Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଫଳରେ ଆସନ୍ତାକାଲିଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ଅରେଞ୍ଜ ଓ ୟେଲୋ ଆଲର୍ଟ ହୋଇଛି। ମାଲକାନାଗିରି, କୋରାପୁଟ ନବରଙ୍ଗପୁର,!-->…
Read More...
Read More...
ବୌଦ୍ଧ ଜିଲ୍ଲା ପାଇଁ ୧୮ ଜଣ ବିଧି ଅଧିକାରୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର,: ଆଜି ଆଇନ ବିଭାଗ ପକ୍ଷରୁ ବୌଦ୍ଧ ଜିଲା ପାଇଁ ୧୮ ଜଣ ଅଧିବକ୍ତାଙ୍କୁ ବିଧି ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I ଏଥିରେ ଓମ୍ ପ୍ରକାଶ ମିଶ୍ର, ତୁଷାରକାନ୍ତ ଦୀପ, ପ୍ରଦେଶୀ ବେହେରା, ଚିତ୍ତରଞ୍ଜନ ପାଣିଗ୍ରାହୀ, ଧବଳେଶ୍ୱର ମନହିରା, କୁନାଲ କିଶୋର!-->…
Read More...
Read More...
ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ-ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର:ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କୌଣସି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କ୍ରୟକୁ ପ୍ରୋତ୍ସାହିତ ନ କରିବାକୁ ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର!-->…
Read More...
Read More...
ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ଗଣିଆ: ଗଣିଆ ବ୍ଳକ କରଡାପଡା ପଞ୍ଚାୟତ ଗୁଣ୍ଡୁରିବାରି ଗ୍ରାମରେ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ୨୦ ତାରିଖରେ ଅଧିବାସ, ଅଙ୍କୁରାରୋପଣ, କଳସଯାତ୍ରା, ଗର୍ଭାଧାନ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୨୧ ତାରିଖରେ,!-->…
Read More...
Read More...
କୋରାପୁଟରେ ଆନ୍ଧ୍ରପ୍ରଦେଶର ପ୍ରଭାବ କମିଛି: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ନିଜ ନିଜ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀମାନେ କୋଟିଆ ଯିବେ । ଖୁଵ ଶୀଘ୍ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରାର ବଡ଼ କାର୍ଯ୍ୟକ୍ରମ ନେଇ କୋଟିଆ ଯାଉଛନ୍ତି। ଯୋଗାଣ ମନ୍ତ୍ରୀ ମଧ୍ୟ କୋଟିଆ ଯାଇ ରାସନ କାର୍ଡ ବାଣ୍ଟିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ!-->…
Read More...
Read More...
ବିରୋଧୀଙ୍କ ହଟ୍ଟଗୋଳ ପରେ ଲୋକସଭା ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ
ନୂଆଦିଲ୍ଲୀ- ଅପରେସନ୍ ସିନ୍ଦୂର ଏବଂ ପହଲଗାମ୍ ଆକ୍ରମଣ ଉପରେ ଆଲୋଚନା ଦାବି କରି ବିରୋଧୀ ସାଂସଦମାନଙ୍କ ଲଗାତାର ହୋହଲ୍ଲା କରିବାକୁ ଯୋଗୁଁ ଲୋକସଭା ଅଧିବେଶନକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସରକାର ଯେକୌଣସି ପ୍ରସଙ୍ଗରେ!-->…
Read More...
Read More...
ଜାନୁୟାରୀରେ ଲୋକାର୍ପିତ ହେବ ବିଶ୍ଵସ୍ତରୀୟ ପୁରୀ ରେଳ ଷ୍ଟେସନ
ପୁରୀ: ୨୦୨୬ ଜାନୁଆରୀରେ ଲୋକାର୍ପିତ ହେବ ବିଶ୍ଵସ୍ତରୀୟ ପୁରୀ ରେଳ ଷ୍ଟେସନ୍ । ପୁରୀରେ ଆଜି ସ୍ଥିତି ସମୀକ୍ଷା ପରେ ପ୍ରେସ ବାର୍ତ୍ତା ଦେଲେ କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ଭି.ସୋମନା । ୨୦୨୫ ଡିସେମ୍ବର ସୁଦ୍ଧା ବିଶ୍ବସ୍ତରୀୟ ରେଳ ଷ୍ଟେସନ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ!-->…
Read More...
Read More...
ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ନିଲମ୍ବିତ
ଭୁବନେଶ୍ୱର: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ତେବେ ଉଦିତ୍ଙ୍କୁ ଜାତୀୟ ଛାତ୍ର କଂଗ୍ରେସ ସଭାପତି(NSUI) ନିଲମ୍ବନ କରିଛନ୍ତି। ଉଦିତ୍ଙ୍କ ନାମରେ ବଳାତ୍କାର ଅଭିଯୋଗ ଆସିବା ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
Read More...
Read More...
ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍
ଭୁବନେଶ୍ୱର,୨୦।୭: ଓଡ଼ିଶାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଏଣିକି ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ। କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ। ଏହି ନିଷ୍ପତ୍ତି ଆସନ୍ତାକାଲି, ଜୁଲାଇ ୨୧, ୨୦୨୫ରୁ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର୍ସ!-->…
Read More...
Read More...
ଦୁର୍ଘଟଣାରେ ମୃତକ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ ଲକ୍ଷ ଟଙ୍କାର ସହାୟତା
ବୌଦ୍ଧ,୨୦ା୭ : ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ଗଣ୍ଡିସର ( ବାରପୁଡା ଛକ ) ଠାରେ ଗତ ମଇ ୨୭ ତାରିଖ ଦିନ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଏକ ଆଦିବାସୀ ପରିବାରର ବାପ ଝିଅଙ୍କ ମୃତ୍ୟୁ ହୋଇଥିଲା । ଟିକରପଡା ପଞ୍ଚାୟତର ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲିକ (୩୨) ଓ ତାଙ୍କ!-->…
Read More...
Read More...