Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହଙ୍ଗା ପଡିଲା ବେଆଇନ ଟୋଲ ଆଦାୟ : ଏନଏଚଏଆଇକୁ ୩ ଲକ୍ଷ ଜରିମାନା, ଟୋଲ୍ପ୍ଲାଜା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ
ବରଗଡ଼: ବରଗଡ଼ ଉପକଣ୍ଠରେ ଥିବା ବରହାଗୁଡା ଟୋଲ ଗେଟ୍ ପାଶ୍ୱର୍ ଦେଇ ଯାଇଥିବା ଏକ ବିକଳ୍ପ ରାସ୍ତାରୁ ଟୋଲ ସଂଗ୍ରହ କରିବା ନିର୍ଦ୍ଧାରିତ ଦରଠାରୁ ଅଧିକ ଟୋଲ ଆଦାୟ କରିବା ବରଗଡ଼ ପୌରଞ୍ଚଳର ୧୦ କିଲୋମିଟର ପରିଧି ମଧ୍ୟରେ ଟୋଲ ପ୍ଲାଜା ସ୍ଥାପନ କରିବା ଟୋଲଗେଟ୍ କର୍ତ୍ତୃପକ୍ଷଓ ଭାରତୀୟ ଜାତୀୟ!-->…
Read More...
Read More...
ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ
ସୁବର୍ଣ୍ଣପୁର : ଆଜି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ସୋନପୁର ଡି କଲୋନୀ ଝୁପୁଡିପଡା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଶ୍ୱରଂଜନ ପତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସହରାଞ୍ଚଳର ଅଧିବାସୀଙ୍କୁ ଓପିଡି ସେବା ସହ!-->…
Read More...
Read More...
ତାଳବଣିଆ ଥାନା ଅଞ୍ଚଳରୁ ୮୦ଗ୍ରାମ ବ୍ରାଉନସୁଗାର ଜବତ, ଦମ୍ପତି ଗିରଫ
ପୁରୀ : ତାଳବଣିଆ ଥାନା ଅନ୍ତର୍ଗତ ପିକେଆରଆଇଟି ଚିଲଡ୍ରେନ ପାର୍କ ନିକଟରୁ ୨ଜଣ ବ୍ରାଉନ ସୁଗାର ବେପରିଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ୮୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୮ଲକ୍ଷ ଟଙ୍କା ହେବ । ତତ ସହିତ ୨ଟି ମୋବାଇଲ ଫୋନ ଓ ୧୦୦୦ଟଙ୍କା!-->…
Read More...
Read More...
ମନରେଗା ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର
ଦଶପଲ୍ଲା : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତୀ ଆବାସ ଯୋଜନା (ଗ୍ରାମୀଣ) ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର!-->…
Read More...
Read More...
ଏନୱାଇକେ ପକ୍ଷରୁ ଇନ୍ଦୋର ଫେରନ୍ତା ଆଦିବାସୀ ଯୁବକଯୁବତୀଙ୍କୁ ସମ୍ବର୍ଦ୍ଧନା
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋରରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାର ଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳର କୋଡିଏ ଜଣ ଯୁବକ ଯୁବତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ!-->…
Read More...
Read More...
କାୟାକଳ୍ପ ପୁରସ୍କାର :ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାଜ୍ୟରେ ପ୍ରଥମ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ସ୍ୱାସ୍ଥ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଉନ୍ନତ କାର୍ଯ୍ୟ ପାଇଁ ରାଜ୍ୟରେ ଶ୍ରେଷ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ବର୍ଷ ୨୦୨୨-୨୩ ପାଇଁ କାୟାକଳ୍ପ ପୁରସ୍କାର ପାଇବା ସହ ଅର୍ଥରାଶି ୧୫ ଲକ୍ଷ!-->…
Read More...
Read More...
ଚୈତ୍ରମାସର ତୃତୀୟ ମଙ୍ଗଳବାରରେ ବିଭିନ୍ନ ଶକ୍ତିପୀଠରେ ଭକ୍ତଙ୍କ ସମାଗମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୁରପଲ୍ଲୀରେ ଚୈତ୍ରମାସର ତୃତୀୟ ମଙ୍ଗଳବାର ହୋଇଥିବାରୁ ବିଭିନ୍ନ ଶକ୍ତି ପୀଠରେ ପୂଜାର୍ଚ୍ଚନା କରାଯାଇ ଥିବାର ଦେଖିବାକୁ ମିଳିଛି । ସେହିପରି ସହରର ବିଭିନ୍ନ ଶକ୍ତିପୀଠରେ ମଧ୍ୟ ମାଆଙ୍କର ପୂଜାର୍ଚ୍ଚନା କରାଯାଇଥିବାର ଦେଖିବାକୁ ମିଳିଛି । ନୀଳମଣି!-->…
Read More...
Read More...
ଫୁଲବାଣୀ ରୋଟାରୀ କ୍ଳବ ଆନୁକୂଲ୍ୟରେ ଡ଼ିଜିଙ୍କ ପରିଦର୍ଶନ କାର୍ଯ୍ୟକ୍ରମ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କେପିଏସ ହୋଟେଲ ଠାରେ ରୋଟାରୀ କ୍ଳବ ଆନୁକୂଲ୍ୟରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର (ଡ଼ିଜି)ଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି!-->…
Read More...
Read More...
ସାଇକେଲ ଚୋର ଗିରଫ,୧୫ ସାଇକେଲ ଜବତ
ସୁବର୍ଣ୍ଣପୁର: ସୋନପୁର ପୋଲିସ ଏକ ସାଇକେଲ ଚୋରକୁ ଗିରଫକରି ତାପାଖରୁ ବିଭିନ୍ନ ସମୟରେ ଚୋରି ହେଇଥିବା ୧୫ଟି ସାଇକେଲକୁ ଜବତ କରିଛି । ଏ ସଂପର୍କରେ ସୋନପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏସପି ଅମରେଶ ପଣ୍ଡା ଏହା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ!-->…
Read More...
Read More...
ଗୋଷାଣି ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ବୈଠକ
ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷାଣି ବ୍ଲକ ଅଧ୍ୟକ୍ଷ!-->…
Read More...
Read More...