Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖରିଆର ରୋଡରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ
ନୂଆପଡା : ନୂଆପଡା ଜିଲ୍ଲାର ଖରିଆର ରୋଡଠାରେ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି ହିନ୍ଦୁ ନବ ବର୍ଷ ଅବସରରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ପ୍ରବକ୍ତା ସମ୍ବିତ ପାତ୍ର ନୂଆପଡା ଜିଲ୍ଲା ଆସି ଗୁରୁକୁଳ ଆଶ୍ରମ ଆମସେନାରେ ଯୋଗ ଦେଇ ନବ ବର୍ଷ ପାଳନ ଉତ୍ସବରେ ଯୋଗ ଦେଇଥିଲେ ।!-->…
Read More...
Read More...
ରେଇନବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ କଲେ ଅଂଶ ଗ୍ରହଣ
ପାରଳାଖେମୁଣ୍ଡି : ଭୁବନେଶ୍ୱରରେ ଚାଲିଥିବା ରେଇନବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ଼ର ୨୬ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ମୋହନା ବ୍ଳକର ଶିକୁଳିପଦର ସ୍କୁଲ, ସେଞ୍ଚୁରିୟାନ କଲେଜର ଜଣେ, ଆର ଉଦୟଗିରି ବ୍ଳକର ଡେନ୍ ଭାଲିଆ ସାହି!-->…
Read More...
Read More...
ମୋହନାରେ ପୁଣି ଜନନୀ ଯନ୍ତ୍ରଣା
ପାରଳାଖେମୁଣ୍ଡି: ରାସ୍ତା ସମସ୍ୟା ପାଇଁ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ପହଞ୍ଚିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ କର୍ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ ।ଗାଁର ମୁନା ଶବରଙ୍କ ସ୍ତ୍ରୀ ସୁନିତା!-->…
Read More...
Read More...
ଦୀର୍ଘ ବର୍ଷ ବ୍ୟବଧାନ ପରେ ଖୋଲିଲା ମଧୁସୂଦନ ପାର୍କ
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସହର ମଧ୍ୟରେ ଅବସ୍ଥିତ ମଧୁସୂଦନ ପାର୍କ (ଶିଶୁ ଉଦ୍ୟାନ) ଦୀର୍ଘ ବର୍ଷ ବ୍ୟବଧାନ ପରେ ଆଜି ଖୋଲିଲା । କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅନୁରୋଧ କ୍ରମେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଏହି ପାର୍କ ଖୋଲିବା ପାଇଁ ଦୃଢ!-->…
Read More...
Read More...
ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍ ଶିବିର ଉଦଯାପିତ
ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସର୍ବ ପୁରାତନ ଏଜେଓ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆପତ୍ତକାଳୀନ ବିଭାଗର ଡେପୁଟି କଲେକ୍ଟର ତଥା ଭାରତୀୟ ରେଡକ୍ରସ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସଚେତନତା ବାର୍ତ୍ତା
ପୁରୀ : ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ଟିବି ତଥା ଯକ୍ଷ୍ମା ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୪ ରେ ପାଳନ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବାଲୁକା ଚିତ୍ର!-->…
Read More...
Read More...
ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ
ପୁରୀ :ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ୱାଶିଂ ଲାଇନର ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଘଟିଛି ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ୱାଶିଂ ଲାଇନର ୨୪, ୨୫ ନମ୍ବରରେ ଥିବା ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଘଟିଛି ଅଗ୍ନିକାଣ୍ଡ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ରେଳ କର୍ମଚାରୀ ମାନେ!-->…
Read More...
Read More...
ଦଶପଲ୍ଲା ପିଙ୍କି ଛକରୁ ଉଦ୍ଧାର ହେଲା ହରିଣ
ଦଶପଲ୍ଲା : - ଦଶପଲ୍ଲା ଏନଏସି ଅନ୍ତର୍ଗତ ୫ନମ୍ବର ୱାର୍ଡର ପିଙ୍କି ଛକ ନିକଟରୁ ଗୁରୁବାର ଦିନ ସନ୍ଧ୍ୟା ୮ ଟା ସମୟରେ ଏକ ହରିଣ ଛୁଆ ଉଦ୍ଧାର ହୋଇଛି । ହରଣଟି ଜଙ୍ଗଲରୁ ସହର ଅଭିମୁଖେ ମାଡି ଆସୁଥିଲା ବେଳେ କୁକୁର ପଲ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ବନବିଭାଗକୁ ଖବର ଦେବା ପରେ!-->…
Read More...
Read More...
ମହାନଦୀରେ ବୁଡି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
ବୌଦ୍ଧ: ବୌଦ୍ଧ ମହାନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବୌଦ୍ଧ ସହରର ଚନ୍ଦ୍ରଚୁଡ ମନ୍ଦିର ଘାଟରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ସେ ବୁଡି ଯାଇଥିଲେ । ଅଗ୍ନିଶମ ବାହିନୀ ଏହି ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଥିଲା । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଆଦର୍ଶ ଥାନା!-->…
Read More...
Read More...
ମାଷ୍ଟର ଟ୍ରେନର ତାଲିମ ନେଲେ କନ୍ଧମାଳର ତିନି ଛାତ୍ରୀ
ଶଙ୍କରାଖୋଲ : ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ଏକାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ବିଷୟରେ ତାଲିମ ଦେବା ନିମିତ ମାଷ୍ଟର ଟ୍ରେନର ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଭୁବନେଶ୍ୱର!-->…
Read More...
Read More...