Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଡ଼କ ସୁରକ୍ଷା ସଚେତନତା
ନୂଆପଡା : ନୂଆପଡ଼ା ଜିଲ୍ଲା ଆଜି ଆମ ଖଡ଼ିଆଳ (ସ୍ୱୟଂ ଶାସିତ) ମହାବିଦ୍ୟାଳୟ, ଖଡ଼ିଆଳ ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପରିଚାଳିତ!-->…
Read More...
Read More...
ଗଜପତିର ସଫଳ ମାଛ ଚାଷୀ ରାଜ୍ୟସ୍ତରରେ ସମ୍ମାନିତ
ପାରଳାଖେମୁଣ୍ଡି : ଚାଷ ଅଛି ଯାହାର କି ଆନନ୍ଦ ତାହାର । ଏଭଳି ଜଣେ ଚାଷୀ ଯିଏ କି ନିଜ ଉଦ୍ୟମରେ ଛେଳି ବିକ୍ରି କରି ନିଜ ଜମିରେ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ ଆଉ ଲାଭବାନ ମଧ୍ୟ ହଇଛିନ୍ତି । ପରେ ସରକାରୀ ସହାୟତା ପାଇ ବର୍ତ୍ତମାନ ଦେଢ ଏକର ପୋଖରୀରେ ମାଛ ଚାଷ କରି ଦୁଇ ଲକ୍ଷ ଟଙ୍କା!-->…
Read More...
Read More...
ରାମକୃଷ୍ଣ ନଗରରୁ ଗେଟଭାଙ୍ଗି ବୁଲେଟ ଚୋରି ଅଭିଯୋଗ
ସୁବର୍ଣ୍ଣପୁର : ସୋନପୁର ସହରରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଉଛି । ସେହିକ୍ରମରେ ଗତରାତି ସହରର ୱାର୍ଡ଼ ନଂ ୧ ସ୍ଥିତ ରାମକୃଷ୍ଣ ନଗରରୁ ଘରର ମୁଖ୍ୟ ଗେଟଭାଙ୍ଗି ଏକ ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ମଡେଲର ଏକ ବୁଲେଟ ମଟର ସାଇକେଲ୍ ଚୋରି ହୋଇଥିବାର ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ!-->…
Read More...
Read More...
ପଲ୍ଲୀ କବି ନନ୍ଦ କିଶୋର ବଳ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର
ଫୁଲବାଣୀ : ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଙ୍ଘ, କନ୍ଧମାଳ ତରଫରୁ ତାର ପାରମ୍ପରିକ ଲୋକ କଳାକାର ସମାବେଶ -୨୦୨୩ ଅବସରରେ କନ୍ଧମାଳର ପ୍ରସିଦ୍ଧ କବି ଓ ଲେଖକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମର୍ଯ୍ୟାଦାଜନକ ପଲ୍ଲୀକବି ନନ୍ଦ କିଶୋର ବଳ ସମ୍ମାନରେ ଭୂଷିତ କରାଯାଇଛି । ଫୁଲବାଣୀର ବିଧାୟକ!-->…
Read More...
Read More...
୨୬ ଲକ୍ଷ ଟଙ୍କା ମୂଲ୍ୟର ଡିଜେଲ ଚୋରିର ପର୍ଦ୍ଦାଫାଶ, କାର ଓ ଟ୍ୟାଙ୍କର ସହ ୭ ଜଣ ଗିରଫ
ସମ୍ବଲପୁର: ଜଟଣୀରୁ ସମ୍ବଲପୁର ଭୂମିଗତ ପାଇପ ଲାଇନରେ ଡିଜେଲ ଓ ପେଟ୍ରୋଲ ଅଣାଯାଇଥିବା ବ୍ୟବସ୍ଥାରେ ସିନ୍ଧି ମାରି ୨୬ ଲକ୍ଷ ଟଙ୍କାର ୮,୫୦୦ ଲିଟର ଡିଜେଲ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳ ହୋଇଛି । ଏ ବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଆଜି ମିଳିଥିବା ଏକ!-->…
Read More...
Read More...
୨୮ରୁ ସାରା ରାଜ୍ୟରେ ବଢ଼ିବ ତାତି
ଭୁବନେଶ୍ୱର : ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି। ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ବଢ଼ିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର କରିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ!-->…
Read More...
Read More...
ଜିଲ୍ଲା ପାଇଁ ଗୌରବ ଆଣିଲେ ଧନଲକ୍ଷ୍ମୀ, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ପୁରୀ : ପୁରୀ ପାଇଁ ଗୌରବ ଆଣିଲେ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ରାଓ । ଗତ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ କୋଲକତା ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସବ୍ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ ଚାମ୍ପିୟାନସିପରେ ପୁରୀ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ଏଥିରେ ଭାଗ ନେଇ ବ୍ରୋଞ୍ଜ!-->…
Read More...
Read More...
ବଜେଟରୁ ନିରାଶ, ଦିବାରାତ୍ରୀ ଆନ୍ଦୋଳନ କରିବେ ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ
ସମ୍ବଲପୁର: ଚଳିତ ବଜେଟରୁ ନିରାଶ ହୋଇଥିବା ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ ଆଗାମୀ ମାର୍ଚ୍ଚ ୧୩ ତାରିଖରୁ ଦିବାରାତ୍ରି ଧାରଣା ଆନ୍ଦୋଳନ ସକାଶେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବଜେଟରେ ଅଙ୍ଗନବାଡି କର୍ମୀ, ଅଶା କର୍ମୀ ତଥା ସାଧାରଣ ଶ୍ରମିକଙ୍କ ଭତ୍ତାବୃଦ୍ଧି, ସାମାଜିକ!-->…
Read More...
Read More...
ବାଇକକୁ ପିଟିଲା ବସ୍, ଜଣେ ମୃତ
ପୁରୀ: ବ୍ରହ୍ମଗିରିରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ବାଇକ୍କୁ ପିଟିଲା ବସ୍ । ଚାଲିଗଲା ଜଣଙ୍କ ଜୀବନ । ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡାଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି ଅପିଠି ଗ୍ରାମର କମଳ ସାମନ୍ତରାୟଙ୍କ ମୃତଶରୀର । କମଳ!-->…
Read More...
Read More...
ଗାନ୍ଧୀ ମଇଦାନରେ କ୍ଷୁଦ୍ର ଚଳଚ୍ଚିତ୍ରର ଦ୍ୱିତୀୟ ସଂଧ୍ୟା
ଦଶପଲ୍ଲା : - ଦଶପଲ୍ଲା ଚଳଚ୍ଚିତ୍ର ମହୋତ୍ସବ କମିଟି ( ଚମକ) ଏବଂ ଫେସବୁକ ପେଜ୍ " ଆମ ନୟାଗଡ଼ "ର ମିଳିତ ସହଯୋଗରେ ଶୁକ୍ରବାର ଠାରୁ ଲୋକକଳା ଗ୍ରାମ, କୁଞ୍ଜବନଗଡ, ମହାବୀର କ୍ଷେତ୍ର, ଦଶପଲ୍ଲାଠାରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତା ମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୩ ଦ୍ୱିତୀୟ!-->…
Read More...
Read More...