ଜାଲରେ ପଡିଲା ୬ଫୁଟର ନାଗସାପ

0 101

ହରଭଙ୍ଗା,୨୯/୪:- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ହରଭଙ୍ଗା ଗ୍ରାମର ସୁଦର୍ଶନ ସାହୁଙ୍କ ଘରୁ ଶନିବାର ଦିନ ଏକ ବିରାଟ ଗୋଖର ନାଗସାପ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ମତେ ସୁଦର୍ଶନ ସାହୁଙ୍କ ଘର ପଛ ପଟେ ଏକ ଜାଲ ଦିଆଯାଇଥିବା ବେଳେ କୌଣସି ମତେ ଏକ ୬ଫୁଟ ଲମ୍ବର ଗୋଖର ନାଗସାପ ଆସି ଜାଲରେ ପଡି ଯାଇଥିଲା । ଘର ଲୋକ ସାପକୁ ଦେଖି ତୁରନ୍ତ ସାପ ଧରାଳିକୁ ଡାକି ସାପକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ସଦଳଗଣ୍ଡା ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବା ନେଇ ସାପ ଧରାଳି କୁଲୁ ସାହୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × three =