Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋହଲିଙ୍କୁ ଏହି ଉପଦେଶ ଦେଲେ ଶୋଏବ ଅଖତର
ନୂଆଦିଲ୍ଲୀ: ଟି-୨୦ରୁ ଅବସର ନେଇ ଦିନିକିଆ ପାଇଁ ଖେଳ। ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଏଭଳି ଉପଦେଶ ଦେଲେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର। ସବୁବେଳେ ନିଜର ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଶୋଏବ, ବିରାଟଙ୍କୁ ଏଭଳି ଉପଦେଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି।
ଭାରତୀୟ!-->!-->!-->…
Read More...
Read More...
ପୁରୀରେ ପୁଣି ବୁଲିଲା ଖଣ୍ଡା
ପୁରୀ : ପୁଣି ପୁରୀ ସଦର କଣ୍ଠପୁରରେ ବୁଲିଲା ଖଣ୍ଡା । ପଡୋଶୀ ଘରର ଖଣ୍ଡା ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହେଉଛନ୍ତି ଶଙ୍କର ପ୍ରଧାନ ଓ ଟୁନିଆ ପ୍ରଧାନ । ଶଙ୍କର ଓ ଟୁନିଆଙ୍କ ବାମ ହାତରେ ଲାଗିଛି ଗଭୀର ଆଘାତ । ଉଭୟ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି!-->…
Read More...
Read More...
ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ରୋଗୀ ମୃତ, ଡ୍ରାଇଭର ସମେତ ଦୁଇ ସଂପର୍କୀୟ ଗୁରୁତର
ନୂଆପଡା : ବିଜୁ ଏକ୍ସପ୍ରେସ ୱେ ବିରେଶକେଲା ଓଭର ବ୍ରିଜରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ରୋଗୀଙ୍କ ୨ ସଂପର୍କୀୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଜଣକ ହେଲେ ଧରଣିମାଲର ଜନକ ମାନହିରା (୬୦), ଗୁରୁତରମାନେ!-->…
Read More...
Read More...
ପାଇପ ପାଣିରୁ ପୋକ ବାହାରୁଥିବା ଅଭିଯୋଗ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଇପ ପାଣିରୁ ପୋକ ବାହାରୁଥିବାର ଅଭିଯୋଗ ହୋଇଛି । ସହରର ଓଁଶାନ୍ତି କଲୋନୀ ଅଞ୍ଚଳରେ ପ୍ରାୟ ଦୁଇ ମାସରୁ ଉଦ୍ଧ୍ୱର୍ ସମୟ ହେବ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେ!-->…
Read More...
Read More...
୫ ଦିନ ହେଲା ଅନ୍ଧାରରେ ୭ଟି ଆଦିବାସୀ ବହୁଳ ପଞ୍ଚାୟତବାସୀ
ଦଶପଲ୍ଲା : ବିଜୁଳି ଖେଳୁଛି ଲୁଚକାଳି। ବିଦ୍ୟୁତ୍ ନ ଥିବାରୁ ମୋବାଇଲ ସେବା ହୋଇଛି ଅଚଳ। ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ରହୁଥିବା ଦଶପଲ୍ଲା ବ୍ଲକ୍ର ଆଦିବାସୀ ବହୁଳ ଟାକରା, କୁଲୁରୁକୁମ୍ପା, ବାଣୀଗୋଛା, କୁଜାମେଣ୍ଢି, ଚଡେୟାପଲ୍ଲୀ, କଳସାଖମଣ ଏବଂ ନୂଆଗାଁ ପଞ୍ଚାୟତରେ ସଞ୍ଜ ନଇଁଲେ ପଡୁଛି!-->…
Read More...
Read More...
ବଡିବିଲ୍ଡିଂ ଓ ଫିଟ୍ନେସ୍ ପ୍ରତିଯୋଗିତାରେ ସନ୍ତୋଷ ବକ୍ସିଙ୍କୁ ରୌପ୍ୟ ପଦକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପୋଲିସ ବିଭାଗ ତଥା ଓଏସ୍ଏପିରେ ସିପାହୀ ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ବକ୍ସି ବଡିବିଲ୍ଡିଂ ଓ ଫିଟନେସ୍ ପ୍ରତିଯୋଗିତାରେ ରୌପ୍ୟପଦକ ହାସଲ କରି ଗଜପତି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀ ବକ୍ସି ଝାରସୁଗୁଡା!-->…
Read More...
Read More...
ଆସନ୍ତାକାଲିଠାରୁ ଜାତୀୟ ନାଟକ ମହୋତ୍ସବ
ପୁରୀ :ରଙ୍ଗଶାଳା ଆନୁକୁଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ୨୨ତାରିଖଠାରୁ ଅନୁଷ୍ଠିତ ହେଉଛି ତ୍ରୟୋଦଶ ତମ ଜାତୀୟ ନାଟକ ମହୋତ୍ସବ । ଏହି ମହୋତ୍ସବରେ ସୁଦୂର ଆସାମର ଗୋଟିଏ ନାଟ୍ୟଦଳ ସମେତ ଓଡ଼ିଶାର ତିନୋଟି ନାଟ୍ୟାନୁଷ୍ଠାନ ନାଟକ ପରିବେଷଣ କରିବେ ବୋଲି ରଙ୍ଗଶାଳା ପକ୍ଷରୁ ଆୟୋଜିତ ସାମ୍ବାଦିକ!-->…
Read More...
Read More...
ଜଙ୍ଗଲ ନିଆଁକୁ ରୋକିବା ପାଇଁ ଭିନ୍ନ ଉପାୟରେ ସଚେତନତା କାର୍ଯ୍ୟକ୍ରମ, ସାମିଲ୍ ହେଲେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ
ବାଲିଗୁଡ଼ା: ଜଙ୍ଗଲ ନିଆଁକୁ କେମିତି ଆୟତ୍ତ କରିହେବ ଏବଂ ମୂଲ୍ୟବାନ ଗଛ ସହ ଜୀବ ଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସବୁ ବନଖଣ୍ଡରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ଼ ବନାଞ୍ଚଳ ଅଧିକାରୀ!-->…
Read More...
Read More...
ନୂଆପଡ଼ା ଜିଲ୍ଲା ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ବିକାଶ ପାଇଁ ଦାବି କଲେ ଖଡିଆଳ ବିଧାୟକ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଆଜି ବିଧାନସଭାରେ ପର୍ଯ୍ୟଟନ, ଯୋଜନା ଓ ସମନ୍ୱୟ ବିଭାଗର ବଜେଟ ଆଲୋଚନା ବେଳେ ନୂଆପଡ଼ା ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ର ପ୍ରତି ସରକାର ଅବହେଳା କରୁଥିବା ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି । ନୂଆପଡ଼ା ଜିଲ୍ଲାର ଖଡିଆଳ ବ୍ଲକ୍ରେ ଅବସ୍ଥିତ!-->…
Read More...
Read More...
ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା;ଜଣେ ଗୁରୁତର, ଜଣେ ଆହତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଜଲେଶପଟ୍ଟା ନିକଟରେ ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଆଜି ସକାଳେ ପ୍ରାୟ ୧୧ଟା ସମୟରେ!-->…
Read More...
Read More...