Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏହି ସବୁ ଜିଲାରେ ହୋଇପାରେ ବଜ୍ରପାତ ସହ ପ୍ରବଳ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର!-->…
Read More...
Read More...
‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଦିଗରେ ଜାତୀୟ ଶିକ୍ଷା ନୀତି ସବୁଠୁ ପ୍ରଭାବଶାଳୀ ଅସ୍ତ୍ର –…
ନୂଆଦିଲ୍ଲୀ/ଭୁବନେଶ୍ୱର: 'ବିକଶିତ ଭାରତ' କେବଳ ଏକ ଭିଜନ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା କାମକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ଶକ୍ତିଶାଳୀ ଆହ୍ୱାନ । ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେଲେ ଜାତୀୟ ଶିକ୍ଷା ନୀତି ସବୁଠାରୁ ପ୍ରଭାବଶାଳୀ!-->…
Read More...
Read More...
ଆକାଂକ୍ଷୀ ଜିଲ୍ଲା ମାନଙ୍କର ଆକାଂକ୍ଷା ପୂରଣ ହେବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ରାଜ୍ୟ କନଭେନସନ କେନ୍ଦ୍ର ଠାରେ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ଏକ ସପ୍ତାହ ବ୍ୟାପି ଆକାଂକ୍ଷା ହାଟ ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି। ଏହି!-->…
Read More...
Read More...
୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ଭୁବନେଶ୍ବର: ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଭିତରକନିକାର ବଉଳା କୁମ୍ଭୀର ପର୍ପ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ’ ପହିଲାରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ!-->…
Read More...
Read More...
ସାତକୋଶିଆରେ ନାହାନ୍ତି ବାଘ: ପିସିସିଏଫ
ଭୁବନେଶ୍ୱର: ପିସିସିଏଫ ପ୍ରେମ କୁମାର ଝା ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଥିବା ପିସିସିଏଫ ଝା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସାତକୋଶିଆକୁ କୌଣସି ବାଘ ଆଣିବାକୁ ଯୋଜନା ନାହିଁ। ୫ ବର୍ଷ ତଳେ ସାତକୋଶିଆରେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନ ଥିବା!-->…
Read More...
Read More...
ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ବାଲୁକା କଳା
ପୁରୀ : ପ୍ରତ୍ୟକବର୍ଷ ଜୁଲାଇ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ର ଦିବସ ପାଳନ ହୋଇଥାଏ । ଏହି ଅବସରରେ ଡବ୍ଲୁଡବ୍ଲୁଏଫ୍-ଇଣ୍ଡିଆ ଓ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ ପୁରୀ ବେଳାଭୂମିରେ ଏକ ପ୍ରେରଣାଦାୟକ ବାଲୁକାକଳା ଅନୁଷ୍ଠିତ ହୋଇଯାଇଛି । ଏହି ବାଲୁକା!-->…
Read More...
Read More...
ଅଗଷ୍ଟ ୨୯ ଏବଂ ୩୦ରେ ଭୁବନେଶ୍ବରରେ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ
ଭୁବନେଶ୍ବର: ଆଗାମୀ ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର!-->…
Read More...
Read More...
PWD ସହକାରୀ ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ
ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ରାଜକିଶୋର ଜେନାଙ୍କ ପୈତୃକ ବାସଭବନରେ ଆଜି ସକାଳୁ ଭିଜିଲାନ୍ସ ଟିମର ଏକ ପାଞ୍ଚଜଣିଆ ଦଳଚଢ଼ାଉ କରିଛନ୍ତି । ସେ PWD ଭୁବନେଶ୍ୱର ଡିଭିଜନ ୩ ରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ ।ଆଜି ଏକା ସାଙ୍ଗରେ ପୈତୃକ!-->…
Read More...
Read More...
ବିଶ୍ୱ ମଞ୍ଚରେ ଦୀପିକା ପାଦୁକୋନଙ୍କ ପ୍ରାଧାନ୍ୟ! ‘ଦି ସିଫ୍ଟ’ର 90 ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ହେଲେ…
ବିଶ୍ୱ ସାଂସ୍କୃତିକ ପ୍ରକାଶନ 'ଦି ସିଫ୍ଟ' ସକ୍ରିୟତା, ସୃଜନଶୀଳତା, ନେତୃତ୍ୱ ଏବଂ ସାଂସ୍କୃତିକ ପ୍ରଭାବ ସହିତ 90 ରୁ ଅଧିକ ଅସାଧାରଣ ମହିଳାଙ୍କ ସଦ୍ୟତମ ତାଲିକା ପ୍ରକାଶ କରିଛି। ଏହି ମହିଳାମାନଙ୍କ ମଧ୍ୟରେ ଅମାଲ କ୍ଲୁନି, ମାରିସ୍କା ହାର୍ଗିଟେ, ସେଲେନା ଗୋମେଜ୍, ବିଲି ଏଲିସ୍, ଆଞ୍ଜେଲିନା!-->…
Read More...
Read More...
ବୁମରାହଙ୍କୁ ନେଇ ଏହି ବଡ କଥା କହିଲେ ଗିଲ୍, ଖେଳିପାରନ୍ତି ପଞ୍ଚମ ଟେଷ୍ଟ
ନୂଆଦିଲ୍ଲୀ-ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ଶେଷ ଟେଷ୍ଟରେ ଜସପ୍ରିତ ବୁମରାହ ଖେଳିବା ବିଷୟରେ ଏପରି ଉତ୍ତର ଦେଇଛନ୍ତି ଯେ ସସପେନ୍ସ ଶେଷ ହେବା ପରିବର୍ତ୍ତେ ବଢ଼ିଯାଇଛି। ପ୍ରକୃତରେ, ଇଂଲଣ୍ଡ ଗସ୍ତ ପୂର୍ବରୁ, ବୁମରାହ ବିଷୟରେ ଏକ ଅପଡେଟ୍ ଦିଆଯାଇଥିଲା ଯେ ସେ ମୋଟ କେବଳ ତିନୋଟି ମ୍ୟାଚ୍!-->…
Read More...
Read More...