Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଞ୍ଜାମ ଛତ୍ରପୁରରେ ‘ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପ’ର ଶୁଭାରମ୍ଭ
ଛତ୍ରପୁର: ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଛତ୍ରପୁରର ମାଟିଖାଲରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ବିଶୋଧନ କରିବା ଦିଗରେ ଏକ ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପର!-->…
Read More...
Read More...
କୋରାପୁଟରେ ହେବ କ୍ୟାନସର ହସ୍ପିଟାଲ
କୋରାପୁଟ : କୋରାପୁଟରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ଘୋଷଣା । କୋରାପୁଟରେ ୨ ଏକର ଜମିରେ ହେବ କ୍ୟାନସର ହସ୍ପିଟାଲ । ସିକ୍କଲ ସେଲ୍ ରୋଗୀଙ୍କ ପାଇଁ ଡାକ୍ତରଖାନାର ଓ ଗବେଷଣା କେନ୍ଦ୍ର ଖୋଲାଯିବ । ପ୍ରତି ଗ୍ରାମ ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଏଠାରେ ୧୨୦!-->…
Read More...
Read More...
୨୦୨୫ ଗିଲ୍ଙ୍କ ପାଇଁ ଶୁଭଙ୍କର
ନୂଆଦିଲ୍ଲୀ : ଭାରତୀୟ ଦଳର ଯୁବ ଟେଷ୍ଟ ଅଧିନାୟକ ଶୁଭମନ ଗିଲ ପାଇଁ ୨୦୨୫ ବର୍ଷ ଏପର୍ଯ୍ୟନ୍ତ ଶୁଭଙ୍କର ହୋଇଛି ।ଏହି ବର୍ଷ ପ୍ରତି ମାସରେ ସେ କିଛି ନା କିଛି ସ୍ୱତନ୍ତ୍ର କରିଛନ୍ତି । ଇଂଲଣ୍ଡ ଗସ୍ତରେ ଚମତ୍କାର ପ୍ରଦର୍ଶନ କରି ଗିଲ କେବଳ ନିଜକୁ ପ୍ରମାଣିତ କରିନଥିଲେ, ବରଂ ତାଙ୍କୁ ଟ୍ରାଲ!-->…
Read More...
Read More...
ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ଆରମ୍ଭ
ଭୁବନେଶ୍ୱର, ୧୦।୮: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ଓ୍ବାଲର୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ଚାମ୍ପିଆନସିପ। ଏହି ପ୍ରତିଯୋଗିତା ଭୁବନେଶ୍ୱରର ଐତିହାସିକ କଳିଙ୍ଗ!-->…
Read More...
Read More...
୧୨ରୁ ପ୍ରବଳ ବର୍ଷିବ
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୩ ଅଗଷ୍ଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏହି ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ!-->…
Read More...
Read More...
ଫୁଲବାଣୀ ଆଦର୍ଶ ଥାନା ବୁଲି ଦେଖିଲେ ସତ୍ୟସାଇ ହାଇସ୍କୁଲର ଛାତ୍ରଛାତ୍ରୀ
ଫୁଲବାଣୀ: କନ୍ଧମାଳ ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୋଲିସର କାର୍ଯ୍ୟକାରିତା ଏବଂ ଆବଶ୍ୟକ ସ୍ଥଳେ ସାଧାରଣ ବ୍ୟକ୍ତିଙ୍କ ସମେତ ଛାତ୍ରଛାତ୍ରୀମାନେ ମଧ୍ୟ ସିଧାସଳଖ ଆସି ଫୁଲବାଣୀ ଆଦର୍ଶ ଥାନା ରେ ସେମାନଙ୍କର ଅଭିଯୋଗ କରିପାରିବା ନେଇ ଏକ ଏକ୍ସପୋଜର!-->…
Read More...
Read More...
ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା
ପୁରୀ : ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ର ପରମ୍ପରା ବହୁ ପ୍ରାଚୀନ। କୃଷ୍ଣ ଜନ୍ମ ଠାରୁ କଂସ ବଧ ପର୍ଯ୍ୟନ୍ତ ମନ୍ଦିର ଭିତରେ ଓ ବାହାରେ ଏହି ନୀତି ଗୁଡିକ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଆଠସାହି ଆଖଡା ମିଳିତ ସମନ୍ୱୟ ସମିତି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହଯୋଗରେ!-->…
Read More...
Read More...
ପଞ୍ଚଭୂତରେ ଲୀନ ହେଲା ଖଣ୍ଡପଡ଼ା ରାଜାଙ୍କର ପାର୍ଥିବ ଶରୀର
ଖଣ୍ଡପଡ଼ା :ଖଣ୍ଡପଡ଼ା ରାଜା ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ରାତିରେ ପରଲୋକ ହୋଇଥିବା ବେଳେ ସର୍ବସାଧାରଣଙ୍କ ଅନ୍ତିମ ଦର୍ଶନ ନିମନ୍ତେ ତାଙ୍କର ପାର୍ଥିବ ଶରୀରକୁ ଖଣ୍ଡପଡ଼ା ରାଜବାଟି ପରିସରସ୍ଥିତ ଏକ କକ୍ଷରେ ରଖାଯାଇଥିଲା। ଶୁକ୍ରବାର ଦିବା ୧୨ଘଣ୍ଟା ସମୟରେଏକ ସୁସଜ୍ଜିତ ଯାନ!-->…
Read More...
Read More...
ମହାପ୍ରଭୁଙ୍କୁ ସପରିବାର ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୀ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପରିବାର ସହ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁ ଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଚାଲିଥିବା ଝୁଲଣ ଯାତ୍ରା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀଙ୍କ ସହ ରହି ଦେଖିଥିଲେ। ପରେ ମୁକ୍ତି ମଣ୍ଡପ!-->…
Read More...
Read More...
ସବୁଜ ସଡକ ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ
ଭୁବନେଶ୍ୱର: ସହରାଞ୍ଚଳ ମାନଙ୍କରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ଅଳିଆ ବ୍ୟବହାର ଉପରେ ବିଚାର ବିମର୍ଶ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଶ୍ରୀମତୀ ପାଢୀ ସହରାଞ୍ଚଳ!-->!-->!-->…
Read More...
Read More...