Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍କୁଲ ଛାତ୍ରଙ୍କ ଉପରେ ମାଡିଗଲା ଗାଡି : ୩ ମୃତ, ଜଣେ ଆହତ
ସୁବର୍ଣ୍ଣପୁର: ସ୍କୁଲ ଛାତ୍ରଙ୍କ ଉପରେ ଗାଡି ମାଡି ଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଛାତ୍ର ଆହତ ହୋଇଛି । ଆଜି ଦିନ ୧୧ ଟା ସମୟରେ ସୋନପୁର-ବିନିକା ରାସ୍ତାର ଶରଧାପାଲି ଛକରେ ଘଟିଥିଲା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ସରଧାପାଲି ସରକାରୀ ପ୍ରାଥମିକ ଉଚ୍ଚ!-->…
Read More...
Read More...
ଦୁଇ ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା; ଅନୁଗୋଳ ଚାମ୍ପିଅନ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ୟାଡମିଣ୍ଟନ ଆସୋସିଏସନ୍ ଓ ଫୁଲବାଣୀ ସଟଲର୍ସ ପକ୍ଷରୁ ଦୁଇ ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଇନ୍ଦୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ସହକାରୀ ଜିଲ୍ଲାପାଳ ବୁନା ପ୍ରଧାନ, ଜିଲ୍ଲା!-->…
Read More...
Read More...
ଖପ୍ରାଖୋଲରେ ବନ ବିଭାଗ ତରଫରୁ ବିଶ୍ୱ ବନ୍ୟ ଦିବସ ପାଳିତ
ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ଖପ୍ରାଖୋଲ ବନ ବିଭାଗ କାର୍ଯ୍ୟାଳୟ ଠାରେ ବିଶ୍ୱ ବନ୍ୟ ଦିବସ ପାଳିତ ହୋଇଯାଇଛି । ଆମ ଜଙ୍ଗଲ ଯୋଜନା ଜିଓ ତହସିଲ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ରେଞ୍ଜ ଅଧିକାରୀ!-->…
Read More...
Read More...
ଭୁବନେଶ୍ୱରରେ ନିର୍ମାଣ ହେବ ଗଙ୍ଗାଧର ମେହେର ଭବନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ସମ୍ବଲପୁର: ନିଖିଳ ଓଡ଼ିଶା ମେହେର ସମାଜର ଅନୁରୋଧ କ୍ରମେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଠାରେ ଗଙ୍ଗାଧର ମେହେର ଭବନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଡେସିମିଲ ଭୂମି ପ୍ରଦାନ କରାଯାଇଛି । ଏଥିପାଇଁ ଭୂମି ଗ୍ରହଣ କରିବାକୁ ସମାଜ ସଭାପତି ବୈଶମ୍ପାୟନ ମେହେରଙ୍କ!-->…
Read More...
Read More...
ତାଣ୍ଡବ ରଚିଲା କାଳବୈଶାଖୀ : ବର୍ଷିଲା କୁଆପଥର, ଉପୁଡ଼ିଲା ଗଛ
ଦଶପଲ୍ଲା: ଦୀର୍ଘ ଚାରିଦିନ ଧରି ଦଶପଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ ସେବା ବନ୍ଦ ରହିଛି । ଏହା ସହ ମୋବାଇଲ୍ ସେବା ବନ୍ଦ ରହିଛି । ମଙ୍ଗଳବାର ମଧ୍ୟାହ୍ନରେ ବର୍ଷା ସହ କୁଆପଥର ବୃଷ୍ଟି ଜନ ଜୀବନକୁ!-->…
Read More...
Read More...
ବିଶ୍ୱ ଜଳ ଦିବସ ପାଳିତ
ପାରଳାଖେମୁଣ୍ଡି : ରାୟଗଡ ବ୍ଳକର କଇଁପୁରଠାରେ ଅବସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟଠାରେ ଗ୍ରାମ ବିକାଶ ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳନ କରିବା ସହ ଜଳର ଆବଶ୍ୟକତା, ସଚେତନତା ରଥକୁ ରାୟଗଡ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ଉଦଘାଟନ କରିଥିଲେ । ଏହି!-->…
Read More...
Read More...
ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜିଲ୍ଲାପାଳ ଅଫିସ ଘେରାଉ
ନୂଆପଡ଼ା : ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଦ୍ୱାରା ନୂଆପଡା ଜିଲ୍ଲାପାଳ ଅଫିସ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ ଓ଼ ଧାରଣା ଦିଆଯାଇଛି । ଆଜି ପୋଲିସ ପଡିଆ ଠାରେ ସମସ୍ତେ ଏକତ୍ରିତ ହୋଇ ପ୍ରଥମେ ଏକତା ଛକଠାରେ ପୂର୍ବତନ ମନ୍ତ୍ରୀ ଘାଶିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ!-->…
Read More...
Read More...
ଆଜି ଶ୍ରୀବିଗ୍ରହଙ୍କ ବନକଲାଗି
ପୁରୀ : ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ବନକଲାଗି କରାଯିବ । ଦତ୍ତମହାପାତ୍ର ସେବକ ହରିତାଲ, ହିଙ୍ଗୁଳ, କଳା ଆଦି ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶ୍ରୀଙ୍ଗାର କରିବେ । ଏଥିପାଇଁ!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ଜବତ, ପୋଲିସକୁ ଚକମା ଦେଇ ଦୁଇ ମାଫିଆ ଫେରାର୍
ବାଲିଗୁଡ଼ା: ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ୍ । ଗତକାଲି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ!-->…
Read More...
Read More...
କୁଶଙ୍ଗ ସମବାୟ ସମିତି ଲିଃରେ ବ୍ୟାଙ୍କିଙ୍ଗ୍ କର୍ମଶାଳା ଓ ଋଣମେଳା
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ସଞ୍ଜିବ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ସମବାୟ ବ୍ୟାଙ୍କ ପୁରୁଣାକଟକ ଶାଖା!-->…
Read More...
Read More...