Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫ ଦିନ ହେଲା ଅନ୍ଧାରରେ ୭ଟି ଆଦିବାସୀ ବହୁଳ ପଞ୍ଚାୟତବାସୀ
ଦଶପଲ୍ଲା : ବିଜୁଳି ଖେଳୁଛି ଲୁଚକାଳି। ବିଦ୍ୟୁତ୍ ନ ଥିବାରୁ ମୋବାଇଲ ସେବା ହୋଇଛି ଅଚଳ। ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ରହୁଥିବା ଦଶପଲ୍ଲା ବ୍ଲକ୍ର ଆଦିବାସୀ ବହୁଳ ଟାକରା, କୁଲୁରୁକୁମ୍ପା, ବାଣୀଗୋଛା, କୁଜାମେଣ୍ଢି, ଚଡେୟାପଲ୍ଲୀ, କଳସାଖମଣ ଏବଂ ନୂଆଗାଁ ପଞ୍ଚାୟତରେ ସଞ୍ଜ ନଇଁଲେ ପଡୁଛି!-->…
Read More...
Read More...
ବଡିବିଲ୍ଡିଂ ଓ ଫିଟ୍ନେସ୍ ପ୍ରତିଯୋଗିତାରେ ସନ୍ତୋଷ ବକ୍ସିଙ୍କୁ ରୌପ୍ୟ ପଦକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପୋଲିସ ବିଭାଗ ତଥା ଓଏସ୍ଏପିରେ ସିପାହୀ ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ବକ୍ସି ବଡିବିଲ୍ଡିଂ ଓ ଫିଟନେସ୍ ପ୍ରତିଯୋଗିତାରେ ରୌପ୍ୟପଦକ ହାସଲ କରି ଗଜପତି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀ ବକ୍ସି ଝାରସୁଗୁଡା!-->…
Read More...
Read More...
ଆସନ୍ତାକାଲିଠାରୁ ଜାତୀୟ ନାଟକ ମହୋତ୍ସବ
ପୁରୀ :ରଙ୍ଗଶାଳା ଆନୁକୁଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ୨୨ତାରିଖଠାରୁ ଅନୁଷ୍ଠିତ ହେଉଛି ତ୍ରୟୋଦଶ ତମ ଜାତୀୟ ନାଟକ ମହୋତ୍ସବ । ଏହି ମହୋତ୍ସବରେ ସୁଦୂର ଆସାମର ଗୋଟିଏ ନାଟ୍ୟଦଳ ସମେତ ଓଡ଼ିଶାର ତିନୋଟି ନାଟ୍ୟାନୁଷ୍ଠାନ ନାଟକ ପରିବେଷଣ କରିବେ ବୋଲି ରଙ୍ଗଶାଳା ପକ୍ଷରୁ ଆୟୋଜିତ ସାମ୍ବାଦିକ!-->…
Read More...
Read More...
ଜଙ୍ଗଲ ନିଆଁକୁ ରୋକିବା ପାଇଁ ଭିନ୍ନ ଉପାୟରେ ସଚେତନତା କାର୍ଯ୍ୟକ୍ରମ, ସାମିଲ୍ ହେଲେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ
ବାଲିଗୁଡ଼ା: ଜଙ୍ଗଲ ନିଆଁକୁ କେମିତି ଆୟତ୍ତ କରିହେବ ଏବଂ ମୂଲ୍ୟବାନ ଗଛ ସହ ଜୀବ ଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସବୁ ବନଖଣ୍ଡରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ଼ ବନାଞ୍ଚଳ ଅଧିକାରୀ!-->…
Read More...
Read More...
ନୂଆପଡ଼ା ଜିଲ୍ଲା ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ବିକାଶ ପାଇଁ ଦାବି କଲେ ଖଡିଆଳ ବିଧାୟକ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଆଜି ବିଧାନସଭାରେ ପର୍ଯ୍ୟଟନ, ଯୋଜନା ଓ ସମନ୍ୱୟ ବିଭାଗର ବଜେଟ ଆଲୋଚନା ବେଳେ ନୂଆପଡ଼ା ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ର ପ୍ରତି ସରକାର ଅବହେଳା କରୁଥିବା ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି । ନୂଆପଡ଼ା ଜିଲ୍ଲାର ଖଡିଆଳ ବ୍ଲକ୍ରେ ଅବସ୍ଥିତ!-->…
Read More...
Read More...
ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା;ଜଣେ ଗୁରୁତର, ଜଣେ ଆହତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଜଲେଶପଟ୍ଟା ନିକଟରେ ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଆଜି ସକାଳେ ପ୍ରାୟ ୧୧ଟା ସମୟରେ!-->…
Read More...
Read More...
ଆଜି ପୁରୀ ଆସିବେ ମମତା ବାନାର୍ଜୀ
ପୁରୀ : ଆଜି ପୁରୀରେ ପହଁଚିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ପୁରୀରେ ପହଁଚିବେ । ଆଜି ଏବଂ ଆସନ୍ତାକାଲି ସେ ପୁରୀରେ ରାତ୍ରି ଯାପାନ କରିବେ ବୋଲି ଜଣାପଡିଛି । ଆସନ୍ତାକାଲି ଅପରାହ୍ନ ସମୟରେ ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ!-->…
Read More...
Read More...
କନ୍ଧମାଳ-ଗଞ୍ଜାମ ସୀମାନ୍ତରେ ହନ୍ତସନ୍ତ ବାଦଗଡ଼ବାସୀ, ସୀମା ନିର୍ଦ୍ଧାରଣ ନହେବାରୁ ନିର୍ମାଣ ହୋଇପାରୁନି ୪କିଲୋମିଟର…
ବାଲିଗୁଡା: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଅବସ୍ଥିତ । ବ୍ଲକ ମୁଖ୍ୟାଳୟକୁ ଏଠାରୁ ଦୂରତା ୬୫ କିଲୋମିଟର ହେଉଥିବା ବେଳେ ଜିଲ୍ଲା ମୁଖ୍ୟାଳୟକୁ ପ୍ରାୟ ୧୫୦ କିଲୋମିଟର ଦୂରତା ହେଉଛି । ରାଇକିଆ ବ୍ଲକରେ ଏହି ପଞ୍ଚାୟତରେ!-->…
Read More...
Read More...
ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ,୧୦ ଗୁରୁତର
ହରଭଙ୍ଗା :୫୭ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ । ଏଥିରେ ୧୦ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ପୁରୁଣାକଟକ ମେଡିକାଲରେ!-->…
Read More...
Read More...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
ନବରଙ୍ଗପୁର: ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ରଙ୍ଗମାଟିଗୁଡା ୟୁଯିଏମଇ, ବିଦ୍ୟାଳୟ, ନବରଙ୍ଗପୁର ଆଇନଜୀବୀ, ପାରା ଲିଗାଲ ସଦସ୍ୟ ଏବଂ ରଙ୍ଗମାଟିଗୁଡା ଗ୍ରାମବାସୀଙ୍କୁ ନେଇ SC & ST Prevention of Atrocities Act ଏବଂ ସ୍ଥାୟୀ ଲୋକ ଅଦାଲତ ଓ ସାର୍ବଜନିକ!-->…
Read More...
Read More...