Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଘ ଆତଙ୍କରେ ଥରହର ସୁନାବେଡା: ମାତିଛି ବାଘୁଣୀ, ଆକ୍ରାମକ ହେଉଛି ବାଘ
ନୂଆପଡା:ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅଞ୍ଚଳବାସୀ ଏବେ ବାଘ ଆତଙ୍କରେ ଥରହର ହେଉଛନ୍ତି । ଅଭୟାରଣ୍ୟର ଭିନ୍ନଭିନ୍ନ ଅଞ୍ଚଳରେ ଗୋଟିଏ ବାଘ ଏବଂ ଏକ ବାଘୁଣୀ କ୍ରମାଗତ ଭାବେ ଜନବସତି ଉପରେ ଆକ୍ରମଣ କରୁଛନ୍ତି । ଅଭୟାରଣ୍ୟ ସଂଲଗ୍ନ ଉତ୍ତର ପଟେ ନୂଆପଡା ବନାଞ୍ଚଳରେ ଏକ ବାଘୁଣୀ ନିଜ ଶାବକ!-->…
Read More...
Read More...
ଗୋ-ବନ୍ଧ୍ୟା ସମ୍ପର୍କିତ ଆଲୋଚନା ଚକ୍ର ଓ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର
ହରଭଙ୍ଗା:ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ହରଭଙ୍ଗା ବ୍ଲକ ଧଳପୁର ଗ୍ରାମରେ ଏକ ଗୋ-ବନ୍ଧ୍ୟା ସମ୍ପର୍କିତ ଆଲୋଚନା ଚକ୍ର ଓ ପ୍ରାଣୀଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା । ଏହି ଚିକିତ୍ସା ଶିବିରରେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ!-->…
Read More...
Read More...
ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା , ଦୁଇ ଚାଳକ ଗୁରୁତର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ନିକଟସ୍ଥ ମେଗା ୱାଟର ପ୍ରୋଜେକ୍ଟ ପ୍ରକଳ୍ପ ସମ୍ମୁଖରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ ମୋଟରସାଇକେଲର ଆରୋହୀ ଗୁରୁତର ଆହତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ଓ ପୋଲିସ୍!-->…
Read More...
Read More...
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିବା ସହ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ହସ୍ତକ୍ଷେପ କରିବା ତଥା ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ!-->…
Read More...
Read More...
ଉଦ୍ଧାର ନବଜାତ ଶିଶୁପୁତ୍ରକୁ ଦମ୍ପତିଙ୍କଠାରୁ ନେଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ
ପାଟଣାଗଡ଼ : କେସିଙ୍ଗା ରେଲୱେ ଷ୍ଟେସନରୁ ଦମ୍ପତିଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁ ପୁତ୍ରକୁ ପୁଲିସର ସହାୟତା ନେଇ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେଇଛି । ଶିଶୁ ପୁତ୍ରକୁ ନେବା ପରେ ବଲାଙ୍ଗୀର ଭୀମ ଭୋଇ ଏସଏନସିୟୁରେ ଚିକିତ୍ସା ପରେ!-->…
Read More...
Read More...
ଇକୋ କ୍ଲବ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥିତ ନର୍ସରୀଠାରେ ଜିଲ୍ଲାର ୫୦ ଗୋଟି ଇକୋ କ୍ଲବ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ନୋଡାଲ ଅଫିସର ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ପ୍ରଥମେ ଅତିଥି ମାନଙ୍କୁ!-->…
Read More...
Read More...
ପ୍ରତିଶ୍ରୁତି ପୂରଣ କଲେ ବ୍ରହ୍ମପୁର ସାଂସଦ, ଛାତ୍ରୀଙ୍କ ଲାଗି ୩୦୦ ଟେବୁଲଚେୟାର ପ୍ରଦାନ କଲେ
ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଗତମାସ ଫେବୃୟାରୀ ୨୮ତାରିଖ ଦିନ ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳର ଛାତ୍ରଛାତ୍ରୀଙ୍କ ଲାଗି!-->…
Read More...
Read More...
ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ତିନି ଦଫା ଦାବିପତ୍ର ପ୍ରଦାନ
ନନ୍ଦାହାଣ୍ଡି : ଆଜି ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ସ୍ୱଚ୍ଛ ପାନୀୟ ଜଳ, କିଶୋରୀ ବାଳିକା ମାନଙ୍କର ପୁଷ୍ଟିଯୁକ୍ତ ଖାଦ୍ୟ, ଶିଶୁ କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତି ମା ମାନଙ୍କର ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ନିମନ୍ତେ ଏକ ତିନି!-->…
Read More...
Read More...
ତିଲେଶ୍ୱର ସମବାୟ ସମିତି ଲିଃ ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ସେବା ସମବାୟ ସମିତି ଲିଃରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ସ୍ଥାନୀୟ ବୁରୁବୁଡା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ!-->…
Read More...
Read More...
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ନବ ବର୍ଷ ପାଳିତ
ଫୁଲବାଣୀ :ଭାରତୀୟ ସଂସ୍କୃତି ପରମ୍ପରା ଆଧାରରେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ରାଷ୍ଟ୍ରୀୟ ନବ ବର୍ଷ ପଡିଥାଏ । ଏହି ଦିନ ବ୍ରହ୍ମାଙ୍କ କାଳ ଗଣନା ଆରମ୍ଭ, ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ପ୍ରଭୁ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ, ବିକ୍ରମ ସମ୍ବତ ଆରମ୍ଭ, ଯୁଗାବ୍ଦ ଆରମ୍ଭ, ଶକାବ୍ଦ ପ୍ରଚଳନ,!-->…
Read More...
Read More...