Browsing Category

ରାଜ୍ୟ

ଚାଉଳ ଗୋଦାମ ଭିତରେ ପଡିରହିଛି ମହାପ୍ରଭୁଙ୍କ ରଥଚକ

ପୁରୀ : ପୁଣି ମହାପ୍ରଭୁଙ୍କୁ ଅପମାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନନ୍ଦିଘୋଷ ରଥର ଚକ ଓ ଗୁଜ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ଚାଉଳ ଗୋଦାମ ଭିତରେ । ଧୂଳି ଧୂସରିତ ଅବସ୍ଥାରେ ପଡ଼ିରହିଛି ମହାପ୍ରଭୁଙ୍କ ରଥ ଚକ ଏବଂ ଏହାର ଅଂଶ । ପୁରୀ କଲେଜ ଛକ ନିକଟ ଏକ ଚାଉଳ ଗୋଦାମରେ ଏଭଳି
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ୱାଗତ କରିବା ସହିତ ତିନି ରଥର କାଠ
Read More...

ଏସଟିଏଫ ଦ୍ୱାରା ୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ବୌଦ୍ଧ,୨୩/୩:- ବୌଦ୍ଧ ଜିଲ୍ଲା ବଘିଆପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବୌଦ୍ଧ ଫୁଲବାଣୀ ସୀମାରେ ଏସଟିଏଫ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି । ବଜ୍ରକାପ୍ତା ଡିଲ୍‌ ଚାଲିଥିବା ବେଳେ ହଠାତ୍‌ ମାଡ଼ିବସିଲା ଏସଟିଏଫ । ଦୁଇଟି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିବାବେଳେ ଦୁଇ ଜଣଙ୍କୁ ଧରିଥିଲା ।
Read More...

କଟ୍ରାଗୁଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ କଟ୍ରାଗୁଡାଠାରେ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ
Read More...

ଦୁର୍ଘଟଣାରେ ରାଜରାସ୍ତାରେ ଗୋମାତାଙ୍କ ଜୀବନହାନି,ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର

ବାଲିଗୁଡ଼ା:ରାଜ ରାସ୍ତାରେ ଗୋ ମାତାଙ୍କ ଜୀବନ ହାନି । ଗାଈଙ୍କ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ଚାରି ଗାଈଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ
Read More...

ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି

ଭୁବନେଶ୍ୱର : ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ
Read More...

ଜିଏମୟୁରେ ବାଣିଜ୍ୟ ବିଭାଗର ବାର୍ଷିକ ଉତ୍ସବ ଉଦଯାପିତ

ସମ୍ବଲପୁର :ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ( ଜିଏମ୍‌ୟୁ)ର ବାଣିଜ୍ୟ ବିଭାଗ ତରଫରୁ ବିଶ୍ୱବିଦ୍ୟାଳୟର ଅଧ୍ୟାପନା ପ୍ରକୋଷ୍ଠ-୧ ରେ ବାର୍ଷିକ ଉତ୍ସବ “ କମ୍‌ ଫିଏସ୍ତା” ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ୧୧ରୁ ୨୩ ପର୍ଯ୍ୟନ୍ତ ଚାଲିଥିଲା । ବିଶ୍ୱବିଦ୍ୟାଳୟର
Read More...

ବାଘ ଆତଙ୍କରେ ଥରହର ସୁନାବେଡା: ମାତିଛି ବାଘୁଣୀ, ଆକ୍ରାମକ ହେଉଛି ବାଘ

ନୂଆପଡା:ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅଞ୍ଚଳବାସୀ ଏବେ ବାଘ ଆତଙ୍କରେ ଥରହର ହେଉଛନ୍ତି । ଅଭୟାରଣ୍ୟର ଭିନ୍ନଭିନ୍ନ ଅଞ୍ଚଳରେ ଗୋଟିଏ ବାଘ ଏବଂ ଏକ ବାଘୁଣୀ କ୍ରମାଗତ ଭାବେ ଜନବସତି ଉପରେ ଆକ୍ରମଣ କରୁଛନ୍ତି । ଅଭୟାରଣ୍ୟ ସଂଲଗ୍ନ ଉତ୍ତର ପଟେ ନୂଆପଡା ବନାଞ୍ଚଳରେ ଏକ ବାଘୁଣୀ ନିଜ ଶାବକ
Read More...

ଗୋ-ବନ୍ଧ୍ୟା ସମ୍ପର୍କିତ ଆଲୋଚନା ଚକ୍ର ଓ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର

ହରଭଙ୍ଗା:ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ହରଭଙ୍ଗା ବ୍ଲକ ଧଳପୁର ଗ୍ରାମରେ ଏକ ଗୋ-ବନ୍ଧ୍ୟା ସମ୍ପର୍କିତ ଆଲୋଚନା ଚକ୍ର ଓ ପ୍ରାଣୀଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା । ଏହି ଚିକିତ୍ସା ଶିବିରରେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ
Read More...

ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା , ଦୁଇ ଚାଳକ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ନିକଟସ୍ଥ ମେଗା ୱାଟର ପ୍ରୋଜେକ୍ଟ ପ୍ରକଳ୍ପ ସମ୍ମୁଖରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ ମୋଟରସାଇକେଲର ଆରୋହୀ ଗୁରୁତର ଆହତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ଓ ପୋଲିସ୍‌
Read More...