Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦିବ୍ୟାଙ୍ଗ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଶିବିର ଉଦଯାପିତ
ଜହ୍ନାପଙ୍କ:ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ,ବୌଦ୍ଧ ଆନୁକୁଲ୍ୟରେ ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ କନ୍ଧଧ୍ରୁମାଲ ସ୍ଥିତ କାର୍ଡ ଏନ୍.ଜି.ଓର ସୁରେଖାଦେବୀ ବୃଦ୍ଧାଶ୍ରମଠାରେ ଜିଲ୍ଲାର ୩୨ ଜଣ ଦିବ୍ୟାଂଙ୍ଗ ବ୍ୟକ୍ତିଙ୍କୁ ନେଇ!-->…
Read More...
Read More...
ହରଭଙ୍ଗା ବ୍ଲକରେ ଅଦିନିଆ ଝଡ଼ ତୋଫାନ ସହ କୁଆ ପଥର ବର୍ଷା
ହରଭଙ୍ଗା : ହରଭଙ୍ଗା ବ୍ଲକରେ ଗୁରୁବାର ଅପରାହ୍ନ ସମୟରେ ହଠାତ ଅଦିନିଆ ଝଡ଼ ତୋଫାନ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଝଡ଼ ତୋଫାନରେ ଚାରିଛକ-ଛତ୍ରଙ୍ଗ ରାସ୍ତାର କେତେକ ସ୍ଥାନରେ ଗଛ ଖୁଣ୍ଟ ଭାଙ୍ଗି ରାସ୍ତାରେ ପଡ଼ିଥିବା ବେଳେ କୋରଡା କୋଠା ନିକଟରେ ମଧ୍ୟ ଗଛ ଭାଙ୍ଗି ରାସ୍ତା!-->…
Read More...
Read More...
୨୬୭ ବୋତଲ କଫ୍ ସିରଫ ଜବତ୍ : ଜଣେ ଗିରଫ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ତମିଆଁ ବଜରଙ୍ଗବଳୀ ଛକରୁ ୨୬୭ ବୋତଲ କଫ ସିରଫ ଜବତ୍ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜିନ ରଣାଙ୍କ ପୁଅ ସୁମିତ (୨୨) ବୋଲି ଜଣାପଡିଛି । ଏହା ପରେ ଅବକାରୀ ବିଭାଗ ସୁମିତ!-->…
Read More...
Read More...
ଶ୍ରଦ୍ଧା ସଂଜୀବନୀ ଶୁଭାରମ୍ଭ କଲେ, ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ଜିଲ୍ଲାପାଳ
ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଅଭିଶାପରେ ପେଶି ହେଉଥିବା ଆଦିବାସୀ ବହୁଳ ମାରଡା ଗାଁ ଉପରେ ଏକ ଅନୁସନ୍ଧାନମୂଳକ ଶୀର୍ଷକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶନ ପରେ ପ୍ରଥମଥର ପାଇଁ ଗତ ୫ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ!-->…
Read More...
Read More...
ମେ ପହିଲାରୁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ
ଭୁବନେଶ୍ୱର: ଖୁବ୍ ଶୀଘ୍ର ପଛୁଆ ବର୍ଗର ଲୋକଙ୍କୁ ମିଳିବ ସମସ୍ତ ସୁବିଧା ସୁଯୋଗ । ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପଛୁଆ ବର୍ଗର ଲୋକ ନିଜର ସମସ୍ତ ତଥ୍ୟ ରାଜ୍ୟସରକାରଙ୍କୁ ଦେଇ ପାରିବେ । ପୂର୍ବରୁ!-->…
Read More...
Read More...
ଖଡିଆଳ ଓ ସିନାପାଲିଠାରେ ରାଜ୍ୟସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ଦାବି କଲେ ଖଡିଆଳ ବିଧାୟକ
ନୂଆପଡା: ବିଧାନସଭାରେ ଖଡ଼ିଆଳ ଏବଂ ସିନାପାଲି ଠାରେ ରାଜ୍ୟସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ଦାବୀ ରଖିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଜମି ପ୍ରଦାନ କଲେ ଅଗ୍ରାଧିକାର ଭିତ୍ତିରେ ବସଷ୍ଟାଣ୍ଡ ନିର୍ମାଣ ନେଇ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ରଖିଥିଲେ । ନୂଆପଡା ଜିଲ୍ଲା ଖଡ଼ିଆଳ!-->…
Read More...
Read More...
ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ଜିଲ୍ଲା ପ୍ରଶାସନ,ମାରଡ଼ା ଓ ଅତଲସରାରେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଂଚଳ ଅତଲସରା ଓ ମାରଡ଼ା ଗ୍ରାମରେ ଗୁରୁବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱସ୍ଥ୍ୟ ଶିବିରରେ ଉଭୟ ଗ୍ରାମର ମୋଟ ୭୦ରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ!-->…
Read More...
Read More...
ମାରଡ଼ା ଓ ଅତଲସରାରେ ପ୍ରାଣୀସ୍ୱାସ୍ଥ୍ୟ ଶିବିର ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର
ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀପାଳନ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକର ବନାନିବେଷ୍ଟିତ ଦୁର୍ଗମ ମାରଡ଼ା ଓ ଅତଲସରାରେ ଦୁଇଟି ପ୍ରାଣୀଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ବୀରେନ୍ଦ୍ର କୁମାର ପୃଷ୍ଟିଙ୍କ!-->…
Read More...
Read More...
ତହସିଲ ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ
ନୂଆପଡ଼ା :ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଆତ୍ମହୁତି ଉଦ୍ୟମରେ ତାଙ୍କର ଅଧାରୁ!-->…
Read More...
Read More...
୧୦ ଦଫା ଦାବିନେଇ ଓଡିଶା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଦଶପଲ୍ଲା : ଓଡିଶା ଡ୍ରାଇଭର ସଂଘ ତରଫରୁ ସମଗ୍ର ଓଡ଼ିଶାରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଦ୍ୱିତୀୟ ଦିନରେ ପହଞ୍ଚି ଥିବାବେଳେ ଡ୍ରାଇଭରଙ୍କ ୧୦ ଦଫା ପୂରଣ ନିମନ୍ତେ ଆଜି ଦଶପଲ୍ଲା ସମେତ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଳକରେ ଧାରଣା ଜାରି ରହିଛି । ଡ୍ରାଇଭରଙ୍କ ବାରମ୍ବାର!-->…
Read More...
Read More...