Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖଡ଼ିଆଳ ବ୍ଲକରେ କ୍ଷତିଗ୍ରସ୍ତ ହେଉଛନ୍ତି ଚିନାବାଦାମ ଚାଷୀ
ନୂଆପଡା: ଚିନାବାଦାମ ଏକ ଲାଭଜନକ ଚାଷ, ଖାଇବା ପାଇଁ ସ୍ୱାଦିଷ୍ଟ ଲାଗୁଥିବାରୁ ଏହାର ବଜାର ଚାହିଦା ମଧ୍ୟ ବେଶୀ । କିନ୍ତୁ ଏହି ଚାଷ କରି ଏବର୍ଷ କ୍ଷତି ସହିଥିବାର ଅଭିଯୋଗ କରିଛନ୍ତି ଖଡ଼ିଆଳ ବ୍ଲକର ଚାଷୀ । ଖଡ଼ିଆଳ ବ୍ଲକର ବିଭିନ୍ନ ଗ୍ରାମରେ ଚିନାବାଦାମ ଚାଷ କରାଯାଏ । ବିଶେଷ କରି ନଦୀକୁଳ!-->…
Read More...
Read More...
ଝିଅର ମୃତଦେହ ଫେରାଇ ଆଣିବାକୁ ଭିକ୍ଷା ମାଗିଲେ ପରିବାର ଲୋକେ
ପୁରୀ: ପିପିଲିରେ ଅଭାବନୀୟ ଘଟଣା । ସରକାର ଓ ପ୍ରଶାସନ ଭୁଲିଗଲେ ମାନବିକତା । ଅସହାୟ ବାପାକୁ ସାହାଯ୍ୟ ହାତ ବଢାଇଲା ନାହିଁ ସରକାର କି ପ୍ରଶାସନ । ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ବେଙ୍ଗାଲୁରୁରେ ନିଜ ନାବାଳିକା ଝିଅର ମୃତଦେହ ଫେରାଇ ଆଣିବାକୁ ବଜାରରେ!-->…
Read More...
Read More...
ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ୨୮କିମି ଚାଲିଲେ ବର ଓ ବରଯାତ୍ରୀ
ରାୟଗଡା: ଡ୍ରାଇଭର ମାନଙ୍କ ଷ୍ଟିଅରିଂ ଛଡ଼ା ଆନ୍ଦୋଳନ ଯୋଗୁଁ ୨୮ କିଲୋମିଟର ଚାଲି ଚାଲି ଫେରିଲେ ବର ସାଥେ ବରଯାତ୍ରୀ । ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପର୍ଥିଗୁଡ଼ା ଗାଁରୁ ବରଯାତ୍ରୀ ସହ ଚାଲି ଚାଲି ବରାତି ପାର୍ଟି ଯିବା ଭଳି ଏକା ଘଟଣା ସାମ୍ନାକୁ!-->…
Read More...
Read More...
ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ମହିଳା ସମାବେଶ
ପୁରୀ : ୧୦୭ତମ ବିଜୁ ଜୟନ୍ତୀ ଅବସରରେ ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସମାବେଶରେ ପ୍ରାକ୍ତନ ନଗରପାଳ ତଥା ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଶାନ୍ତିଲତା ପ୍ରଧାନ ଅଧ୍ୟକ୍ଷତା!-->…
Read More...
Read More...
ନୂଆପଡା ନ୍ୟାସନାଲ କଲେଜର ୪୫ ତମ ବାର୍ଷିକ ଉତ୍ସବ ପାଳିତ
ନୂଆପଡା : ନୂଆପଡା ଜିଲ୍ଲା ନ୍ୟାସନାଲ କଲେଜ ପରିସର ମଧ୍ୟରେ ୪୫ତମ କଲେଜ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ କଲେଜ ଅଧକ୍ଷା କବିତା ରଥ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଓଡିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ!-->…
Read More...
Read More...
ପୌରପରିଷଦ ଓ କନ୍ଧମାଳ ଜିଲ୍ଲା ରେଡକ୍ରସ୍ ସମିତି ପକ୍ଷରୁ ୪୯ ୟୁନିଟ୍ ରକ୍ତ ସଂଗ୍ରହ
ଫୁଲବାଣୀ : ଫୁଲବାଣୀ ପୌରପରିଷଦ ଓ କନ୍ଧମାଳ ଜିଲ୍ଲା ରେଡକ୍ରସ୍ ସମିତିର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରକୁ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଉଦଘାଟନ କରିଥିଲେ । ଏହି!-->…
Read More...
Read More...
ଦଣ୍ଡଯାତ୍ରା ପାଇଁ ଗାଁ ଗାଁରେ ଜମୁଛି ଆଖଡ଼ା
ଦଶପଲ୍ଲା : - ଓଡ଼ିଶାର ମହାନ୍ ଗଣପର୍ବ ଦଣ୍ଡଯାତ୍ରାର ଦିନ ନିକଟତର ହେବାରେ ଲାଗିଛି । ଦିନ ଯେତିକି ପାଖେଇ ଆସୁଛି ଆଖଡ଼ା ଶାଳରେ ପ୍ରାକ୍ ପ୍ରସ୍ତୁତି ସେତିକି ଜୋର୍ ଧରିବାରେ ଲାଗିଛି । ପାରମ୍ପରିକ ରୀତି, ନୀତି ପରମ୍ପରା ଆଧାରରେ ନୃତ୍ୟ ଗୀତକୁ ସଠିକ୍ ରୂପ ଦେବା ପାଇଁ କଳାକାରମାନେ!-->…
Read More...
Read More...
ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା କମିଟି ତରଫରୁ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ସମାନ କାମକୁ ସମାନ ଦରମା ଏବଂ ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଦାବିରେ ଗଜପତି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ!-->…
Read More...
Read More...
ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲେ ଅଭିଯୁକ୍ତ
ପୁରୀ : ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ କରିବା ଘଟଣାରେ ବନ୍ଧା ହେଲେ ଅଭିଯୁକ୍ତ । ପୁରୀ ଗୁଡିଆ ସାହିରେ ଚାରିଜଣ ସେବାୟତଙ୍କୁ ବୁଧବାର ରାତିରେ ୧୦ରୁ ଅଧିକ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିବା ବେଳେ ୫ ଜଣ ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ଟାଉନ ଥାନା!-->…
Read More...
Read More...
ଆଜିଠାରୁ ହୀରାକୁଦରେ ଆୟୋଜିତ ହେବ ଜାତୀୟ ସ୍ତରର ସାଂସ୍କୃତିକ ଉତ୍ସବ
ସମ୍ବଲପୁର: ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରର ସାଂସ୍କୃତିକ ପର୍ବ ହୀରାକୁଦ ମହୋତ୍ସବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆସନ୍ତା ଆଜିଠାରୁ ୧୯ ପର୍ଯ୍ୟନ୍ତ ହୀରାକୁଦ ସ୍ଥିତ ଜବାହର ଉଦ୍ୟାନ!-->…
Read More...
Read More...