Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦଶପଲ୍ଲାରେ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଆଜି
ଦଶପଲ୍ଲା :୨୨୧ ବର୍ଷଧରି ଅନୁଷ୍ଠିତ ହେଉଥିବା ଭାରତ ପ୍ରସିଦ୍ଧ ଐତିହାସିକ ମହାବୀର କ୍ଷେତ୍ର ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ଆକର୍ଷଣ‘ ରାବଣ ବଧ ବା ରାବଣ ପୋଡି ପାରମ୍ପରିକ ରୀତି ନୀତି ଓ ପରମ୍ପରା ଅନୁଯାୟୀ ମଙ୍ଗଳ ରାତି - ବୁଧ ପାହାନ୍ତି ଆଧାରରେ ଆଜି ଅନୁଷ୍ଠିତ ହେବ । ଏଥିପାଇଁ!-->…
Read More...
Read More...
ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ ଆରମ୍ଭ
ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶରତ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ପୌର ସଦନରେ ଆରମ୍ଭ ହୋଇଛି ରଥଯାତ୍ରାର ପ୍ରଥମ ସମନ୍ୱୟ ବୈଠକ । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଆଇଜି ନରସିଂହ ଭୋଳ, ଏସପି କନ୍ୱର୍ ବିଶାଲ ସିଂ, ଦୂରଦର୍ଶନ ନିର୍ଦ୍ଦେଶକ, ବିଧି ବିଭାଗର ପ୍ରମୁଖ ସଚିବ, ସୂଚନା!-->…
Read More...
Read More...
ଉଚ୍ଛେଦକୁ ଦୃଢ ବିରୋଧ କଲା ପିକେଆରଟି ଭୂଦାନ ବ୍ୟବସାୟୀ ସଂଘ
ପୁର: ପୁରୀ ସୁବାଷ ବୋଷ ଛକଠାରୁ ଭୂଦାନ ଛକ ଯାଏଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ତେବେ ପ୍ରଶାସନ ପକ୍ଷରୁ ବିନା ଥଇଥାନ୍ ଏବଂ କ୍ଷତିପୂରଣ ଦିଆନଯାଇ ଉଠା ଦୋକାନୀ!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି ଟ୍ରକ୍ ସହ ସହଯୋଗୀ କାର୍ ଜବତ, ୩ ମାଫିଆ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୧୭୫କେଜି ୬୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ତିନିଜଣ!-->…
Read More...
Read More...
ଗଞ୍ଜେଇ ସହ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଜବତ, ଜଣେ ଗିରଫ
ବାଲିଗୁଡ଼ା:ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ୨୨କେଜି ୩୫୦ଗ୍ରାମ୍ ଓଜନର ବେଆଇନ୍ ଗଞ୍ଜେଇ ସହ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ଚାଲାଣକାରୀ ଗିରଫ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୋଲିସ୍ ପେଟ୍ରୋଲିଂ!-->…
Read More...
Read More...
ଆସନ୍ତାକାଲି ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ
ପୁରୀ : ଆସନ୍ତାକାଲି ମଙ୍ଗଳବାର ପୁରୀରେ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥ ଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ । ପୁରୀ ଟାଉନ୍ ହଲ୍ରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ କେନ୍ଦ୍ରାଞ୍ଚଳ ଆର୍ଡିସି ସହ ପୁରୀ ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର!-->…
Read More...
Read More...
ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ନିରାମୟ ଯୋଜନା: ପୋଲ ତଳେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ
ହରଭଙ୍ଗା,୧୦/୪:- ସରକାର ଜନସାଧାରଣଙ୍କୁ ମାଗଣାରେ ସ୍ୱାସ୍ଥ୍୍ୟ ସେବା ଯୋଗାଇ ଦେବା ଓ ମାଗଣାରେ ଔଷଧ ବିତରଣ ପାଇଁ ନିରାମୟ ଯୋଜନା ବ୍ୟବସ୍ଥା କରିଥିଲେ ମଧ୍ୟ ରୋଗୀକୁ ଔଷଧ ଦିଆନଯାଇ ପେଟି ପେଟି ଔଷଧ ଫୋପଡା ହେଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ!-->…
Read More...
Read More...
ଶ୍ରୀରାମ ଜନ୍ମଉତ୍ସବ ସେବା ସମିତି ପକ୍ଷରୁ ବିଶାଳ ଶୋଭାଯାତ୍ରା
ଓଡଗାଁ:ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଆମ ଜାତିର ଆରାଧ୍ୟ ତଥା ଭାରତର ଗର୍ବ ଓ ଗୌରବ । ଆମ ସମାଜକୁ ଆଜିର ଯୁବପିଢିଙ୍କୁ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ହେବ ଶ୍ରୀରାମ ଜନ୍ମଉତ୍ସବ ସେବାସମିତି ଓଡ଼ଗାଁ ପକ୍ଷରୁ "ଶ୍ରୀରାମ ନବମୀ ମହୋତ୍ସବ!-->…
Read More...
Read More...
ଉପାନ୍ତ ଅଞ୍ଚଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ହରଭଙ୍ଗା ୧୦/୪:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତଥା ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...