Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟେଲିକମ୍ ଗ୍ରାହକଙ୍କ ସୁରକ୍ଷା ଏବଂ ସାଇବର ଅପରାଧ ସଂପର୍କୀୟ କାର୍ଯ୍ୟକ୍ରମ
ଫୁଲବାଣୀ :- ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ ଟେଲିକମ୍ ନିୟନ୍ତ୍ରଣ ଅଥରିଟି ଇଣ୍ଡିଆ ପ୍ରାୟୋଜିତ ତଥା ବାର୍ଡ ସଂସ୍ଥା ଆୟୋଜିତ ଟେଲିକମ୍ ଗ୍ରାହକଙ୍କ ସୁରକ୍ଷା ଏବଂ ସାଇବର ଅପରାଧ ସଂପର୍କୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେଇ କଲେଜ!-->…
Read More...
Read More...
ତୀର୍ଥଯାତ୍ରାରେ ଗଲେ ୧୫୯ ଜଣ ବରିଷ୍ଠ ନାଗରିକ
ପୁରୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ଆଜି ୧୫୯ ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି । ଏହି ବରିଷ୍ଠ ନାଗରିକମାନେ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରିବେ । ସେମାନେ ଆଜି ଭୁବନେଶ୍ୱରରେ ରହିବେ ଓ ଆସନ୍ତାକାଲି ମଧ୍ୟାହ୍ନରେ ଯାତ୍ରା!-->…
Read More...
Read More...
ଜିଲ୍ଲାସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି,୩/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କନଫରେନସ ହଲ ଠାରେ ଜିଲ୍ଲାସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଗତ ୧ ତାରିଖରୁ ଆରମ୍ଭ ହୋଇଥିଲା । କାଶୀ ନଗର!-->…
Read More...
Read More...
ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସଂପନ୍ନ
ପୁରୀ : ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷ କୃତ୍ୟ ପୁରୀ ସ୍ୱର୍ଗ ଦ୍ୱାରରେ ସଂପନ୍ନ ହୋଇଛି । ଶହ ଶହ ଶୁଭେଛୁ ପିଣ୍ଟୁଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ହଠାତ୍ ପିଣ୍ଟୁ ତାଂକ ଗହଣରୁ ଚାଲିଯିବା ତାଂକ ବନ୍ଧୁ ଶୁଭେଛୁ ଗ୍ରହଣ କରି ପାରୁନାହାନ୍ତି । ପିଣ୍ଟୁଙ୍କୁ ତାଙ୍କ ପୁଅ ଶ୍ରୀୟନ୍ସ!-->…
Read More...
Read More...
ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର ଉଦଯାପିତ
ସୁବର୍ଣ୍ଣପୁର,୩/୩- ସୋନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୬ ତମ ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର ଗତ ଦୁଇଦିନ ଧରି ଆୟୋଜିତ ହୋଇଯାଇଛି । ଜୁନିଅର ରେଡ଼କ୍ରସ ପରିବାର ସହ ଜୀବନସାରା ଯୋଡି ହୋଇଥିବା ପୂର୍ବତନ ଜୁନିଅର ରେଡ଼କ୍ରସ ଅଫିସର ଧରମ ସିଂ ମିଶ୍ର ପତାକା!-->…
Read More...
Read More...
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ
ବାଲିଗୁଡ଼ା: ପାରିବାରିକ କଳହର କରୁଣ ପରିଣତି । ଅମାନୁଷିକ ଭାବେ ସ୍ତ୍ରୀକୁ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଖବରପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା!-->…
Read More...
Read More...
ସରକାରୀ ଯୋଜନାରୁ ବଞ୍ଚିତ ବୃଦ୍ଧା
ହରଭଙ୍ଗା,୩/୩- ଗରିବ ଓ ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା କରି ସରକାର ବାହାବା ନେଉଥିବାବେଳେ ହରଭଙ୍ଗା ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି । ସୂଚନା ମତେ ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ବିଧବା ଅସହାୟ ବୃଦ୍ଧା ହେମ ଖପରଧୁଆ (୮୫)ବୟସର ଅପରାହ୍ନରେ ପହଂଚିଥିବା!-->…
Read More...
Read More...
ଥାନାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ
ହରଭଙ୍ଗା ୩/୩- ଫେବୃଆରୀ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା ଓଡିଶା ପ୍ରଦେଶ ତରଫରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କରି ଯାଉଥିବାବେଳେ ବିଜେପିକର୍ମୀଙ୍କୁ କିଛି ସାଧା ପୋଷାକଧାରୀ ପୋଲିସ ଓ ପ୍ରଶାସନ ଯୋଜନା ମୁତାବକ ଅତର୍କିତ ଓ ମରଣାନ୍ତକ ଆକ୍ରମଣ ଓ!-->…
Read More...
Read More...
ଅରୁଣଙ୍କ ମାରାଥନ୍ ଉଦଘାଟନ ଓ ଶିଳାନ୍ୟାସ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଓ ଶରଧାପୁର ପଞ୍ଚାୟତରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ମାରାଥନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ତହସିଲ ୯ ଗୋଟି ଆରଆଇ ସର୍କଲ ରହିଥିବାବେଳେ ଜନସାଧାରଣଙ୍କ ହାତ!-->…
Read More...
Read More...
ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ କିପର ଗ୍ୟାସ ବ୍ୟବହାର କରାଯିବ ସେନେଇ ଖଡ଼ିଆଳ ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କରିଥିଲେ । ଏହି ତାଲିମ ପ୍ରଦାନର ଉଦ୍ଦେଶ୍ୟ ବର୍ତ୍ତମାନ ସମସ୍ତ ଅଙ୍ଗନବାଡି!-->…
Read More...
Read More...