Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁବନେଶ୍ୱରରେ ନିର୍ମାଣ ହେବ ଗଙ୍ଗାଧର ମେହେର ଭବନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ସମ୍ବଲପୁର: ନିଖିଳ ଓଡ଼ିଶା ମେହେର ସମାଜର ଅନୁରୋଧ କ୍ରମେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଠାରେ ଗଙ୍ଗାଧର ମେହେର ଭବନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଡେସିମିଲ ଭୂମି ପ୍ରଦାନ କରାଯାଇଛି । ଏଥିପାଇଁ ଭୂମି ଗ୍ରହଣ କରିବାକୁ ସମାଜ ସଭାପତି ବୈଶମ୍ପାୟନ ମେହେରଙ୍କ!-->…
Read More...
Read More...
ତାଣ୍ଡବ ରଚିଲା କାଳବୈଶାଖୀ : ବର୍ଷିଲା କୁଆପଥର, ଉପୁଡ଼ିଲା ଗଛ
ଦଶପଲ୍ଲା: ଦୀର୍ଘ ଚାରିଦିନ ଧରି ଦଶପଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ ସେବା ବନ୍ଦ ରହିଛି । ଏହା ସହ ମୋବାଇଲ୍ ସେବା ବନ୍ଦ ରହିଛି । ମଙ୍ଗଳବାର ମଧ୍ୟାହ୍ନରେ ବର୍ଷା ସହ କୁଆପଥର ବୃଷ୍ଟି ଜନ ଜୀବନକୁ!-->…
Read More...
Read More...
ବିଶ୍ୱ ଜଳ ଦିବସ ପାଳିତ
ପାରଳାଖେମୁଣ୍ଡି : ରାୟଗଡ ବ୍ଳକର କଇଁପୁରଠାରେ ଅବସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟଠାରେ ଗ୍ରାମ ବିକାଶ ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳନ କରିବା ସହ ଜଳର ଆବଶ୍ୟକତା, ସଚେତନତା ରଥକୁ ରାୟଗଡ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ଉଦଘାଟନ କରିଥିଲେ । ଏହି!-->…
Read More...
Read More...
ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜିଲ୍ଲାପାଳ ଅଫିସ ଘେରାଉ
ନୂଆପଡ଼ା : ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଦ୍ୱାରା ନୂଆପଡା ଜିଲ୍ଲାପାଳ ଅଫିସ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ ଓ଼ ଧାରଣା ଦିଆଯାଇଛି । ଆଜି ପୋଲିସ ପଡିଆ ଠାରେ ସମସ୍ତେ ଏକତ୍ରିତ ହୋଇ ପ୍ରଥମେ ଏକତା ଛକଠାରେ ପୂର୍ବତନ ମନ୍ତ୍ରୀ ଘାଶିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ!-->…
Read More...
Read More...
ଆଜି ଶ୍ରୀବିଗ୍ରହଙ୍କ ବନକଲାଗି
ପୁରୀ : ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ବନକଲାଗି କରାଯିବ । ଦତ୍ତମହାପାତ୍ର ସେବକ ହରିତାଲ, ହିଙ୍ଗୁଳ, କଳା ଆଦି ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶ୍ରୀଙ୍ଗାର କରିବେ । ଏଥିପାଇଁ!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ଜବତ, ପୋଲିସକୁ ଚକମା ଦେଇ ଦୁଇ ମାଫିଆ ଫେରାର୍
ବାଲିଗୁଡ଼ା: ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ୍ । ଗତକାଲି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ!-->…
Read More...
Read More...
କୁଶଙ୍ଗ ସମବାୟ ସମିତି ଲିଃରେ ବ୍ୟାଙ୍କିଙ୍ଗ୍ କର୍ମଶାଳା ଓ ଋଣମେଳା
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ସଞ୍ଜିବ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ସମବାୟ ବ୍ୟାଙ୍କ ପୁରୁଣାକଟକ ଶାଖା!-->…
Read More...
Read More...
କୋହଲିଙ୍କୁ ଏହି ଉପଦେଶ ଦେଲେ ଶୋଏବ ଅଖତର
ନୂଆଦିଲ୍ଲୀ: ଟି-୨୦ରୁ ଅବସର ନେଇ ଦିନିକିଆ ପାଇଁ ଖେଳ। ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଏଭଳି ଉପଦେଶ ଦେଲେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର। ସବୁବେଳେ ନିଜର ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଶୋଏବ, ବିରାଟଙ୍କୁ ଏଭଳି ଉପଦେଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି।
ଭାରତୀୟ!-->!-->!-->…
Read More...
Read More...
ପୁରୀରେ ପୁଣି ବୁଲିଲା ଖଣ୍ଡା
ପୁରୀ : ପୁଣି ପୁରୀ ସଦର କଣ୍ଠପୁରରେ ବୁଲିଲା ଖଣ୍ଡା । ପଡୋଶୀ ଘରର ଖଣ୍ଡା ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହେଉଛନ୍ତି ଶଙ୍କର ପ୍ରଧାନ ଓ ଟୁନିଆ ପ୍ରଧାନ । ଶଙ୍କର ଓ ଟୁନିଆଙ୍କ ବାମ ହାତରେ ଲାଗିଛି ଗଭୀର ଆଘାତ । ଉଭୟ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି!-->…
Read More...
Read More...
ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ରୋଗୀ ମୃତ, ଡ୍ରାଇଭର ସମେତ ଦୁଇ ସଂପର୍କୀୟ ଗୁରୁତର
ନୂଆପଡା : ବିଜୁ ଏକ୍ସପ୍ରେସ ୱେ ବିରେଶକେଲା ଓଭର ବ୍ରିଜରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ରୋଗୀଙ୍କ ୨ ସଂପର୍କୀୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଜଣକ ହେଲେ ଧରଣିମାଲର ଜନକ ମାନହିରା (୬୦), ଗୁରୁତରମାନେ!-->…
Read More...
Read More...