Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ
ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ଚାହକା ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିଙ୍ଗଭାଡି ଗ୍ରାମର ଅମର ଶବରଙ୍କ ପୁଅ ବୈଜଳ ଶବର(୩୦) ବୋଲି ଜଣାପଡିଛି । ସ୍ଥାନୀୟ!-->…
Read More...
Read More...
ଚତୁର୍ଥ ଥର ପାଇଁ ଜିଲ୍ଳା ବିଜେଡି ସଭାପତି ହେଲେ ସରୋଜ କର୍ଣ୍ଣ
ଫୁଲବାଣୀ :- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ସରୋଜ କର୍ଣ୍ଣଙ୍କ ନାମ ଘୋଷଣା କରିବା ସହ ଜିଲ୍ଲା କମିଟି ଘୋଷଣା କରିଛନ୍ତି । ଚତୁର୍ଥ ଥର ପାଇଁ ଜିଲ୍ଲା ସଭାପତି ଭାବେ ଚୟନ ହେବା ପରେ ଶ୍ରୀଯୁକ୍ତ କର୍ଣ୍ଣ ମାନ୍ୟବର ମୁଖ୍ୟ ମନ୍ତ୍ରୀ, କନ୍ଧମାଳ ସାଂସଦ!-->…
Read More...
Read More...
ଟ୍ରକ୍ ଧକ୍କାରେ ପୁଲିସ କର୍ମଚାରୀଙ୍କ ଜୀବନ ଚାଲିଗଲା
"ନବରଙ୍ଗପୁର ୨।୩: ନବରଙ୍ଗପୁର ଥାନା ସର୍କିଟହାଉସ୍ ରୋଡରେ ଏକ କୋଇଲା ବୋଝେଇ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କାରେ ପୁଲିସ କର୍ମଚାରୀଙ୍କ ଜୀବନ ଚାଲିଯାଇଛି । ତାଙ୍କ ନାଁ ନକୂଳମାଝୀ (୨୭) । ସେ ନବରଙ୍ଗପୁର ରିଜର୍ଭ ପୁଲିସ ମୁଖ୍ୟାଳୟରେ ଓପିଏଫ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ!-->…
Read More...
Read More...
ଆସନ୍ତାକାଲିଠାରୁ ବୁବେଲ ଦୋଳ ମହୋତ୍ସବ ଓ କଂସ ଦରବାର
ବଲାଙ୍ଗୀର : ପୁଇଁତଲା ବ୍ଳକ ବୁବେଲଠାରେ ଆସନ୍ତାକାଲିଠାରୁ ୭୬ତମ ଦୋଳ ମହୋତ୍ସବ ଆରମ୍ଭ ହେବ । ଏ ଅବସରରେ ୩ତାରିଖରୁ ୭ତାରିଖ ଯାଏ ପ୍ରତିଦିନ ସଂଧ୍ୟାରେ କଂସ ରାଜ ଦରବାର ବସିବ । କଂସରାଜଙ୍କ ଦରବାରରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ!-->…
Read More...
Read More...
ନିଆଁ ଲାଗି ଜଳିଗଲା ୪ ବଖରା ଘର
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସାନଜିରି ଗ୍ରାମରେ ନିଆଁ ଲାଗି ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଗ୍ରାମର ତୁଳା ଜାନୀ ଓ ବାଳକୃଷ୍ଣ ଜାନୀଙ୍କ ଘରେ ନିଆଁ ଲାଗିଯିବା ଦ୍ୱାରା ତୁଳା ଜାନୀଙ୍କର ଗୋଟିଏ ବଖରା ଓ!-->…
Read More...
Read More...
ଖୁବଶୀଘ୍ର ନୂଆ ରୂପ ପାଇବ ପଞ୍ଚତୀର୍ଥ ପୁଷ୍କରିଣୀ
ପୁରୀ : ଆଉ କିଛଦିନ ପରେ ନୂଆ ରୂପ ପାଇବ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ । ପବିତ୍ର ପଞ୍ଚତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି । ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ୱରେ ଭାଙ୍ଗି ଯାଇଥିବା ପାଚେରୀ ଗୁଡ଼ିକ ନିର୍ମାଣ କରାଯାଉଛି ।!-->…
Read More...
Read More...
ରାଜକୁମାର ମିଶ୍ର ଗୃହ ନିର୍ମାଣ ନିଗମର ନିର୍ଦ୍ଦେଶକ ନିର୍ବାଚିତ
ସୁବର୍ଣ୍ଣପୁର: ଜିଲ୍ଲାର ବିଶିଷ୍ଟ ସମବାୟବିତ ରାଜକୁମାର ମିଶ୍ର ଚଳିତ ବର୍ଷର ଓଡିଶା ସମବାୟ ଗୃହନିର୍ମାଣ ନିଗମର ୧୬ନଂ ଜୋନରୁ ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରଞ୍ଜନକୁମାର ଦାସଙ୍କ ଠାରୁ ଗୋଟିଏ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି । ସେ!-->…
Read More...
Read More...
ହୀରାଞ୍ଚଳ ପ୍ରଭାବ: ଶିଶୁପୁତ୍ରର ମୁଣ୍ଡ ବଢିବା ପ୍ରସଙ୍ଗ, ଉଚ୍ଚତର ଚିକିତ୍ସା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ବଢ଼ାଇଲା…
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ବଳଦ ମୁଣ୍ଡା ଗ୍ରାମର ଅମିତ ଦେହୁରୀଙ୍କ ୭ବର୍ଷର ପୁଅ ଅଂଶୁମାନର ଦିନକୁ ଦିନ ମୁଣ୍ଡ ବୃଦ୍ଧି ପାଇବା ସହ ବିକଳାଙ୍ଗ ହେବା ଆଡକୁ ଗତି କରୁଛନ୍ତି । କିନ୍ତୁ ଅମିତ ଜଣେ ଦିନ ମଜୁରିଆ ହୋଇଥିବାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଅର!-->…
Read More...
Read More...
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ
ପୁରୀ : ପୁରୀ ଟାଉନ୍ ହଲରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି ଯୋଜନାରେ ଜଳସାଥି, ଆହାର କର୍ମୀ, ସ୍ୱଚ୍ଛ!-->…
Read More...
Read More...
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ଡ଼ିଆଇଜିଙ୍କୁ ଦାବିପତ୍ର
ସମ୍ବଲପୁର:ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଉତ୍ତରାଞ୍ଚଳ ଡ଼ିଆଇଜିଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏବିଷୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି । ଗତ ସୋମବାର ଦିନ ସୋହେଲା ଠାରେ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ!-->…
Read More...
Read More...