Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜିଲ୍ଲାସ୍ତରୀୟ ବ୍ୟ ।ଙ୍କିଙ୍ଗ ସେବା ଓ ଋଣ କର୍ମଶାଳା
ବୌଦ୍ଧ,୬/୩- ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବ୍ୟ ।ଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାଙ୍କ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅରୁଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ଜଳୁଛି ହରଭଙ୍ଗା ବ୍ଲକର ସମସ୍ତ ଜଙ୍ଗଲ, ବେଫିକର ବନବିଭାଗ
ହରଭଙ୍ଗା : ସଂପୂର୍ଣ୍ଣ ଧ୍ୱଂସ ହୋଇଯିବକି ହରଭଙ୍ଗା ବ୍ଲକ ଅଧିନସ୍ଥ ଜଙ୍ଗଲ ! ଗପ ନୁହେଁ ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକର ବିଭିନ୍ନ ଜଙ୍ଗଲରେ । ପୁରୁଣାକଟକ ବନ ବିଭାଗ, ମାଧପୁର ବନାଞ୍ଚଳ ଓ ବହୁ ଚର୍ଚ୍ଚିତ କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବହୁ ଜଙ୍ଗଲରେ!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି : ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ୍ କୁମାର,!-->…
Read More...
Read More...
କନ୍ଧମାଳ ଜିଲ୍ଲାର ୨ ଭିନ୍ନକ୍ଷମ ଯୁବକ ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ ଚମ୍ପିୟାନ୍
ଫୁଲବାଣୀ : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ ୨୦୨୩ରେ କ୍ରୀଡା ଓ ଯୁବ ସେବା ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ପାଞ୍ଚ ଜଣ ଭିନ୍ନକ୍ଷମ ଯୁବକଯୁବତୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ!-->…
Read More...
Read More...
ଦୁର୍ଘଟଣାରେ ୨ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
କୋକସରା : ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି ଥାନା ମହାଜନଗୁଡା ନିକଟରେ ରବିବାର ଘଟିଥିବା ପିକଅପ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ କୁସୁମଖୁଣ୍ଟି ଗ୍ରାମର ଦୁର୍ଯ୍ୟୋଧନ ମାଝୀ (ବିକି) ଓ ଦେବାଶିଷ ବାଗ (ଚିଣ୍ଟୁ) । ଏହି ଘଟଣାରେ ସୋମବାର ଉଭୟ ପରିବାର!-->…
Read More...
Read More...
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ
ବଲାଙ୍ଗିର: ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ଅସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛତିଶ ଗୋଟି ଆବାସିକ ଆଶ୍ରମ, କନ୍ୟାଶ୍ରମ,!-->…
Read More...
Read More...
ଶିକ୍ଷା ସୁରକ୍ଷା ରୋଜଗାର ଦାବିରେ ଏବିଭିପିର ଛାତ୍ର ସମାବେଶ
ଭବାନୀପାଟଣା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଶିକ୍ଷା ସୁରକ୍ଷା ରୋଜଗାର ପାଇଁ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଶିକ୍ଷା ସୁରକ୍ଷା ଆଉ ରୋଜଗାରର ଦାବିରେ ଆନ୍ଦୋଳନର ଡାକରା ଦେଇଥିଲା ବିଦ୍ୟାର୍ଥି ପରିଷଦ । ଏହି ଆନ୍ଦୋଳନ ଜିଲ୍ଲାର ୫୦୦!-->…
Read More...
Read More...
ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ପୁରୀ : ମହିଳାମାନେ ସମାଜର ପ୍ରଗତିର କର୍ଣ୍ଣଧାର । ସେଥିପାଇଁ କୁହାଯାଏ ଜଣେ ମହିଳା ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାର ଶିକ୍ଷିତ ଓ ସଚେତନ ହୁଏ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ଜିଲ୍ଲା ସମାଜ!-->…
Read More...
Read More...
ସୁବର୍ଣ୍ଣପୁରରେ ଉଦ୍ୟୋଗୀ ସପ୍ତାହ ଓ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ
ସୁବର୍ଣ୍ଣପୁର : ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ଆନୁକୁଲ୍ୟରେ ଉଦ୍ୟୋଗୀ ସପ୍ତାହ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ରୟାଲ ପଡିଆରେ ସନ୍ଧ୍ୟାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଶିଳ୍ପଗୁରୁ ପଦ୍ମଶ୍ରୀ ଡ଼ . ଚତୁର୍ଭୁଜ ମେହେର ସମ୍ମାନିତ ଅତିଥି ଭାବରେ!-->…
Read More...
Read More...
ବିପୁଳ ପରିମାଣରେ ଭାଙ୍ଗ ଜବତ, ୩ ଗିରଫ
ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱୟଂପ୍ରଜ୍ଞା ଶୁଭଦର୍ଶୀନୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ପି. ପାଣ୍ଡବ ପାତ୍ର ଏବଂ ବସନ୍ତ ପାତ୍ରଙ୍କୁ ଚନ୍ଦନପୁର ଥାନା ଅଧୀନ ତୁଳସୀ ଚଉରା ଛକ ନିକଟରୁ ଗିରଫ!-->…
Read More...
Read More...