Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଇନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗୃହିତ
ସମ୍ବଲପୁର : ଗ୍ରୀଷ୍ମପ୍ରବାହର ଆଗମନରେ ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତାଭାବ ପରିଲକ୍ଷିତ ହେଉଛି । ସମ୍ବଲପୁର ଜିଲ୍ଲାର ଭିମସାର୍ ଓ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରେ ମଧ୍ୟ ଏହି ସଂକଟରୁ ବାଦ୍ ପଡି ନାହିଁ । ରକ୍ତାଭାବ ଯୋଗୁଁ ରୋଗୀ ଓ ପ୍ରିୟଜନମାନେ ଘୋର!-->…
Read More...
Read More...
ରାହଗିରି ମାଧ୍ୟମରେ ଏଥର ସୁବର୍ଣ୍ଣପୁରରେ ପାଳିତ ହେବ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ
ସୁବର୍ଣ୍ଣପୁର : ଓଡ଼ିଶା ଦିବସ ପାଳନ ସହିତ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠାର ୩୦ତମ ବର୍ଷ ପାଳନ ଉତ୍ସବ ମହାସମାରୋହରେ ୧ ଏପ୍ରିଲ ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ!-->…
Read More...
Read More...
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ପୁରୀ: ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୨୯ ଗୋଟି ଅଭିଯୋଗ ମିଳିଥିଲା । ସେଥିରୁ ୨୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବା!-->…
Read More...
Read More...
ନିମ୍ନ ମାନର ଖାଦ୍ୟ ଅଭିଯୋଗରେ ହଷ୍ଟେଲ ଛାଡ଼ିଲେ ୫୦ରୁ ଉର୍ଦ୍ଧ୍ୱ ଅନ୍ତେବାସୀ
ବାଲିଗୁଡ଼ା: ନିମ୍ନ ମାନର ଖାଦ୍ୟ ପରିବେଷଣ ଅଭିଯୋଗରେ ହଷ୍ଟେଲ ଛାଡ଼ିଲେ ୫୦ରୁ ଉର୍ଦ୍ଧ୍ୱ ଅନ୍ତେବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ସୂଚନା ପ୍ରକାରେ ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ!-->…
Read More...
Read More...
୧୭୦ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ
ନବରଙ୍ଗପୁର : ଓଡିଶା ସରକାରଙ୍କ ବରିଷ୍ଟ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯୋଗ୍ୟ ବରିଷ୍ଠ ନାଗରିକ ମାନଙ୍କ ତୀର୍ଥଯାତ୍ରା କରିବାପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି । ଆଜି ଜିଲ୍ଲା ପ୍ରଶାସନ ତରଫରୁ ୪ ଗୋଟି ସ୍ୱତନ୍ତ୍ର ବସ ଯୋଗେ ଜିଲ୍ଲାର ଦଶ ଗୋଟି ବ୍ଲକ୍, ଦୁଇ!-->…
Read More...
Read More...
ରାହୁଲଙ୍କ ସାଂସଦ ପଦ ରଦ୍ଦ ପ୍ରତିବାଦରେ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ
ବୌଦ୍ଧ : ବର୍ତ୍ତମାନ କେନ୍ଦ୍ର ଶାସନରେ ରହିଥିବା ବିଜେପି ସରକାର ଆଦାନୀ ସ୍କାମରେ ଜଡିତ ରହିଥିବା ଘଟଣା " ହିଡ଼ନ ବର୍ଗ" ତଥ୍ୟରୁ ଜଣାପଡିବା ପରଠାରୁ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରି ଚାଲିଛନ୍ତି, ଯାହାଫଳରେ ନରେନ୍ଦ୍ର ମୋଦୀ ଅହଂକାରି!-->…
Read More...
Read More...
ସଂକୁଲୋଇ ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ ଓ କୃଷି ଋଣ ମେଳା ଆୟୋଜନ ହେବା ସହ ନୂତନ ସମବାୟ ସମିତି ଗୃହ ନିର୍ମାଣ ହେବାକୁ ଥିବା ସ୍ଥାନରେ ଭୂମି ପୂଜା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ -କନ୍ଧମାଳ ସମବାୟ ସମିତିର!-->…
Read More...
Read More...
ବିଜୟ ନାୟକଙ୍କୁ ପୁନର୍ବାର ମିଳିଲା କନ୍ଧମାଳର ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ୱ
ଫୁଲବାଣୀ:- ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପୁନର୍ବାର ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ପ୍ରଦାନ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ କନ୍ଧମାଳ ଜିଲ୍ଲା ପ୍ରତି ଥିବା ତାଙ୍କର!-->…
Read More...
Read More...
ରଙ୍ଗମିସ୍ତ୍ରୀକୁ ହାଣିଲେ ଦୁର୍ବୃତ୍ତ
ପୁରୀ : ପୁରୀ ବଡ଼ଦାଣ୍ଡ ପୁଣି ହୋଇଛି ରକ୍ତରଞ୍ଜିତ । ଗତକାଲି ରାତିରେ ଗଜପତି ନଗର ସମ୍ମୁଖରେ ଜଣେ ରଙ୍ଗମିସ୍ତ୍ରୀଙ୍କୁ ୭ ଜଣ ଦୁର୍ବୃତ୍ତ ହାଣିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ରଙ୍ଗମିସ୍ତ୍ରୀ ହେଉଛନ୍ତି ମାଟିଆପଡ଼ା ଅଞ୍ଚଳ କୁମୁଟି ସାହିର ପୂର୍ଣ୍ଣଚନ୍ଦ୍ର ଦାସ । ପୂର୍ବ ବିବାଦକୁ!-->…
Read More...
Read More...
ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ
ପାରଳାଖେମଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ!-->…
Read More...
Read More...