Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା

ପୁରୀ : ଚଳିତ ମାସ ୨୩ ତାରିଖରେ ସୁଆଣ୍ଡୋ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସହ ଗୋପବନ୍ଧୁ ସଂଗ୍ରାହାଳୟ ଓ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି।ଏହାକୁ ସୁଚାରୁ ରୁପେ ପରିଚାଳନା ପାଇଁ ଆଜି ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ ଓ
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ପୁରୀ ଜିଲ୍ଲା ବିଜେଡି

ପୁରୀ : ଆଗାମୀ ଦିନରେ ପୁରୀ ଜିଲା ରେ ବନ୍ୟାଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ଅସୁବିଧା ହେବ ନାହିଁ । ପୁରୀ ଜିଲ୍ଲାରେ ଡ୍ରେନେଜ୍‌ ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ଶହ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଭାପତି ମହେଶ୍ୱର
Read More...

ବାଇକ୍‌କୁ ପିଟିଲା ଟ୍ରକ୍‌, ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ଘୋଟସର ସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ବାଇକକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଇକ୍‌ ଆରୋହୀ ବୋଡେନ ଥାନା କର୍ଲାକୋଟ
Read More...

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ବନାଞ୍ଚଳ ତରଫରୁ ସିନାପାଲି ଠାରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ
Read More...

ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ସ୍ଥାନୀୟ କ୍ଷେତରାଜପୁର ପୁଲିସ ଥାନା ଅନ୍ତର୍ଗତ ଫାର୍ମରୋଡ ଠାରେ ସକ୍ରିୟ ଏକ ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢ଼ାଉ ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ କାଠ ଜବତ ସହିତ କରତକଳ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ଆଜି ସହରର ହୋଟେଲ ଗ୍ରୀନପାର୍କରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କ୍ଷେତ୍ରିୟ କାର୍ଯ୍ୟକର୍ତ୍ତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ବିପିନ ଦାସ, ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମିହିର ପାଣି, ରାଜ୍ୟ ସଂଯୋଜକ ବଳଦେବ ବେଦବାକ, ରାଜ୍ୟ ଉପସଭାପତି ଗୋପାଳଜୀ
Read More...

ଗରିବ କଲ୍ୟାଣ ଅନ୍ନ ଯୋଜନା ଘଟଣାକୁ ନେଇ ବିଜେଡି କର୍ମୀଙ୍କ ଗଣଧାରଣା

ହରଭଙ୍ଗା : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ପଂଚାୟତ ଅଫିସ ସାମ୍ନାରେ ଗଣଧାରଣା ଦେଇଥିବା ଦେଖିବାକୁ
Read More...

ନୀଳକଣ୍ଠେଶ୍ୱର ନକ୍‌ ଆଉଟ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ସାନଟେମରୀ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ମିନିଷ୍ଟାଡିଅମଠାରେ ନୀଳକଣ୍ଠେଶ୍ୱର କ୍ରିକେଟ କ୍ଳବ, ଆନୁକୂଲ୍ୟରେ ଚାଲିଥିବା ନୀଳକଣ୍ଠେଶ୍ୱର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମହିଚଲା ଓ ଟେମରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଭୀମା ବିବାହ ଓ ବିହନ ଯାତ୍ରା ସହ ସମାପନ ହେଲା ବାଲିଯାତ୍ରା

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଦୀର୍ଘ ଏକ ମାସ ଧରି ଚାଲିଥିବା ବାଳିଯାତ୍ରା ବୁଧବାର ପଣ୍ଡରା ଭୀମା ଦେବଙ୍କ ବିବାହ ଓ ବିହନ ଛିନା କାର୍ଯ୍ୟ ସହ ଉଦଯାପିତ ହୋଇଛି । ଗତକାଲି ଭିମା ଖୁଣ୍ଟ ସ୍ଥାପନ ଓ ବଳୀ ପ୍ରଦାନ କରାଯାଇଥିବା ବେଳେ ବୁଧବାର ସକାଳୁ
Read More...

ଚାଉଳ ପାଇଁ ବିଜେଡିର ପ୍ରତି ପଞ୍ଚାୟତରେ ଧାରଣା

ପାଟଣାଗଡ : ଆଜି ପାଟଣାଗଡ ବିଜେଡି ପକ୍ଷରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଯୋଗୁଁ ୫ କିଲୋ ଚାଉଳ କଟା ପ୍ରସଙ୍ଗକୁ ନେଇ ବ୍ଲକରେ ଥିବା ୩୦ ଗୋଟି ପଞ୍ଚାୟତରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଏହି ବିଧାୟକ ସରୋଜ କୁମାର ମେହେରଙ୍କ ସମେତ
Read More...