Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାର୍ଚ୍ଚ ପହିଲାରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି
ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି । ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି!-->…
Read More...
Read More...
ପୁରୀରେ ନୃତ୍ୟ ପରିବେଷଣ କଲେ ଜାପାନ କଳାକାର
ପୁରୀ : ପୁରୀରେ ଜାପାନ କଳାକାର । ମଞ୍ଚ ଉପରେ ପରିବେଷଣ କଲେ ଜାପାନର ଲୋକ ନୃତ୍ୟ । ଜାପାନ ଲୋକ ନୃତ୍ୟ, କଳା, ସଂସ୍କୃତି ଦେଖି ଦର୍ଶକ ବେଶ ଖୁସି । ଗତକାଲି ରବିବାର ସନ୍ଧ୍ୟାରେ ପୁରୀ ବାଲିଘାଇ ସ୍ଥିତ ଚନ୍ଦ୍ର ଶେଖର ଏକାଡେମୀ ସ୍କୁଲ୍ ପକ୍ଷରୁ ଆୟୋଜନ କରାଯାଇଥିଲା ଓଡ଼ିଶା ଜାପାନ ମହୋତ୍ସବ!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ
ପୁରୀ: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ ଘଟିଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବାବେଳେ ଆମ୍ରି ହସ୍ପିଟାଲରେ ରବିବାର ସନ୍ଧ୍ୟାରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା । ସୋମବାର ପୂର୍ବାହ୍ନରେ ତାଙ୍କର ପାର୍ଥିବ ଶରୀରକୁ ସ୍ୱର୍ଗଦ୍ୱାର!-->…
Read More...
Read More...
ଅମଲାପଡା ମା’ ବ୍ରହ୍ମଣୀ ଦେବୀ ନୂତନ ପରିଚାଳନା କମିଟି ଗଠନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ଫୁଲବାଣୀ ସହର ଆମଲାପଡା ଠାରେ ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ବର୍ଷ ହେବ ମାଁ ବ୍ରାହ୍ମଣୀ ଦେବୀ ପୂଜା ପାଇ ଆସୁଛନ୍ତି । କିନ୍ତୁ କିଛି ବର୍ଷ ହେବ ଏହି ମନ୍ଦିର ଅବହେଳିତ ଅବସ୍ଥାରେ ରହି ଆସିଥିଲା । କିନ୍ତୁ ଗତ ୪ ରୁ ୫ ମାସ ହେବ କିଛି ସ୍ଥାନୀୟ!-->…
Read More...
Read More...
ସିନାପାଲିରେ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟାଟା ପାୱାରକୁ ହରାଇ ଆଦର୍ଶ କ୍ଲବ୍ ବିଜୟୀ
ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ରତାଖଣ୍ଡି ଖେଳ ପଡିଆ ଠାରେ ସିନାପାଲି ମର୍ନିଙ୍ଗ କ୍ରିକେଟ କ୍ଲବ୍ ତରଫରୁ ପ୍ରିମିୟର ଲିକ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଗତ ୨୧ ତାରିଖ ଦିନ ଶୁଭ ଉଦଘାଟନ!-->…
Read More...
Read More...
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ୨୮ରେ ବିଧାନସଭା ଘେରାଉ : ଗୋଲକ କହଁର
ଫୁଲବାଣୀ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ୨୩ ବର୍ଷ ଧରି ଏକ ସ୍ଥିର ସରକାର ଶାସନ!-->…
Read More...
Read More...
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ। ୮ ଘଣ୍ଟାର ଲମ୍ବା ଜେରା ପରେ ଗିରଫ କରିଛି ସିବିଆଇ । ଗିରଫ ପ୍ରତିବାଦରେ ଆପ କର୍ମୀଙ୍କ ହଙ୍ଗାମା କରିଛନ୍ତି ।
ସୂଚନା ଅନୁଯାୟୀ, ମନୀଷଙ୍କୁ ଜେରା!-->!-->!-->…
Read More...
Read More...
ଦ୍ୱିତୀୟ ବିବାହ କଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର
ପୁରୀ : ସବୁ ଚର୍ଚ୍ଚାର ଅନ୍ତ ହୋଇଛି । ବିଜେଡ଼ିର ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଦ୍ୱିତୀୟ ବିବାହ କରିଛନ୍ତି । ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରିଛନ୍ତି ବିଧାୟକ ଦିବ୍ୟଶଙ୍କର ମିଶ୍ର । ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ପିିପିଲରେ ଏକ!-->…
Read More...
Read More...
ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଟୀଝାର ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ବୀରନରସିଂହପୁର ପଂଚାୟତ ହାଟଗାଁ ଗ୍ରାମର ରାଜୁ ଦନାୟକ(୨୧) ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ପୁରୁଣାକଟକ ଆସିବା ପାଇଁ କୁଟୀଝାର ଛକଠାରେ!-->…
Read More...
Read More...
ଯାଦବ ସମାଜର ଅଧିକାର ଶୋଭାଯାତ୍ରା ଓ ମହା ସମାବେଶ
ନବରଙ୍ଗପୁର: ନବରଙ୍ଗପୁରଠାରେ ଜିଲ୍ଲା ଯାଦବ ମହାସଭାର ଅଧିକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚାଉଁରିଆଗୁଡାଠାରୁ ନାଟ ବାଦ୍ୟ ଓ ନାରାବାଜି ସହ ବହୁ ସଂଖ୍ୟାରେ ଯାଦବ ସମାଜର ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଯାଦବ ପୁରୁଷ ସ୍ତ୍ରୀ ଯୁବକ ସାମିଲ ହୋଇଥିଲେ । ସ୍ଥାନୀୟ ସର୍କିଟ ହାଉସ!-->…
Read More...
Read More...