Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଦ୍ମଶ୍ରୀ ଡା. ପ୍ରଫୁଲ୍ଲ ଜେନାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ପୁରୀ: ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ଡା. ପ୍ରଫୁଲ୍ଲ କୁମାର ଜେନାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ ସ୍ୱର୍ଗଦ୍ୱାରଠାରେ କରାଯାଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ!-->…
Read More...
Read More...
ଶ୍ରୀମନ୍ଦିରରେ ଦୋଳ ଉତ୍ସବ ପାଳିତ
ପୁରୀ : ଶ୍ରୀକ୍ଷେତ୍ରରେ ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତଙ୍କ ସହ ଫଗୁ ଓ ଅବୀର ଖେଳିଛନ୍ତି । ଦୋଳପୁର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଶ୍ରୀକ୍ଷେତ୍ର । ଦୋଳବେଦୀରେ ଦୋଳଠାକୁର ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସମସ୍ତ ରୀତି, ନୀତି ସଂପନ୍ନ ହୋଇଛି । ସେପଟେ!-->…
Read More...
Read More...
ପୁରୀ ନିଆଁ : ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ
ପୁରୀ : ପୁରୀରେ ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ । ଦୀର୍ଘ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ ।ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ହେଲା ନିୟୋଜିତ । ଯଦିଓ କୌଣସି ଜୀବନ ହାନି ହୋଇନାହିଁ । କିନ୍ତୁ ଧୀରେ ଧୀରେ ବିପଦଶଙ୍କୁଳ ହେଉଛି ପୁରୀ ସମ୍ରାଟ!-->…
Read More...
Read More...
ଜିଲା ପ୍ରେସକ୍ଳବଠାରେ ବିଏମଏସର ଦୁଇଦିନିଆ ବୈଠକରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଫୁଲବାଣୀ :- ଭାରତୀୟ ମଜଦୂର ସଂଘରରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅବସରରେ ଅଲ ଓଡିଶା ଅଙ୍ଗନବାଡି ୱାର୍କର୍ସ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ସମ୍ପାଦକ ଅଞ୍ଜଳୀ ପଟେଲ ଓ ରାଜ୍ୟ ସାଧାରଣ ସମ୍ପାଦିକା ଝୁନୁପମା ଶତପଥି ଯୋଗଦେଇଥିଲେ । ଅଲ ଓଡିଶା ଅଙ୍ଗନବାଡି!-->…
Read More...
Read More...
ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଓ ହୋଲି ଉତ୍ସବ ପାଳନ
ପାରଳାଖେମୁଣ୍ଡି : ଗତକାଲି ଅପରାହ୍ନରେ ସ୍ଥାନୀୟ ୟୁ. ଟେକ୍. କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ଏବଂ ହୋଲି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନାରୀଙ୍କ ଉନ୍ନତି ଦେଶ ଜାତିର ଉନ୍ନତି ବୋଲି ବକ୍ତା ମାନେ କହିଥିଲେ । ଆଜିର ବିକାଶମୁଖୀ ଯୁଗରେ ମଧ୍ୟ ନାରୀ ସମ୍ପୁର୍ଣ୍ଣ!-->…
Read More...
Read More...
ଖଡ଼ିଆଳ ବିଧାୟକ କାର୍ଯ୍ୟାଳୟ ସମ୍ମୁଖରେ ରଙ୍ଗରପର୍ବ ହୋଲି ପାଳିତ
ନୂଆପଡା,୮/୩:- ନୂଆପଡା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା ଖଡ଼ିଆଳ ବିଧାୟକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଳିତହୋଇଛି ରଙ୍ଗର ପର୍ବ ହୋଲି । ଏହି ଅବସରରେ ବିଧାୟକ ଅଧୂରାଜ ମୋହନ ପାଣିଗ୍ରାହୀ ଉପସ୍ଥିତରହି ବିଭାଗୀୟ ଅଧିକାରୀ, ସଚେତନ ନାଗରିକ, କର୍ମଚାରୀ ମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ!-->…
Read More...
Read More...
ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ: ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ
ବାଲିଗୁଡା: ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମିଥିଲା!-->…
Read More...
Read More...
ହୋଲିର ସପ୍ତରଙ୍ଗରେ ରଙ୍ଗୀନ ନବରଙ୍ଗପୁର,ଜିଲ୍ଲାପାଳ ଓ ବିଧାୟକ ଦୀନ ଦୟାଲ ଆଶ୍ରମରେ ରଙ୍ଗ ଖେଳିଲେ
ନବରଙ୍ଗପୁର: ଆଜି ପବିତ୍ର ହୋଲି ଖେଳର ସପ୍ତରଙ୍ଗରେ ନବରଙ୍ଗପୁର ଜିଲ୍ଲାର ସବୁ ଅଞ୍ଚଳ ରଙ୍ଗାୟିତ ହୋଇଯାଇଛି । ଭକ୍ତି ପ୍ରେମ ଖୁସି ଓ ଶ୍ରଦ୍ଧାରେ ସମସ୍ତେ ଝୁମି ଉଠିଥିଲେ । ସହର ମଧ୍ୟଭାଗରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଶ୍ରୀରାଧା ମାଧବଙ୍କ ଦୋଳ ବିମାନ ନଗର ପରିକ୍ରମା କରିଥିବା ବେଳେ!-->…
Read More...
Read More...
ଓକିଲ ସଂଘ ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବି ସଂଘର ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ଦାଖଲ ଶେଷ ହୋଇଛି । ଅନ୍ତିମ ଦିବସ ସୁଦ୍ଧା ବିଭିନ୍ନ ପଦ ପଦବୀରେ ମୋଟ ୧୫ ଜଣ ନାମାଙ୍କନ ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ଦୁଇ ବରିଷ୍ଠ ଆଇନଜିବି ଯଥା ନରସିଂହ ନାଥ ତ୍ରିପାଠୀ ଓ ଶ୍ୟାମ ପ୍ରସାଦ!-->…
Read More...
Read More...
ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ଅଲୌକିକ ପାଦ ଚିହ୍ନ ଦର୍ଶନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା । ଦାରିଙ୍ଗବାଡି ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମରେ ଥିବା ମା' ଦକ୍ଷିଣ କାଳୀଙ୍କ ମନ୍ଦିରରେ ଗତକାଲି ସକାଳୁ ସକାଳୁ ମାଙ୍କର ଅଲୌକିକ ପାଦ ଚିହ୍ନ ଦେଖିବାକୁ ମିଳିଥିଲା । ଯାହାକି ମା'ଙ୍କ ଉତ୍ପତି ସ୍ଥଳରୁ!-->…
Read More...
Read More...