Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚାକିରି ଆଶୟୀଙ୍କ ପାଇଁ ବଡ ଖବର, ଏବର୍ଷ 40 ହଜାରଙ୍କୁ ମିଳିବ ନିଯୁକ୍ତି
ସୁନ୍ଦରଗଡ଼,୧।୮: ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରିର ଏକ ବଡ଼ ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟ!-->…
Read More...
Read More...
କିରୋସିନୀ ଢାଳି ହତ୍ୟା କଲା ନିଷ୍ଠୁର ସ୍ବାମୀ
ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଳି ଗ୍ରାମରେ ସ୍ତ୍ରୀ ଦେହରେ କିରୋସିନୀ ଢାଳି ନିଆଁ ଲଗାଇବା ସହ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ଅପରାହ୍ନରେ ପୀଡ଼ିତା ମହିଳାଙ୍କର କଟକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ରେଙ୍ଗାଳି ଗ୍ରାମର ବିଜୟ!-->…
Read More...
Read More...
ବୌଦ୍ଧ ଆଦର୍ଶ ବସଷ୍ଟାଣ୍ଡ ପରିଦର୍ଶନ କଲେ ନୂତନ ଜିଲ୍ଲାପାଳ
ବୌଦ୍ଧ,୩୧ା୭ : ବୌଦ୍ଧ ଠାରେ ନିର୍ମାଣାଧିନ ଆଦର୍ଶ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ l ଶ୍ରୀ ନାୟକ ତିନି ଦିନ ତଳେ ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ବୌଦ୍ଧଗଡ଼ ଏନଏସି ଦ୍ୱାରା ପରିଚାଳିତ ନିର୍ମାଣାଧିନ!-->…
Read More...
Read More...
ବିଭିନ୍ନ ବିଭାଗର ଉନ୍ନୟନ କାମର ସମୀକ୍ଷା କଲେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ
ବୌଦ୍ଧ,୩୧ା୭ : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ ତଥା ବୌଦ୍ଧ ଜିଲା ନୋଡାଲ ଅଫିସର ଡ. ବିଜୟ କେତନ ଉପାଧାୟ ଦୁଇଦିନିଆ ବୌଦ୍ଧ ଜିଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ପରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବିଭାଗୀୟ ସମୀକ୍ଷା କରିଥିଲେ । ଜିଲାପାଳଙ୍କ!-->…
Read More...
Read More...
ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କଲେ ରାହୁଲ
ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି ଯେଉଁଥିରେ ସେ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ବୟାନ ସତ୍ୟକୁ!-->…
Read More...
Read More...
ଏହି ହିତାଧିକାରୀଙ୍କୁ ମିଳିବନି ସୁଭଦ୍ରାର ତୃତୀୟ କିସ୍ତି
ଭୁବନେଶ୍ବର: ଅଗଷ୍ଟ ୯ ତାରିଖରେ ହିତାଧିକାରୀଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ମିଳିବ। କୋଟିଏ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା ମିଳିବ। ଜୟପୁରରୁ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ସରକାର ବାଣ୍ଟିବେ। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ!-->…
Read More...
Read More...
ଶୀଘ୍ର ହେବ ଓଟିଇଟି ପରୀକ୍ଷା
ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଓଡ଼ିଶା ପୁଲିସର କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଶିକ୍ଷକ କି ଯେତେ ବଡ଼ ଲୋକ ଥାଆନ୍ତୁ, କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏହାର ତଦନ୍ତ ଚାଲିଛି।!-->…
Read More...
Read More...
ଏଥର ସୂର୍ଯ୍ୟବଂଶୀଙ୍କ ଟାର୍ଗେଟରେ ରହିବେ ଅଷ୍ଟ୍ରେଲିଆ ବୋଲର
ନୂଆଦିଲ୍ଲୀ- ଇଂଲଣ୍ଡରେ ବିପର୍ଯ୍ୟୟ ଘଟାଇବା ପରେ ଭାରତୀୟ ୧୯ ବର୍ଷରୁ କମ୍ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଅଷ୍ଟ୍ରେଲିଆରେ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ। ବୁଧବାର ଦିନ, ବିସିସିଆଇ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତ ୧୯ ବର୍ଷରୁ କମ୍ ଦଳ ଘୋଷଣା କରିଛି। ଆୟୁଷ ମହାତ୍ରେଙ୍କୁ!-->…
Read More...
Read More...
ଶିକ୍ଷକ ବଦଳି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ
କଟକ: ରାଜ୍ୟରେ ଶିକ୍ଷକ ବଦଳି ଲାଗି ବିଧାୟକ ଓ ଏମ୍ପିଙ୍କ ସୁପାରିସ୍ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାରକରି ହାଇକୋର୍ଟଙ୍କ ପକ୍ଷରୁ ମଙ୍ଗଳବାର ଅନ୍ତରୀଣ ରହିତାଦେଶ ଜାରି କରାଯାଇଛି। ଏହାକୁ ନେଇ ଶିକ୍ଷକ, ସରକାର, ବିଧାୟକ ଏବଂ ଏମ୍ପିମାନେ ଏବେ!-->…
Read More...
Read More...
ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡ଼ା: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଗତ ମେ’ ୧ରୁ ଦୀର୍ଘ ୩ ମାସ ଧରି ଆଜି ପର୍ଯ୍ୟନ୍ତ ଏହି ଜାତୀୟ ଉଦ୍ୟାନ ବନ୍ଦ ରହିଛି । ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିବାବେଳେ!-->…
Read More...
Read More...