Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରହ୍ଲାଦ ସାହୁ ହେଲେ ଦଶପଲ୍ଲା ବାର ଆସୋସିଏଏନ୍ ସଭାପତି
ଦଶପଲ୍ଲା : ଓଡ଼ିଶା ଆଇନଜୀବୀ ପରିଷଦଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ଗୁଡିକରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବାର୍ ଆସୋସିଏସନର ମଧ୍ୟ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ସଭାପତି ପଦବି ପାଇଁ ୨ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ ।!-->…
Read More...
Read More...
ଗାନ୍ଧୀ ମାର୍ଗରେ ଧାରଣା ଦେଲେ କନ୍ଧମାଳ ଜିଲ୍ଲାରୁ ଶତାଧିକ ଆଉଟସୋର୍ସିଂ କର୍ମଚାରୀ
ଫୁଲବାଣୀ :- ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ୩୦ଗୋଟି ଜ଼ିଲ୍ଲାରୁ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ନିଜ ନିଜ ଜ଼ିଲ୍ଲାରୁ ବାହାରି ହାରାହାରି ୭୦୦୦୦ ରୁ ୭୫୦୦୦ ହାଜର ଆଉଟସୋର୍ସିଂ କର୍ମଚାରୀ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପହଂଚି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ!-->…
Read More...
Read More...
କାଳିଆ ପ୍ରେମରେ ବିଦେଶୀ, ଶ୍ରୀମନ୍ଦିର ପରିସରରେ ଦଣ୍ଡ ପ୍ରଣାମ କଲେ ରୁଷ ଭକ୍ତ
ପୁରୀ : କାଳିଆଠାକୁରଙ୍କ ମୋହରେ ଛନ୍ଦି ହେଉଛନ୍ତି ବିଦେଶୀ । ବିଦେଶରେ ମହମହ ହେଇ ମହକୁଛି ଭାରତୀୟ ସଂସ୍କୃତିର ବାସ୍ନା । ସାରା ବିଶ୍ୱରୁ ଭାରତୀୟ ସଂସ୍କୃତି ଓ ବିଶେଷକରି ଜଗନ୍ନାଥ ସଂସ୍କୃତିକୁ ଆଦର୍ଶ ମାନି ଧାଇଁ ଆସୁଛନ୍ତି ପର୍ଯ୍ୟଟକ ଓ ଭକ୍ତ । ଶ୍ରୀମନ୍ଦିର ଭିତରକୁ ଯିବାକୁ ବିଦେଶୀଙ୍କୁ!-->…
Read More...
Read More...
ପବିଙ୍ଗିଆଠାରେ ଗଞ୍ଜେଇ ଚାଷ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ
ଫୁଲବାଣୀ : କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରା ଚାଲାଣ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ!-->…
Read More...
Read More...
ମୋଦି ସରକାରଙ୍କ ବିରୋଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକଳାପ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟଭୀତ ହୋଇ!-->…
Read More...
Read More...
ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରତ୍ତୋଳନ ଓ ମୁଷ୍ଟି ଯୁଦ୍ଧ
ପାରଳାଖେମୁଣ୍ଡି: ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରତ୍ତୋଳନ ଓ ମୁଷ୍ଟିଯୁଦ୍ଧ ଗଞ୍ଜାମ ଜିଲ୍ଲାର କୁଇଜ ଅଫ ଦି ମିଶନ ସ୍କୁଲ ବ୍ରହ୍ମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଷ୍ଟି ଯୁଦ୍ଧ ଚଉଦ ବର୍ଷରୁ କମ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ୪୨. ୪୪ କିଲୋ ଗ୍ରାମ ଜଗନ ବେହେରା ପ୍ରଥମ!-->…
Read More...
Read More...
ବାଲିଗୁଡା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ: ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘ ର ୨୦୨୩-୨୪ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିକଟତମ ପ୍ରତିଦ୍ୱନ୍ଦୀ!-->…
Read More...
Read More...
ବିକାଶ ଡିଗ୍ରୀ ନର୍ସିଂ ମହାବିଦ୍ୟାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ
ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ନର୍ସିଂ ମହାବିଦ୍ୟାଳୟରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅନୁଷ୍ଠାନର ନିର୍ଦ୍ଦେଶକ ଡି . ରାମ କୁମାରଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଦେପୁର ଗ୍ରାମଠାରେ ଗୀତିନାଟିକା ମାଧ୍ୟମରେ ଯକ୍ଷ୍ମା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର!-->…
Read More...
Read More...
ହରଭଙ୍ଗା ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ
ହରଭଙ୍ଗା,୨୫/୩- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଏକ କିଡ଼ନୀ ପ୍ରପୀଡ଼ିତ, ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳ ହୋଇଥିବାବେଳେ ସରକାରଙ୍କ ବିଭିନ୍ନ ଯୋଜନା ଏହି ଅଞ୍ଚଳରେ ବାଟମାରଣା, ଅଧାପନ୍ତରା ହେବା ସହିତ ଦିନକୁ ଦିନ ଏହି ଅଞ୍ଚଳର ବିକାଶ ସୁପ୍ତ ହେବାକୁ ବସିଛି । ପାନୀୟଜଳ, ଗମନାଗମନ, ସରକାରଙ୍କ!-->…
Read More...
Read More...
ପରିତ୍ୟକ୍ତ କୂଅରୁ ବଳଦ ଉଦ୍ଧାର
ହରଭଙ୍ଗା : ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଆଜି ଶନିବାର ଏକ ବଳଦ ଉଦ୍ଧାର କରାଯାଇଛି । ଘଟଣା ଅନୁଯାଇ ଆଜି ପ୍ରାୟ ସକାଳ ୯ଘଣ୍ଟା ସମୟରେ ରାମଗଡ ଗ୍ରାମର ଶୁକ୍ରୁ ଜଗଦଲାଙ୍କ ଏକ ବଳଦ କୋଇଲି ସୂତା ଗ୍ରାମର ଏକ ପରିତ୍ୟକ୍ତ କୂଅରେ କୌଣସି!-->…
Read More...
Read More...