Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂଆପଡା ବିଜ୍ଞାପିତ ପରିଷଦ ପକ୍ଷରୁ ସାଇକେଲ ବଣ୍ଟନ
ନୂଆପଡା : ନୂଆପଡ଼ା ଜିଲ୍ଲା ନୂଆପଡ଼ା ସଦର ମହକୁମା ସ୍ଥିତ ସଦଭାବନା ସଭା ଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଆଜି ନୂଆପଡ଼ା ବିଜ୍ଞାପିତ ପରିଷଦର ୩୩ ଜଣ କର୍ମଚାରୀଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ନୂଆପଡ଼ାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା!-->…
Read More...
Read More...
ତୀର୍ଥଯାତ୍ରା ଯୋଜନା ପାଇଁ ୮ଟି ଜିଲ୍ଲାରୁ ୯୭୦ ବରିଷ୍ଠ ନାଗରିକ ଓ ୩୦ ଅଧିକାରୀ ଚିହ୍ନିଟ
ସମ୍ବଲପୁର: ଓଡିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ଚଳିତ ମାର୍ଚ୍ଚ ୧୬ରୁ ୨୨ ତାରିଖ ମଧ୍ୟରେ ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାରୁ ଚୟନ ହେଇଥିବା ୯୭୦ଜଣ ବରିଷ୍ଠ!-->…
Read More...
Read More...
ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ବାଲେଶ୍ଵର: ମୟୂରଭଞ୍ଜ ସିମାନ୍ତ ଝରିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ୫୭ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।ସୂଚନା ଅନୁସାରେ ଭୋର ୫ଟା ସମୟରେ ଝରିଆ ଗ୍ରାମର ଭୋଲା ରାମ (୫୭) ସପରିବାର ଘରେ ଶୋଇଥିବା ବେଳେ, ବାହାରେ କିଛି!-->…
Read More...
Read More...
ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବତ୍କୃତା ପ୍ରତିଯୋଗୀତା
ଫୁଲବାଣୀ :-ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବକ୍ରୃତା ପ୍ରତିଯୋଗୀତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ!-->…
Read More...
Read More...
ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ
ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ଚାହକା ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିଙ୍ଗଭାଡି ଗ୍ରାମର ଅମର ଶବରଙ୍କ ପୁଅ ବୈଜଳ ଶବର(୩୦) ବୋଲି ଜଣାପଡିଛି । ସ୍ଥାନୀୟ!-->…
Read More...
Read More...
ଚତୁର୍ଥ ଥର ପାଇଁ ଜିଲ୍ଳା ବିଜେଡି ସଭାପତି ହେଲେ ସରୋଜ କର୍ଣ୍ଣ
ଫୁଲବାଣୀ :- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ସରୋଜ କର୍ଣ୍ଣଙ୍କ ନାମ ଘୋଷଣା କରିବା ସହ ଜିଲ୍ଲା କମିଟି ଘୋଷଣା କରିଛନ୍ତି । ଚତୁର୍ଥ ଥର ପାଇଁ ଜିଲ୍ଲା ସଭାପତି ଭାବେ ଚୟନ ହେବା ପରେ ଶ୍ରୀଯୁକ୍ତ କର୍ଣ୍ଣ ମାନ୍ୟବର ମୁଖ୍ୟ ମନ୍ତ୍ରୀ, କନ୍ଧମାଳ ସାଂସଦ!-->…
Read More...
Read More...
ଟ୍ରକ୍ ଧକ୍କାରେ ପୁଲିସ କର୍ମଚାରୀଙ୍କ ଜୀବନ ଚାଲିଗଲା
"ନବରଙ୍ଗପୁର ୨।୩: ନବରଙ୍ଗପୁର ଥାନା ସର୍କିଟହାଉସ୍ ରୋଡରେ ଏକ କୋଇଲା ବୋଝେଇ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କାରେ ପୁଲିସ କର୍ମଚାରୀଙ୍କ ଜୀବନ ଚାଲିଯାଇଛି । ତାଙ୍କ ନାଁ ନକୂଳମାଝୀ (୨୭) । ସେ ନବରଙ୍ଗପୁର ରିଜର୍ଭ ପୁଲିସ ମୁଖ୍ୟାଳୟରେ ଓପିଏଫ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ!-->…
Read More...
Read More...
ଆସନ୍ତାକାଲିଠାରୁ ବୁବେଲ ଦୋଳ ମହୋତ୍ସବ ଓ କଂସ ଦରବାର
ବଲାଙ୍ଗୀର : ପୁଇଁତଲା ବ୍ଳକ ବୁବେଲଠାରେ ଆସନ୍ତାକାଲିଠାରୁ ୭୬ତମ ଦୋଳ ମହୋତ୍ସବ ଆରମ୍ଭ ହେବ । ଏ ଅବସରରେ ୩ତାରିଖରୁ ୭ତାରିଖ ଯାଏ ପ୍ରତିଦିନ ସଂଧ୍ୟାରେ କଂସ ରାଜ ଦରବାର ବସିବ । କଂସରାଜଙ୍କ ଦରବାରରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ!-->…
Read More...
Read More...
ନିଆଁ ଲାଗି ଜଳିଗଲା ୪ ବଖରା ଘର
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସାନଜିରି ଗ୍ରାମରେ ନିଆଁ ଲାଗି ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଗ୍ରାମର ତୁଳା ଜାନୀ ଓ ବାଳକୃଷ୍ଣ ଜାନୀଙ୍କ ଘରେ ନିଆଁ ଲାଗିଯିବା ଦ୍ୱାରା ତୁଳା ଜାନୀଙ୍କର ଗୋଟିଏ ବଖରା ଓ!-->…
Read More...
Read More...
ଖୁବଶୀଘ୍ର ନୂଆ ରୂପ ପାଇବ ପଞ୍ଚତୀର୍ଥ ପୁଷ୍କରିଣୀ
ପୁରୀ : ଆଉ କିଛଦିନ ପରେ ନୂଆ ରୂପ ପାଇବ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ । ପବିତ୍ର ପଞ୍ଚତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି । ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ୱରେ ଭାଙ୍ଗି ଯାଇଥିବା ପାଚେରୀ ଗୁଡ଼ିକ ନିର୍ମାଣ କରାଯାଉଛି ।!-->…
Read More...
Read More...