Browsing Category

ରାଜ୍ୟ

ବରଗଡ଼ରେ ଗରିବ କଲ୍ୟାଣ ଓ ବିକାଶ ସମାବେଶ ଅନୁଷ୍ଠିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବରଗଡ ଆରଏମସି ପଡିଆ ଠାରେ ଗରିବ କଲ୍ୟାଣ ଏବଂ ବିକାଶ ସମାବେଶ ଅନୁଷ୍ଠିତ ହୋଇଛି । ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶାର ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ
Read More...

ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ

ପୁରୀ- ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଆଜି ଭୋର ୪ଟା ୨୦ରେ ଏହି ଅଘଟଣ ଘଟିଛି। ପହଡ଼ ଖୋଲିବା ନେଇ ଭିଡ଼ ଲାଗିଥିଲା । ଅତ୍ୟଧିକ ଭିଡ଼ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକମାନେ ହେଲେ
Read More...

ବାଲିଗୁଡାରେ ଶ୍ରୀଜିଉଙ୍କ ରଥଯାତ୍ରା

ବାଲିଗୁଡା: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜଗତର ନାଥ ଜଗନ୍ନାଥଙ୍କ ନବ ଦିନାତ୍ମକ ଯାତ୍ରା । ବଡ଼ ଭାଇ ବଳଭଦ୍ର ଓ ଭଉଣି ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ବାହାରିଛନ୍ତି ମାଉସୀ ମା'ଙ୍କ ଘରକୁ । ବଡ଼ ଦେଉଳରୁ ବାହାରକୁ ବାହାରି ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।
Read More...

ଆସନ୍ତା ୩୦ ତାରିଖରେ ଜନସାଧାରଣଙ୍କ ଅଭିଯୋଗର…

ଭୁବନେଶ୍ୱର:ଆସନ୍ତା ସୋମବାର ୩୦ ତାରିଖ ଦିନ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆସନ୍ତା ସୋମବାର ଦିନ ୧୦.୩୦ ସମୟରୁ ୟୁନିଟ୍-୨, ଅଶୋକ ନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ )
Read More...

ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ

ପୁରୀ : ସବୁ ପ୍ରତୀକ୍ଷାର ଅନ୍ତ। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ। ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି। ଚାହିଁ ରହିଛନ୍ତି ଭକ୍ତ। ଭକ୍ତି ସାଗରରେ ବୁଡ଼ିଲା ବଡ଼ଦାଣ୍ଡ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲ ନାଦରେ ଚତୁର୍ଦ୍ଦିଗ
Read More...

ବ୍ରିଜ ତଳେ ଭାସୁଛି ଅଜଣା ଯୁବକଙ୍କ ଶବ

କୋରାପୁଟ -କୋରାପୁଟ ସଦର ଥାନା ଅନ୍ତର୍ଗତ ଅମିନଗୁଡା ଛକ ଚିପାଗାଡ଼ ବ୍ରିଜ ତଳେ ଅଜଣା ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି । ଶବ ପାଖକୁ ଗଲେ ଦୁର୍ଗନ୍ଧ ହେଉଥିବା ପ୍ରତେକ୍ଷ୍ୟଦର୍ଶୀ କହିଛନ୍ତି । ହତ୍ୟା କି ଆତ୍ମାହତ୍ୟା ତାହା ଅଶ୍ୱଷ୍ଟ । ଆଜି ସକାଳୁ ଗୋଟିଏ ପଥଚାରି ଶୌଚ କରିବାକୁ
Read More...

ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀ ମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ
Read More...

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରୀଙ୍କ ଜଳ ଓ ବାହକବାହିତ ରୋଗର ସ୍ଥିତି ସମୀକ୍ଷା,ଡେଙ୍ଗୁ ଓ ମ୍ୟାଲେରିଆ ଉପରେ…

ଭୁବନେଶ୍ୱର,:ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ  ମହାଲିଙ୍ଗ ରାଜ୍ୟରେ  ଜଳବାହିତ ଓ ବାହକବାହିତ ରୋଗର ସ୍ଥିତି ସମୀକ୍ଷା କରିଥିଲେ I ଉକ୍ତ ସମୀକ୍ଷା ବୈଠକରେ ଜଳବାହିତ ରୋଗ ଯଥା ଡାଇରିଆ, ଜଣ୍ଡିସ  ଏବଂ ବାହକବାହିତ ରୋଗ
Read More...

ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସେବାଉତ୍ସବ – ୨୦୨୫ ଆୟୋଜିତ

ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ଠାରେ ଥିବା ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଶପଲ୍ଲା ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବା ଉତ୍ସବ - ୨୦୨୫ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୮ ଘଟିକାରେ
Read More...

ସ୍କ୍ୱାଡ୍ କର୍ମଚାରୀଙ୍କୁ ଦଳି ମାରିଲା ହାତୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଭୋର ସାଢ଼େ ୩ ଟାରେ ଗାଁ ପାଖ ଜଙ୍ଗଲକୁ ୮ ଟିକିଆ ହାତୀପଲ ଫେରୁଥିବା ବେଳେ ହାତୀ ସ୍କ୍ୱାଡ୍ ପିଛା କରୁଥିଲେ। ଏହି
Read More...