Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାର ଉନ୍ନୟନ ପାଇଁ ସରକାରଙ୍କଠାରେ ଚାପ ପ୍ରୟୋଗ ପାଇଁ ପବିତ୍ର ରାମ ନବମୀରେ ସଂକଳ୍ପ ନେଲା ସଚେତନ ନାଗରିକ ମଞ୍ଚ
ସୁବର୍ଣ୍ଣପୁର : ସଚେତନ ନାଗରିକ ମଞ୍ଚର ଏକ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ବାସଭବନରେ ଆଜି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପବିତ୍ର ରାମନବମୀ ଉପଲକ୍ଷେ ସଚେତନ ନାଗରିକ ମଞ୍ଚ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ତାଙ୍କର ସୁଖ,ଶାନ୍ତି ଓ ସମୃଦ୍ଧି କାମନା!-->…
Read More...
Read More...
ପୁରପଲ୍ଲୀରେ ରାମ ନବମୀ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଜାର ଛକ ନିକଟରେ ଥିବା ରାମନବମୀରେ ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତମାନେ ନଡ଼ିଆ, କଦଳୀ,ଧୂପ ଦୀପ ଧରି ପୂଜାର୍ଚ୍ଚନା କରିଥିଲେ । ସେହିଭଳି ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ରାମ ମନ୍ଦିରରେ ଓ!-->…
Read More...
Read More...
ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ, ୨ ଗିରଫ
ମନମୁଣ୍ଡା : ମନମୁଣ୍ଡା ପୋଲିସର ବଡ଼ସଫଳତା । ୧୫ କୁଇଣ୍ଟାଲ ୫୦ କେଜି ଗଂଜେଇ ସହ ଦେଶୀ ବନ୍ଧୁକ ଜବତ ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ମତେ ଶଗଡ଼ା ପାଣ୍ଡୀ ଅନ୍ତର୍ଗତ ସେସକାପଡା ଜଙ୍ଗଲ ନିକଟରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବୌଦ୍ଧ ଏସ ପି. ରାଜ ପ୍ରସାଦ କୌଣସି!-->…
Read More...
Read More...
କ୍ୟାମେରାରେ କଏଦ ହେଲା ମଣିଷ ଖିଆ କଲରାପତରିଆ ବାଘ
ନୂଆପଡ଼ା : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଳମଡ଼ାଇ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଗତ ୧୯ ତାରିଖ ଦିନ ଏକ କଲରାପତରିଆ ବାଘା ମାରି ଖାଇଥିବା ଜଣାପଡିଥିଲା । ସୁନାବେଡା ଅଭୟାରଣ୍ୟରେ ମଣିଷ ଖିଆ ସେହି କଲରାପତରିଆ ବାଘ କ୍ୟାମେରାରେ କଏଦ ହୋଇଥିବା!-->…
Read More...
Read More...
ରାମ ନବମୀରେ ରଥ କାଠ ଚିରଟର ଶୁଭାରମ୍ଭ
ପୁରୀ : ପବିତ୍ର ଶ୍ରୀରାମ ନବମୀରେ ଖପୁରିଆ କରତ କଳରେ ରଥ କାଠ ଚିରଟ ଶୁଭାରମ୍ଭ ହୋଇଛି । ଜୁନ ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଶ୍ରୀରାମ ନବମୀ ଅବସରରେ ପରମ୍ପରା କ୍ରମେ ରଥ କାଠ ଚିରଟ ଅନୁକୂଳ ହୋଇଛି । ଏପ୍ରିଲ ୨୩ ତାରିଖରେ ମହାପ୍ରଭୁ ଚନ୍ଦନ ଯାତ୍ରା ଶୁଭାରମ୍ଭ!-->…
Read More...
Read More...
ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାମ ନବମୀ ପାଳିତ
ଫୁଲବାଣୀ :ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧଠାରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ ରାମ ଭଜନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା । ରାମଙ୍କ ତୈଳଚିତ୍ରରେ ପୁଷ୍ପମାଳ ପୂର୍ବକ ପୂଜା ଅର୍ଚ୍ଚନା କରାଯିବା ପରେ ଆୟୋଜିତ ସଭାରେ ଭାରତୀୟ ସଂସ୍କୃତି ପରମ୍ପରା!-->…
Read More...
Read More...
ଗୋଡାଳ ନନୀ ମା’ଙ୍କ ଚୈତ୍ର ପର୍ବ, ରକ୍ତ ରଞ୍ଜିତ ହେଲା ଦେବୀ ପୀଠ
ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଳ ଅଞ୍ଚଳର ଐତିହ୍ୟ ଓ ସଂସ୍କୃତିର ମିଳନର ପର୍ବ ଚୈତ୍ର ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପର୍ବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଜନସାଧାରଣ ତଥା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଗୋଡାଳରେ କେଉଁ କାଳରୁ ଏହି ପର୍ବ ପାଳିତ ହେଉଛି ।!-->…
Read More...
Read More...
ଶ୍ରୀମନ୍ଦିରରେ ରାମ ନବମୀ ନୀତି
ପୁରୀ : ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି । ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ରାମ ନବମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ :ପବିତ୍ର ରାମ ନବମୀକୁ ନେଇ ସାରା ଦେଶ ଉତ୍ସାବ ମୁଖର । ଏହାକୁ ପାଳନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାମ ମନ୍ଦିର ଗୁଡିକରେ ମଧ୍ୟ ରାମ ନବମୀ ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ସରିଛି । ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ପବିତ୍ର!-->…
Read More...
Read More...
ଶିଶୁ ପାଇଁ ଦିନଟିଏ, ଜିଲ୍ଲା ସ୍ତରୀୟ ମିଶନ ବାତ୍ସଲ୍ୟ ଓ ବାଲ୍ୟବିବାହ ପ୍ରତିରୋଧ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଶନ ବାତ୍ସଲ୍ୟ ସଚେତନତା ସଭା ତଥା ଜିଲ୍ଲା ବାଲ୍ୟ ବିବାହ ନିଷେଧ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱାଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...