Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜକୁମାର ମିଶ୍ର ଗୃହ ନିର୍ମାଣ ନିଗମର ନିର୍ଦ୍ଦେଶକ ନିର୍ବାଚିତ
ସୁବର୍ଣ୍ଣପୁର: ଜିଲ୍ଲାର ବିଶିଷ୍ଟ ସମବାୟବିତ ରାଜକୁମାର ମିଶ୍ର ଚଳିତ ବର୍ଷର ଓଡିଶା ସମବାୟ ଗୃହନିର୍ମାଣ ନିଗମର ୧୬ନଂ ଜୋନରୁ ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରଞ୍ଜନକୁମାର ଦାସଙ୍କ ଠାରୁ ଗୋଟିଏ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି । ସେ!-->…
Read More...
Read More...
ହୀରାଞ୍ଚଳ ପ୍ରଭାବ: ଶିଶୁପୁତ୍ରର ମୁଣ୍ଡ ବଢିବା ପ୍ରସଙ୍ଗ, ଉଚ୍ଚତର ଚିକିତ୍ସା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ବଢ଼ାଇଲା…
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ବଳଦ ମୁଣ୍ଡା ଗ୍ରାମର ଅମିତ ଦେହୁରୀଙ୍କ ୭ବର୍ଷର ପୁଅ ଅଂଶୁମାନର ଦିନକୁ ଦିନ ମୁଣ୍ଡ ବୃଦ୍ଧି ପାଇବା ସହ ବିକଳାଙ୍ଗ ହେବା ଆଡକୁ ଗତି କରୁଛନ୍ତି । କିନ୍ତୁ ଅମିତ ଜଣେ ଦିନ ମଜୁରିଆ ହୋଇଥିବାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଅର!-->…
Read More...
Read More...
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ
ପୁରୀ : ପୁରୀ ଟାଉନ୍ ହଲରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି ଯୋଜନାରେ ଜଳସାଥି, ଆହାର କର୍ମୀ, ସ୍ୱଚ୍ଛ!-->…
Read More...
Read More...
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ଡ଼ିଆଇଜିଙ୍କୁ ଦାବିପତ୍ର
ସମ୍ବଲପୁର:ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଉତ୍ତରାଞ୍ଚଳ ଡ଼ିଆଇଜିଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏବିଷୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି । ଗତ ସୋମବାର ଦିନ ସୋହେଲା ଠାରେ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ!-->…
Read More...
Read More...
ଗ୍ରାମୀଣ ଲୋକକଳା ସଂଚାର ମହୋତ୍ସବ ଉଦଯାପିତ, ମହୋତ୍ସବ ବିଲୁପ୍ତ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ
ଖପ୍ରାଖୋଲ : ଆଧୁନିକତାର ପ୍ରଭାବରେ ସମାଜରୁ ହଜିଯାଉଛି ଅନେକ ଲୋକ କଳା ଏବଂ ଲୋକ ସଂସ୍କୃତି ଏହାର ପୁନରୁଦ୍ଧାର ଆବଶ୍ୟକ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଣାଳୟ ସାହାୟତାରେ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡା ଠାରେ ଓମ୍ ବୈଦିକ ସଂସ୍କୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ଲୋକ କଳା!-->…
Read More...
Read More...
ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ
ପାରଳାଖେମୁଣ୍ଡି : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯାଜପୁରଠାରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଏହାର!-->…
Read More...
Read More...
ସବୁ ପ୍ରୟାସ ନିଷ୍ଫଳ, ହୁତ୍ ହୁତ୍ ହୋଇ ଜଳୁଛି ଦଶପଲ୍ଲା ଜଙ୍ଗଲ
ଦଶପଲ୍ଲା : ତାପମାତ୍ରା ବୃଦ୍ଧି ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଛି ଜଙ୍ଗଲ ନିଆଁ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବନବିଭାଗ ତରଫରୁ ସରକାରୀ ଓ ବେସରକାରୀ ସ୍ତରରେ ଗାଁ ଗାଁରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ,ବୈଠକ, ପ୍ରଚାର ପତ୍ର ବଣ୍ଟନ କରାଯାଉଥିଲେ ମଧ୍ୟ କିଏ ମହୁଲ!-->…
Read More...
Read More...
ତୀର୍ଥଯାତ୍ରାରେ ଯିବେ ୧୫୯ ଜଣ ବରିଷ୍ଠ ନାଗରିକ
ପୁରୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ୨୦୨୨-୨୩ ବର୍ଷ ପାଇଁ ୧୫୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ । ଏହି ବରିଷ୍ଠ ନାଗରିକ ମାନେ ଚଳିତ ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି!-->…
Read More...
Read More...
ଖରା ଆରମ୍ଭରୁ ଜଳକଷ୍ଟ ; ଲୋକେ ପାଣି ପାଇଁ ଡହଳ ବିକଳ, ଅଜଥା ହେଉଛି ଜଳ ନଷ୍ଟ
ବାଲିଗୁଡ଼ା: ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ୱାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ୱାର୍ଡରେ ପାଇପ୍ ଲାଇନ୍ ସଂଯୋଗ!-->…
Read More...
Read More...
ଦାଉ ସାଧୁଛି ମୁଣ୍ଡର ଅସ୍ୱାଭାବିକ ବୃଦ୍ଧି : ମୃତ୍ୟୁ ସହ ସଂଘର୍ଷ କରୁଛି ସାତ ବର୍ଷର ଶିଶୁ,ସରକାରୀ ସହାୟତା ହିଁ…
ହରଭଙ୍ଗା ,୧/୩ : ଯେଉଁ ବୟସରେ ହସିଖେଳି,ପାଠପଢି ସମୟ ବିତାଇବା କଥା,ସେହି ବୟସରେ ମୃତ୍ୟୁ ସହ ସଂଘର୍ଷ କରୁଛି ସାତ ବର୍ଷ ବୟସର ଏକ ଶିଶୁ । ପ୍ରତି ମୁହୂର୍ତ୍ତରେ କେବଳ ଅସହ୍ୟ ଯନ୍ତ୍ରଣା ହିଁ ଯନ୍ତ୍ରଣା । ଖଟରେ ଏକାକୀ ପଡ଼ିରହି ଛଟପଟ ହେଉଛି । ଜୀବନ ଉପରେ ଦାଉ ସାଧୁଛି ଏକ ଅଦ୍ଭୁତ ରୋଗ ।!-->…
Read More...
Read More...