Browsing Category

ରାଜ୍ୟ

ମହାପ୍ରଭୁଙ୍କ ପାଖରେ ବିଭିନ୍ନ ନାମରେ ପ୍ରସାଦ ରୂପେ ଲାଗି ହୁଏ ପଖାଳ

ପୁରୀ : ଓଡିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ତେବେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ।କୋଟି ଓଡିଆଙ୍କ ମଉଡମଣି ତଥା ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ହେଉଥିବା ଏହି
Read More...

ଆସନ୍ତାକାଲି ଓଡିଶା ଆସିବେ ମମତା ବାନାର୍ଜୀ, ୨୨ରେ ମହାପ୍ରଭୁଙ୍କ କରିବେ ଦର୍ଶନ

ପୁରୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ସେ ପୁରୀ ଆସି ୨୨ ତାରିଖ ବୁଧବାର ଅପରାହ୍ନ ୪ ଟା ବେଳେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହି ଜଗନ୍ନାଥ ସ୍ୱାଇଁ ମହାପାତ୍ର ଏହି ସୂଚନା
Read More...

ଦୁଇ ବାଇକ ଚୋରକୁ ଧରି ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ନୂଆପଡ଼ା : ସିନାପାଲି ଥାନା ଅନ୍ତର୍ଗତ ବ୍ରହ୍ମଣୀଗୁଡା ଗ୍ରାମଠାରେ ଦୁଇ ବାଇକ ଚୋରକୁ ଧରି ଗ୍ରାମବାସୀ ପୁଲିସ ଜିମା ଦେଇଥିବା ଜଣାପଡିଛି । ଏନେଇ ସିନାପାଲି ପୁଲିସ ଅଭିଯୁକ୍ତ ଦ୍ୱୟକୁ ଥାନାରେ ଅଧିକ ପଚରାଉଚରା କରିଥିବା ଜଣାପଡିଛି । ପ୍ରାପ୍ତ ଖବର ଅନୁଯାୟୀ ଜଣଙ୍କର ବାଇକକୁ ଚୋରି କରି ନେଇ
Read More...

ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନଛିପୁର ପଞ୍ଚାୟତର ମୁଖ୍ୟ ଆର୍‌ଡି ରାସ୍ତାଠାରୁ ଶ୍ରୀରାମପୁର୍‌ ଗ୍ରାମ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇଛି । ମାର୍ଚ୍ଚ ୨୦୨୨ରୁ କାର୍ଯ୍ୟ ଆରମ୍ଭ ହୋଇ ଫେବୃଆରୀ୨୦୨୩ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଥିଲା । ଏହି
Read More...

ପୁରୀ ପୁଲିସକୁ ବଡ ସଫଳତା, ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ୧୨ ଗିରଫ

ପୁରୀ : ପୁରୀ ପୋଲିସକୁ ସୋମବାର ଏକ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡ଼କାୟତି ଓ ଦାଦାବାଟି ଆଦାୟ କରିବା ଅଭିଯୋଗରେରେ ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏ ନେଇ ସୋମବାର ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ କେ
Read More...

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି : ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ସମିତିସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ପାରାଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମ ଠାରେ ଥିବା ରାମଲିଙ୍ଗେଶ୍ୱର ପ୍ରାଥମିକ ସମବାୟ ସମିତି କାର୍ଯ୍ୟାଳୟଠାରେ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିସିସି
Read More...

ବୃଦ୍ଧାଙ୍କୁ ମାରି ଖାଇଲା ବାଘ ! ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଘଟିଛି ଏକ ଅଭାନୀୟ ଘଟଣା । ୮୦ ବର୍ଷୀୟ ବୃଦ୍ଧାଙ୍କୁ ମାରୀ ଖାଇଲା ବାଘ । ବୃଦ୍ଧା ଜଣକ ଜଳମଡେଇ ଗାଁର ସନମତି ବାରିକ (୮୦) ବୋଲି ଜଣାପଡ଼ିଛି । ଗତକାଲି ସନ୍ଧ୍ୟା ୬ଟା ସମୟରେ ଘର ପଛପଟେ ଶୌଚ
Read More...

ବାୟୋଫ୍ଲକ ପଦ୍ଧତି ମାଛ ଚାଷର ଉଦଘାଟନ କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ରାମ ସାଗର ନିକଟରେ ବାୟୋଫ୍ଲକ ପଦ୍ଧତିରେ କରାଯାଇଥିବା ମାଛ ଚାଷର ପରିଦର୍ଶନ କରି ରିବନ କାଟି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ
Read More...

ଓଡ଼ିଶା ସାମ୍ୱାଦିକ ସଙ୍ଘର ଜିଲା ସାଧାରଣ ପରିଷଦ ବୈଠକ

ନବରଙ୍ଗପୁର ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ), ନବରରଙ୍ଗପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆରଏମସି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ
Read More...