Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
କଟକ ୨୭।୦୩ : ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍ ହାଇକୋର୍ଟ । ରାଜ୍ୟର ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍ ହାଇକୋର୍ଟ ସ୍ଥାପନ ନେଇ ଘୋଷଣା ହୋଇଛି । ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଘୋଷଣା କରିଛନ୍ତି । ରାଜ୍ୟରେ ୧୦ ଜିଲ୍ଲାରେ ହେବାକୁ ଥିବା ଭର୍ଚୁଆଲ୍ ହାଇକୋର୍ଟ ଗୁଡିକ ଯଥାକ୍ରମେ- ଅନୁଗୁଳ,!-->…
Read More...
Read More...
ଦଣ୍ଡ ରଖିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷରୁ ୮ ଆହତ
ଜହ୍ନ ।ପଙ୍କ,୨୬/୩:- ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଚଣ୍ଡୀଗଡ଼ ଗ୍ରାମରେ ଦଣ୍ଡ ରଖିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ୭ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡୀଗଡ଼ ଶୈବ ପୀଠ ସ୍ୱପ୍ନେଶ୍ୱର ମନ୍ଦିରରୁ ଶନିବାର ମଧ୍ୟରାତ୍ରିରେ ନୀତିକାନ୍ତି!-->…
Read More...
Read More...
ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପ୍ରତିବାଦରେ କଂଗ୍ରେସ ଦଳର ସତ୍ୟାଗ୍ରହ
ନବରଙ୍ଗପୁର:- ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ଓ ଦୁଇ ବର୍ଷ ସଜା ମାନ୍ୟବର କୋର୍ଟ ଶୁଣାଇବା ପରେ ଏହାକୁ ଦୃଢ଼ ବିରୋଧ କରି ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସତ୍ୟାଗ୍ରହ କରାଯାଇଛି । ଜିଲ୍ଲା କଂଗ୍ରେସ!-->…
Read More...
Read More...
ସିନାପାଲି ମହାବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନତା
ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ଡିଗ୍ରୀ କଲେଜ ଏନଏସଏସ ୟୁନିଟ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏନଏସଏସ ୟୁନିଟ ମୁଖ୍ୟ ଜିତେନ୍ଦ୍ର ରାଉତଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି ଅବସରରେ ସିନାପାଲି ଗୋଷ୍ଠୀ!-->…
Read More...
Read More...
କୋଶଳିଆ ମାଳି ସମାଜର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ
ସୁବର୍ଣ୍ଣପୁର: ଆଜି ଜିଲ୍ଲାର ବାଞ୍ଜିପାଲି ଅନ୍ତର୍ଗତ ସାନଫବସି ଗାଁରେ କୋଶଳିଆ ମାଳି ସମାଜର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ ତଥା ଜିଲ୍ଲାକମିଟି ଗଠନ କରାଯାଇଛି ।ପ୍ରାରମ୍ଭରେ ବାବା କୁଶଳେଶ୍ୱରଙ୍କ ପୂଜାର୍ଚ୍ଚନା ପରେ ସମସ୍ତ ଜାତି ବ୍ୟକ୍ତିବିଶେଷଙ୍କ ଆର୍ଶିବାଦ ନେଇଥିଲେ । ଏଥିରେ ମୁଖ୍ୟ!-->…
Read More...
Read More...
ବିକାଶ ଶିକ୍ଷାନୁଷ୍ଠାନରେ ବିକାଶ ମେଧାବୀ ପରୀକ୍ଷା ଅନୁଷ୍ଠିତ
ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ଉଭୟ ସି.ଏଚ.ଏସ. ଇ. ଓ ସି.ବି.ଏସ. ଇ କ୍ଷେତ୍ରରେ ବିକାଶ ମେଧାବୀ ପରୀକ୍ଷା/ଭାଟ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ପ୍ରଥମ ପୁରସ୍କାର ୧୫ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ୧୦ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ୫ହଜାର!-->…
Read More...
Read More...
ଆଇଟିଡିଏ ପକ୍ଷରୁ ୧୦୦୦ଗୋଟି ଅଣ୍ଡାଦିଆ କୁକୁଡ଼ା ପାଳନ କେନ୍ଦ୍ର ଉଦଘାଟିତ
ଫୁଲବାଣୀ: ଜାମଝରି ପଂଚାୟତ ଅନ୍ତର୍ଗତ କିଲୁପଙ୍ଗା ଗ୍ରାମରେ ଆଇଟିଡିଏ ତରଫରୁ ଆନନ୍ଦେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଶନ ଜୀବିକା ଯୋଜନାରେ ୧୦୦୦ ଗୋଟି ଅଣ୍ଡାଦିଆ କୁକୁଡ଼ା ଓ ଆନୁସଙ୍ଗିକ ଜିନିଷ ଯୋଗାଇ ଦିଆଯାଉଛି । ଏହି କୁକୁଡ଼ା ପାଳନ କେନ୍ଦ୍ରକୁ ମାନ୍ୟବର ବିଧାୟକ ଅଙ୍ଗଦ କହଁର ଫୁଲବାଣୀ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ:
୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଛତ୍ରପୁର ରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୂର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକ!-->…
Read More...
Read More...
ମନମୁଖୀ ସେବା ସମବାୟ ସମିତି ଗଠନକୁ ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ପଞ୍ଚାୟତବାସୀ
ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ଠାରେ ହେବାକୁ ଥିବା ନୂତନ ସେବା ସମବାୟ ସମିତି ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ହେଉଥିବା ଅଭିଯୋଗ କରି ମଖାପଦର ପଞ୍ଚାୟତର ଜନସାଧାରଣ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗରୁ!-->…
Read More...
Read More...
ପାରଳା ବାର୍ ଆସୋସିଏସନ ନିର୍ବାଚନ : ସଭାପତି ହେଲେ ସିଦ୍ଧେଶ୍ୱର ମିଶ୍ର, ସମ୍ପାଦକ ହେଲେ ଏମ୍. ପୃଥିବୀ ରାଜ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବାର ଆସୋସିଏସନର ସଭାପତି ଭାବେ ସିଦ୍ଧେଶ୍ୱରର ମିଶ୍ର ନିର୍ବାଚିତ ହୋଇଛନ୍ତି । ଏନେଇ ଜିଲ୍ଲାଜଜ୍ଙ୍କ ଅଦାଲତ ପରିସରରେ ଥିବା ବାର ଆସୋସିଏସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...