Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୁନ ୨୦ରେ ରଥଯାତ୍ରା, ଆରମ୍ଭ ହେଲା ପ୍ରଥମ ପ୍ରସ୍ତୁତି ବୈଠକ
ପୁରୀ : ଆସନ୍ତା ଜୁନ ୨୦ ତାରିଖରେ ଅନୁଷ୍ଠିତ ହେବ ଚଳିତ ୨୦୨୩ ବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସେ ନେଇ ଆରମ୍ଭ ହେଲା ପ୍ରଥମ ରଥଯାତ୍ରାର ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ । ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା,ବାହୁଡା,ସୁନାବେଶ!-->…
Read More...
Read More...
ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟିତ
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଗଡିଆଠାରେ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି । ଏହି ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନେଲୀ ନରୱାଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏନେଇ ଆୟୋଜିତ!-->…
Read More...
Read More...
ବନବିଭାଗର ପେଟ୍ରୋଲିଂ ଗାଡିକୁ ଗୁଳିମାଡ, ୨ ଫରେଷ୍ଟ ଗାର୍ଡ ଆହତ
ବୌଦ୍ଧ : ଗତ କାଲି ବିଳମ୍ବିତ ରାତ୍ରିରେ ବନବିଭାଗର କର୍ମଚାରୀମାନେ ପେଟ୍ରାଲିଂ କରୁଥିବା ବେଳେ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ପଂଚାୟତର ଖଲିଆପାଲି ଛକଠାରେ ହଠାତ ଦୁର୍ବୃତ୍ତମାନେ ଗୁଳି ଚାଳନା କରିଥିଲେ । ଫଳରେ ଦୁଇ ଫରେଷ୍ଟ୍ ଗାର୍ଡ ଗୁଳିମାଡରେ ଆହତ ହୋଇଥିଲେ । ଦୁଇ ଆହତଙ୍କୁ ବୌଦ୍ଧ!-->…
Read More...
Read More...
୭ ହଜାର ଟଙ୍କା ଲାଞ୍ଚ ମାମଲାରେ ଅଭିଯୁକ୍ତକୁ ୪ବର୍ଷ ଜେଲ୍
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଭିଜିଲାନ୍ସ ଜଜ ଏକ ଲାଞ୍ଚ ମାମଲାର ବିଚାରଣ କରି ଫୁଲବାଣୀ ଉଦ୍ୟାନ ବିଭାଗ କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀଙ୍କୁ ଚାରି ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କରିବାସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକା ୬ ମାସ!-->…
Read More...
Read More...
ଇକୋ କ୍ଲବ ପରିବେଶ ପ୍ରଦର୍ଶନୀରେ ସେଣ୍ଟ୍ ଜାଭିୟର୍ସ ସ୍କୁଲ ବୌଦ୍ଧ ପ୍ରଥମ
ବୌଦ୍ଧ,୨୮/୩:- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଇକୋକ୍ଲବ ତରଫରୁ ଏକ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ପରିବେଶ ଶିକ୍ଷାକେନ୍ଦ୍ର ସହଯୋଗରେ ଏହି!-->…
Read More...
Read More...
ମା ବ୍ରାହ୍ମଣୀ ଦେବୀଙ୍କ ଚୈତ୍ରମାସର ତୃତୀୟ ମଙ୍ଗଳବାର ଲୋକଙ୍କ ପ୍ରବଳ ଭିଡ
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ମା ବ୍ରାହ୍ମଣୀ ଦେବୀ ମନ୍ଦିରର ଚଳିତ ଚୈତ୍ର ମାସର ଆଜି ହେଉଛି ତୃତୀୟ ମଙ୍ଗଳବାର । ମାଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସକାଳୁ ଫୁଲବାଣୀ ଅମଲାପଡ଼ା!-->…
Read More...
Read More...
ପୁରୀ ରେଳ ଷ୍ଟେସନରେ ଲାଇନଚ୍ୟୁତ ହେଲା ଟ୍ରେନ
ପୁରୀ : ପୁଣି ଲାଇନଚ୍ୟୁତ ହେଲା ଟ୍ରେନ୍ । ପୁରୀ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଆଜି ଅପରାହ୍ନରେ ପୁରୀ-ଗୁଣପୁର ପସେଞ୍ଜର ଟ୍ରେନ ସଟିଙ୍ଗ କରିବା ପାଇଁ ପଛକୁ ଫେରୁଥବା ବେଳେ ଟ୍ରେନର ପଛ ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ତେବେ ବଗିରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ!-->…
Read More...
Read More...
୩୪ତମ ବାର୍ଷିକ ୧୩ ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ,୧୫ ଦିନ ନିମନ୍ତେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ…
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମାର୍ଚ୍ଚ ୩୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ!-->…
Read More...
Read More...
ବିଶ୍ୱ ନାଟ୍ୟ ଦିବସରେ ନାଟୁଆ ମେଳା ଆୟୋଜିତ, ରଘୁନାଥ ପରିଛା ପ୍ରଥମ ଓଡ଼ିଆ ନାଟ୍ୟକାର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ୱ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି । ପ୍ରଗତିଶୀଳ ନାଟ୍ୟ ସଂସ୍ଥା "ତରଙ୍ଗ ରଙ୍ଗ' ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଞ୍ଚ କଳାକାରମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
Read More...
Read More...
୩୦ ବୋତଲ କଫ ସିରପ ଜବତ, ୨ ଗିରଫ
ପାଟଣାଗଡ଼ : ଲରମ୍ଭା ପୁଲିସ ୩୦ ବୋତଲ କଫ୍ ସିରପ, ୩ ଟ୍ରିପ ନିଶା ବଟିକା ସହ ନଗଦ ୬୪୦୦ଟଙ୍କା ଜବତ୍ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତମିଆଁ ପଞ୍ଚାୟତ ଅଏଁଲାତୁଙ୍ଗା ଗ୍ରାମର ସଞ୍ଜବ ପଣ୍ଡା (୩୦) ଓ ଦେଉଲଗାଁ ପଞ୍ଚାୟତ ଘୁମେର!-->…
Read More...
Read More...