Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନକ୍ସଲ ପ୍ରବଣ ଅଞ୍ଚଳ ଗୋଛାପଡାଠାରେ ବିଏସଏଫ କ୍ୟାମ୍ପର ଜନ ସମ୍ପର୍କ ଶିବିର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡାଠାରେ ସୀମା ସୁରକ୍ଷା ବାହିନୀର ମାଗଣା ସ୍ୱାସ୍ଥ୍ୟ ଶିବିର । ନୂତନ ଭାବେ ଅବସ୍ଥାପିତ ହେଇଥିବା ଗୋଛାପଡା ସ୍ଥିତ ବିଏସଏଫ କ୍ୟାମ୍ପ ତରଫରୁ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସହଯୋଗୀ କମାଣ୍ଡାଣ୍ଟ ତଥା!-->…
Read More...
Read More...
ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଉଚ୍ଚ ବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ନୂତନ ପ୍ରତିମୂର୍ତ୍ତିର ଉନ୍ମୋଚନ!-->…
Read More...
Read More...
ଜାତୀୟ ବିଜ୍ଞାନ ଦିବସ ପାଳିତ
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଇତ୍ୟବସରରେ ବିଦ୍ୟାଳୟର ବିଦ୍ୱତ ପରିଷଦର ସମ୍ପାଦକ ତଥା ମୁଖ୍ୟ ଅତିଥି ସନ୍ତୋଷ କୁମାର ରଥ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ । ପ୍ରାୟ ୭୦୦ ଶିଶୁ ବିଭିନ୍ନ!-->…
Read More...
Read More...
କଳସ ଯାତ୍ରା ସହ ଆରମ୍ଭ ହେଲା ଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ
ଜହ୍ନାପଙ୍କ,୨୮/୨: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଚଣ୍ଡିତଳର ନିର୍ମାଣ ହୋଇଥିବା ଚଣ୍ଡି ମନ୍ଦିରର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଆରମ୍ଭ ହୋଇଛି । ପୂର୍ବାହ୍ନ ୧୦ ଟାରେ ଚନ୍ଦ୍ରପୁର ଲଷ୍ମୀସାଗରରେ ଗଙ୍ଗା ମାତାଙ୍କୁ ଆବାହନ କରି ଶତାଧିକ ମହିଳା, ଯୁବତୀମାନେ କଳସୀରେ ଜଳ ଧରି ଏକ!-->…
Read More...
Read More...
ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟତିଥି ଅବସରରେ ସଫେଇ ଅଭିଯାନ
ସମ୍ବଲପୁର: ମହାନ ସ୍ୱାଧୀନତା ସଂଗ୍ରାମୀ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କର ୧୩୯ ତମ ପୁଣ୍ୟତିଥି ଅବସରେ ଆଜି ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଭାରତୀ ସମାଜ ଓ ପଶ୍ଚିମାଞ୍ଚଳ ଏକତା ମଂଚ ତରଫରୁ ବୁଢାରାଜା ପାହାଡ ଉପରେ ସଫେଇ ଅଭିଯାନ କରାଯାଇଥିଲା । ଏହି ଅବସରରେ ଉଲଗୁଲାନ ସ୍ମାରକୀ ନିକଟରେ!-->…
Read More...
Read More...
ନନ୍ଦନବନରେ ୧୧ ଠେକୁଆଙ୍କ ମୃତ୍ୟୁ, ବନବିଭାଗର କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ
ହରଭଙ୍ଗା : ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ବୀରନରସିଂହପୁରଠାରେ ଥିବା ନନ୍ଦନବନ ପରିସରରେ ୧୧ ଗୋଟି ଠେକୁଆଙ୍କ ମୃତ୍ୟୁ ହୋଇଯାଇଥିବା ଆଜି ସକାଳେ ଦେଖିବାକୁ ମିଳିଛି । ଠେକୁଆଙ୍କ ସାମୂହିକ ମୃତ୍ୟୁ କିଭଳି ଓ କେମିତି ହେଲା ତାକୁ ନେଇ ପରିବେଶ ଓ ପ୍ରାଣୀପ୍ରେମୀ ମାନଙ୍କ ମଧ୍ୟରେ!-->…
Read More...
Read More...
ପିଜୁଳି ଚାଷ କରି ଲାଭବାନ ହେଲେ ମୋହନ ପାତ୍ର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମ ପଞ୍ଚାୟତର ମଧୁସୂଦନପୁର ଗ୍ରାମରେ ପିଜୁଳି ଚାଷ କରି ବର୍ଷକୁ ୪ ରୁ ୫ ଲକ୍ଷ ଟଙ୍କା ରୋଜଗାରକ୍ଷମ ହୋଇପାରୁଥିବାର ଜଣାପଡିଛି । ଏହି ପିଜୁଳି ପ୍ଲାଣ୍ଟେସନ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ!-->…
Read More...
Read More...
ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ପୂର୍ବତନ ସରପଞ୍ଚଙ୍କୁ ଜେଲଦଣ୍ଡ
ଫୁଲବାଣୀ : ମନରେଗା ଯୋଜନାର ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ଭିଜିଲାନ୍ସ ଅଦାଲତ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଜେଲଦଣ୍ଡ ଆଦେଶ ଶୁଣାଇଛନ୍ତି । ନିର୍ବାହୀ ଅଧିକାରୀଙ୍କୁ ୪ ବର୍ଷ ଜେଲ ହୋଇଥିବା ବେଳେ ସରପଞ୍ଚଙ୍କୁ ୨ ବର୍ଷ ସଜ୍ଜା ଦେଇଛନ୍ତି ଭିଜିଲାନ୍ସ ଅଦାଲତ । ସୂଚନା!-->…
Read More...
Read More...
ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ବାଲିଗୁଡ଼ା ପୋଲିସ୍ ,ନଗଦ ଟଙ୍କା ସହ ମାରଣାସ୍ତ୍ର ଓ ଚୋରି ମୋଟରସାଇକେଲ ଜବତ
ବାଲିଗୁଡ଼ା: ୬ଜଣିଆ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ବାଲିଗୁଡ଼ା ପୋଲିସ୍ । ଏନେଇ ବାଲିଗୁଡ଼ା ଏସଡିପିଓ ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ନଗଦ ଏକଲକ୍ଷ ଟଙ୍କା, ଗୋଟିଏ ଦେଶୀ ପିସ୍ତଲ୍, ଗୋଟିଏ ଛୁରୀ, ଦୁଇଟି ମୋବାଇଲ୍ ସମେତ ଗୋଟିଏ ଚୋରି!-->…
Read More...
Read More...
ବିରୋଧୀଙ୍କ ହୋହାଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନ । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଲେ ବାଚସ୍ପତି । କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହୋହାଲ୍ଲା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ଖବର ଅନୁଯାୟୀ, ବିଧାନସଭାରେ ଶୁନ୍ୟକାଳରେ ବିରୋଧୀ ବିଜେପି ଓ!-->!-->!-->…
Read More...
Read More...