Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଟଣାଗଡ଼ ଏନ୍ଏସି ତରଫରୁ ଗୋଷ୍ଠୀ ସହଭାଗିତାଙ୍କୁ ସାଇକେଲ ବିତରଣ
ପାଟଣାଗଡ଼ : ପାଟଣାଗଡ଼ ଏନ୍ଏସି ଅନ୍ତର୍ଗତ ଗଡ଼ ଭିତରେ ପଡ଼ିଆ ପାଖରେ ଥିବା ପାଟଣେଶ୍ୱରୀ ଉତ୍ସବ ଭବନଠାରେ ଏନ୍ଏସି ପକ୍ଷରୁ ଗୋଷ୍ଠୀ ସହଭାଗିତାମାନଙ୍କୁ ସ୍ୱଚ୍ଛ ଭାରତ ମିଶନ ତରଫରୁ ସାଇକେଲ ବଣ୍ଟନ କରାଯାଇଥିଲା । ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରହରି ମହନ୍ତଙ୍କ ତତ୍ତ୍ୱାବଧାନରେ!-->…
Read More...
Read More...
ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା
ବାଲିଗୁଡ଼ା: ଆଜି ବିଜେଡ଼ି ପାଳୁଛି ୧୦୭ତମ ବିଜୁ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳର ଶତାଧିକ ଯୁବକ!-->…
Read More...
Read More...
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତୁତ ଆଇସକ୍ରିମ ପାର୍ଲର ଓ ଏଗ୍ରିମଲର ଲୋକାର୍ପଣ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର,୪/୩ :- ଏକ ଜିଲ୍ଲା ଏକ ଉତ୍ପାଦ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଳାରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ୨୦ହଜାର ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତାର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ!-->…
Read More...
Read More...
ମଧୁବାବୁ ପେନସନ ଯୋଜନାରେ ଭତ୍ତା ପରିଚୟ ପତ୍ର ଆବଣ୍ଟନ ମେଳା
ବୌଦ୍ଧ,୪/୩:- ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପରିଚୟ ପତ୍ର ଆବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ,!-->…
Read More...
Read More...
ସମାଜସେବୀଙ୍କ ପରଲୋକ
ହରଭଙ୍ଗା,୪/୩:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଳକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ତାକୁଡ଼ ଗ୍ରାମର ଗୌନ୍ତିଆ ତଥା ବିଶିଷ୍ଠ ସମାଜସେବୀ ତ୍ରିଲୋଚନ ଦେହୁରୀଙ୍କ ପରଲୋକ ଘଟିଛି । ଗତ କିଛି ଦିନ ହେବ ଶ୍ରୀ ଦେହୁରୀ ରକ୍ତ କର୍କଟ ରୋଗରେ ପୀଡିତ ହେବା ସହ ଚିକିତ୍ସିତ ହେଉଥିଲେ । ତେବେ ଶୁକ୍ରବାର!-->…
Read More...
Read More...
ଟାଟା ଏସିକୁ ଧକ୍କାଦେଲା ଟ୍ରକ ଜଣେ ମୃତ, ଟ୍ରକ ଡ୍ରାଇଭର ଫେରାର
ହରଭଙ୍ଗା,୪/୩:- ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଆଡେଣିଗଡ ଫାଣ୍ଡି ଅଧିନସ୍ତ ମାଧପୁର ବନଦୁର୍ଗା ମନ୍ଦିର ନିକଟରେ ଶନିବାର ପୂର୍ବାହ୍ନରେ ଏକ ଟାଟା ଏସିକୁ ଟ୍ରକ ଧକ୍କା ଦେବା ଫଳରେ ଟାଟାଏସି ଗାଡିରେ ଥିବା ଯାତ୍ରୀ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ!-->…
Read More...
Read More...
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
ବୌଦ୍ଧ,୩/୩:- ଆଜି ସନ୍ଧ୍ୟାରେ ସ୍ଥାନୀୟ କଚେରୀ ପଡିଆ ଠାରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ ଓ ପାନୀୟଜଳ,!-->…
Read More...
Read More...
ଚବିଶ ପ୍ରହରୀ ନାମଯାଜ୍ଞ ପାଇଁ କଳସ ଶୋଭାଯାତ୍ରା
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର ମୁଣ୍ଡୋଦହର ଗାଁରେ ଚବିଶ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ ଗାଁର ୧୧୧ ଜଣ ମହିଳା ନିକଟସ୍ଥ ପୋଖରୀକୁ ଯାଇ ପୋଖରୀ କୂଳରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ପୂର୍ଣ୍ଣ କଳସ ଧରି!-->…
Read More...
Read More...
ଭୈରବୀ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶଚନ୍ଦ୍ର ତାରିଣୀଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ସୂଚନା ଓ ଲୋକ!-->…
Read More...
Read More...
କାର୍ଯ୍ୟରୁ ଅବସର ନେଲେ ପ୍ରଧାନ ଶିକ୍ଷକ ଥବିର ବିଷୋୟୀ
ନନ୍ଦାହାଣ୍ଡି,୩/୩ : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ପଠାନଗୁଡା ଠାରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଥବିର ବିଷୋୟୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ସେ ଗତ ୨/୨ /୧୯୮୮ ମସିହାରେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଗତ ୨୮/୨/୨୦୨୩ ରେ ସେ!-->…
Read More...
Read More...