ଶହ ଗଞ୍ଜେଇ ଗଛ । ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଜଗଦୀଶ ସାମଲଙ୍କ ନେତୃତ୍ୱରେ ଗଞ୍ଜେଇ ଚାଷ!-->…
Read More...
Read More...
ବିଶ୍ୱ କଲ୍ୟାଣ ପାଇଁ ମା’ ସୁରେଶ୍ୱରୀଙ୍କ ପୀଠରେ ଚଣ୍ଡୀ ମହାଯଜ୍ଞ
ସୁବର୍ଣ୍ଣପୁର : ବିଶ୍ୱ କଲ୍ୟାଣ ଓ ସୁବର୍ଣ୍ଣପୁରର ବିକାଶ ନିମନ୍ତେ ଅଧିଷ୍ଠାତ୍ରୀ ଦେବୀ ମା' ସୁରେଶ୍ୱରୀଙ୍କ ପୀଠରେ ଶତାଧିକ ବ୍ରାହ୍ମଣ ସେବା, ଦୁର୍ଗା ଦ୍ୱାତ୍ରୀଂଶ ନାମ ଶାଳା ପଠନ ଓ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମାଙ୍କ ପରମ ଭକ୍ତ ଚିତ୍ତରଞ୍ଜନ ଦାଶଙ୍କ ପ୍ରେରଣାରେ ଅନୁଷ୍ଠିତ!-->…
Read More...
Read More...
ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ
ପୁରୀ: ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ବଜ଼ାରସ୍ଥିତ ଯାତ୍ରୀ ନିବାସ ନିକଟ ମୁଖ୍ୟ ରାସ୍ତାରେ ଚଢ଼ାଉ କରି ଅଜୟ ନାଏକ, ୪୫ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ!-->…
Read More...
Read More...
ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜିଲ୍ଲାପରିଷଦ ଜୋନ ନିର୍ବାଚନରେ ବିଜେଡିର ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେବାକୁ ଯାଉଛି । ଆଜି ବିଜେଡି ଓ ବିଜେପି ଜିଲ୍ଲା ପରିଷଦ ଆଶାୟୀ ପ୍ରାର୍ଥି ଭାଗିରଥି ସେନାପତି ଓ ପ୍ରମୋଦ ରୟ ଉଭୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ!-->…
Read More...
Read More...