Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଡ଼କ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ତିନି ଗୁରୁତର
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ୩୫୩ ନଂ ଜାତୀୟ ରାଜପଥ ଚକାଡଙ୍ଗରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣା ଦୁଇ ଗୋଟି ବାଇକ ମଧ୍ୟରେ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ସୂଚନା ମତେ ଖଡ଼ିଆଳ ବ୍ଲକ ଛତା ଗ୍ରାମର ସଚିନ ମାଝୀ ଓ ତାଙ୍କ!-->…
Read More...
Read More...
ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ
ନୂଆପଡା : ନୂଆପଡା ଜିଲ୍ଲା ଏକ୍ସକେଡର ଶିକ୍ଷକ ସଂଘର କାର୍ଯ୍ୟକାରୀଣୀ ବୈଠକ ସଭାପତି ଅରୁଣ ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଏକ୍ସକ୍ୟାଡର ଉଚ୍ଛେଦ ସହ ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକକୁ ନିୟମିତ କରିବା ସହିତ ଏନପିଏସ ମେଚିଙ୍ଗ ଗ୍ରାଣ୍ଡ ପ୍ରଦାନ ଦାବୀରେ ସଂଘ!-->…
Read More...
Read More...
ଉପାନ୍ତ ଅଞ୍ଚଳରେ ନୂତନ ସାପ୍ତାହିକ ବଜାର ଉଦଘାଟିତ
ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘାଟମାଳ ଗ୍ରାମ ପଞ୍ଚାୟତର ତାଲାକୋଟ ଗ୍ରାମର ଚାରିଛକ ଠାରେ ଏକ ସାପ୍ତାହିକ ହାଟର ଶୁଭାରମ୍ଭ କରାଯାଇଛି । ଆଜି ଏନେଇ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏହି ଗ୍ରାମକୁ ଲାଗି ଅନେକ ଗ୍ରାମ ରହିଥିବାରୁ ଚାଷୀ, ବେପାରୀ ଓ ଜନସାଧାରଣଙ୍କ ପାଇଁ ଏହି!-->…
Read More...
Read More...
ପୁରୀ ବେଳାଭୂମିରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ
ପୁରୀ : ଅଲିଭ ରିଡଲେ କଇଁଛଙ୍କ ପେଣ୍ଠକଟା ବସ୍ତି ମୁହାଁ, ଗଙ୍ଗାଦେବୀ ବରଫ ବସ୍ତି ନିକଟ ବେଳାଭୂମି ଠାରେ ଦେଲେ ଅଣ୍ଡା । ଆଜି ସକାଳେ ସମୟରେ ସ୍ଥାନୀୟ ଲୋକ ସମୁଦ୍ରକୁ ଡ଼ଙ୍ଗା ନେଇ ଯିବା ସମୟରେ ଦେଖିଥିଲେ । ପରେ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ବନ ବିଭାଗର କର୍ମଚାରୀ ଘଟଣା!-->…
Read More...
Read More...
ଦେଶୀ ବନ୍ଧୁକ ସହ ଜଣେ ଗିରଫ
ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ରେଞ୍ଜ କରଡା ସେକ୍ସନ ମଙ୍ଗଳପୁର ଜଙ୍ଗଲରେ ବାରହା ଶିକାର କରୁଥିବା ବେଳେ କୌଣସି ସୁତ୍ରରୁ ଖବରପାଇ ରାଇକିଆ ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ କରଡା ବନବିଭାଗର ଏକ ଟିମ୍ ଗଠନ କରି ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ମଙ୍ଗଳପୁର ଜଙ୍ଗଲରେ ଚଢାଉ!-->…
Read More...
Read More...
ପୁରୀ ବଡଦାଣ୍ଡରେ ପୁଣି ଅଗ୍ନିକାଣ୍ଡ
ପୁରୀ : ପୁରୀ ବଡ ଦାଣ୍ଡରେ ପୁଣି ଅଗ୍ନିକାଣ୍ଡ । ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ଆୟତ୍ତ ହେବାର କିଛି ଘଣ୍ଟା ନ ପୁରୁଣୁ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ନିକଟରେ ଥିବା ଆଉ ଏକ ମାର୍କେଟ କଂପ୍ଲେକ୍ସ ନିଳାଦ୍ରୀ ମାର୍କେଟ କଂପ୍ଲେକ୍ସରେ ସର୍ଟ ସର୍କଟ ଯୋଗୁ ଅଗ୍ନିକାଣ୍ଡ!-->…
Read More...
Read More...
ଅସହାୟ ମହିଳାଙ୍କୁ ସିଲେଇ ଉପକରଣ ସହ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଜିଲ୍ଲାପାଳ
ବୌଦ୍ଧ : ବୌଦ୍ଧ ସହରସ୍ଥିତ ଗାଈଗୋଠ ପଡ଼ିଆ ମାଳିସାହି ଗ୍ରାମର ଅସହାୟ ଅନିତା ଠେଲାଙ୍କୁ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେଇଛନ୍ତି । ଜନଶିକ୍ଷା ସଂସ୍ଥାନ ଦ୍ୱାରା ସିଲେଇ ତାଲିମପ୍ରାପ୍ତ ହୋଇଥିବାରୁ ତାଙ୍କୁ ସିଲେଇ ଉପକରଣ!-->…
Read More...
Read More...
ପୁରୁଷକୈନ୍ଦ୍ରିକ କାମର ଭ୍ରମ ଦୂର ହେଲା ଖଣି କ୍ଷେତ୍ରରେ ନିଯୁକ୍ତି ପାଇଁ ଦୃଢ଼ ଦାବୀଦାର ହେଲେଣି ମହିଳା
ଭୁବନେଶ୍ୱର: ‘ଆମେ କେବେ ମୋଟର ସାଇକେଲ ଚଢ଼ି ନାହୁଁ ହେଲେ ଏବେ ଓଜନିଆ ମେସିନ୍ ଚଲାଉଛୁ’ ବୋଲି କହନ୍ତି ଶାନ୍ତି ଲାକ୍ରା, ଏହା ଜଣାଉଛି ଯେ, ପୁରୁଷ ପ୍ରଧାନ୍ୟ ବିସ୍ତାର କରିଆସିଥିବା ଖଣି- ଖାଦାନ ଭଳି କ୍ଷେତ୍ରରେ ମହିଳାମାନେ ମଧ୍ୟ କିଭଳି ନିଜ କାର୍ଯ୍ୟକ୍ଷେତ୍ରରେ ଶକ୍ତି ଓ ଏକାଗ୍ରତା!-->…
Read More...
Read More...
ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ, ସୁନ୍ଦରଗଡ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି
ରାଉରକେଲା : ଶୁକ୍ରବାର ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ ସମେତ!-->…
Read More...
Read More...
ଶାନ୍ତିଶୃଙ୍ଖଳା ସହିତ ମାଟ୍ରିକ ପରୀକ୍ଷା ଆରମ୍ଭ,କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ଜହ୍ନାପଙ୍କ : ଆଜିଠାରୁ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇଛି । ତେବେ କପି ରୋକିବା ପାଇଁ ସ୍କ୍ୱାର୍ଡ ଗଠନ କରାଯାଇଛି । ଆଜି ପ୍ରଥମ ଭାଷା ସାହିତ୍ୟ ବିଷୟ ଥିଲା । ପରୀକ୍ଷା ଭଲ ହୋଇଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା!-->…
Read More...
Read More...