Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମଦ ଜବତ, ୩ ଗିରଫ
ପୁରୀ: ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ବାଲିଦଣ୍ଡା ଏରିଆରୁ ସୁବାଷ ମଲ୍ଲିକ, ରିତା ନାଏକ ଏବଂ ନୂଆହାଟ ବଜ଼ାରରୁ ବିକ୍ରମ କୁମାର ସାହୁଙ୍କୁ ଗିରଫ କରି!-->…
Read More...
Read More...
ଜିଲ୍ଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କଲେ ୮ ପଞ୍ଚାୟତର ସରପଞ୍ଚ
ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ୮ ଗୋଟି ଗ୍ରାମପଞ୍ଚାୟତ ସରପଞ୍ଚ ମିଳିତ ଭାବରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ନିଜ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିବା ସହ ତା'ର ସମାଧାନ ନିମନ୍ତେ!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ; ବାଘ ପଞ୍ଝା ସହ ଲୋମ, ହାଡ଼ ଓ ଦେଶୀ ବନ୍ଧୁକ ଜବତ
ହରଭଙ୍ଗା : ବୌଦ୍ଧ ବନ ଖଣ୍ଡରେ ସୁରକ୍ଷିତ ନୁହଁନ୍ତି ବନ୍ୟ ପ୍ରାଣୀ । କିଛିଦିନ ତଳେ ବାଘ, କୁଟୁରା, ସମ୍ବର ଛାଲ ଜବତ ସହ ଶିକାରୀ ମଧ୍ୟ ଗିରଫ ହୋଇଥିଲେ । ତା'ପରେ ଦୁଇ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଚାଲାଣକାରି ଗିରଫ ଘଟଣା ଜିଲ୍ଲା ତଥା ରାଜ୍ୟରେ ଚହଳ ପଡ଼ିଥିବା ବେଳେ ପୁଣି!-->…
Read More...
Read More...
ଇଭିଏମ ଗୁଡିକର ଟେଷ୍ଟିଂ ଆରମ୍ଭ
ପୁରୀ : ପୁରୀ ଜିଲ୍ଲାକୁ ହାଇଦ୍ରାବାଦ ସ୍ଥିତ ଇସିଆଇଏଲ କମ୍ପାନୀରୁ ସମ୍ପୂର୍ଣ୍ଣ ନୂଆ ଇଭିଏମ ବା ଭୋଟିଂ ମେସିନ ପହଞ୍ଚିଛି। ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟ ପୁରୀରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ପେଣ୍ଠକଟା!-->…
Read More...
Read More...
କବରାପାଲି ରାମନବମୀ ଉଦଯାପିତ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରବେଶ
ସମ୍ବଲପୁର: ସ୍ଥାନୀୟ ଯୁଯୋମୁରା ବ୍ଲକର କବରାପାଲି ଠାରେ ୧୧ ଦିନ ଧରି ଆୟୋଜିତ ଶ୍ରୀରାମ ନବମୀ ମହୋତ୍ସବ ଆନୁଷ୍ଠାନିକ ଭାବେ ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇ ପ୍ରଭୁ ଶ୍ରୀରାମ ଭଗବାନ ମନ୍ଦିର ପ୍ରବେଶ କରିଛନ୍ତି । ଏହି ଆୟୋଜନରେ ୧୧ ଦିନ ଧରି କବରାପାଲି ଅଯୋଧ୍ୟାନଗରୀ ଭାବେ ଧାର୍ମିକ!-->…
Read More...
Read More...
ଦଶପଲ୍ଲା ଅଂଚଳରେ କେବେ ଖୋଲିବ ଜଳଛତ୍ର?
ଦଶପଲ୍ଲା : ଦଶପଲ୍ଲା ଗତ ଦୁଇ ସପ୍ତହ ଗରମ ତାୱାରେ ସନ୍ତୁଳି ହେଉଥିବାବେଳେ ଦିନ ତମାମ ପ୍ରଚଣ୍ଡ ରୌଦ୍ରତାପ ଜାରୀ ରହିଥିବା ବେଳେ ଅପରାହ୍ନ ଅଥବା ସନ୍ଧ୍ୟାରେ କାଁ ଭାଁ ପାଗର ପରିବର୍ତ୍ତନ ହେଉଥିବାର ପରିଲକ୍ଷିତ ହେଉଛି । ସବୁଠାରୁ ବଡକଥା ହେଲା ଦଶପଲ୍ଲାର ଏନ୍ଏସି କିମ୍ବା ପଂଚାୟତ ସ୍ତରରେ!-->…
Read More...
Read More...
କନ୍ଧମାଳ ଜିଲ୍ଲାର ୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜାତୀୟ ଗୁଣାତ୍ମକ ମାନକ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛପଡା ଓ ଖଜୁରୀପଡା ବ୍ଲକର ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଥମ ଥର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ଗୁଣାତ୍ମକ ମାନକ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ମାର୍ଚ୍ଚ ୨୨-୨୬ପର୍ଯ୍ୟନ୍ତ!-->…
Read More...
Read More...
୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ଉଦଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି ।!-->…
Read More...
Read More...
ସମାଜସେବୀଙ୍କ ଅକାଳ ବିୟୋଗ
ପୁରୀ : ସ୍ୱର୍ଗଦ୍ୱାର ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ହୋଟେଲିୟର ରବି ନାରାୟଣ ମହାନ୍ତିଙ୍କର ୫୯ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଛି । ଗତ କିଛି ଦିନ ଧରି ସେ ଭେଲୋରରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ବିଳମ୍ବିତ ରାତ୍ରୀରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱର୍ଗତ!-->…
Read More...
Read More...
ସୋନପୁର ମଡେଲ ଡିଗ୍ରୀ କଲେଜରେ ଜି-୨୦ ଭାରତ ଉପରେ ସେମିନାର ଅନୁଷ୍ଠିତ
ସୁବର୍ଣ୍ଣପୁର: ସୋନପୁର ସଦର ମଡେଲ ଡିଗ୍ରୀ କଲେଜଠାରେ ଜି-୨୦ ଭାରତ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେମିନାରରେ ମୁଖ୍ୟ ଅତିଥି ଭାବେ କିସ୍ ୟୁନଭରସିଟିର କୁଳପତି ସସ୍ମିତା ସାମନ୍ତ ଯୋଗଦେଇଥିଲେ । ସମ୍ମାନିତ!-->…
Read More...
Read More...