ଗତ ୮ ବର୍ଷରେ ଦେଶରେ ନିର୍ମାଣ ହୋଇଛି ୧୫୯ଟି କେନ୍ଦ୍ରୀୟ ବିଦ୍ୟାଳୟ

0 67

ନୂଆଦିଲ୍ଲୀ,୨୮/୪ : ଗତ ଆଠ ବର୍ଷ ମଧ୍ୟରେ ଦେଶରେ ୧୫୯ଟି କେନ୍ଦ୍ରୀୟ ବିଦ୍ୟାଳୟ ଖେଲାଯାଇଛି । ଆରଟିଆଇରେ ମଗାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ସରକାର ଯେଉଁ ସୂଚନା ଦେଇଛନ୍ତି ସେହି ସୂଚନା ମୁତାବକ, ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ ଶାସନକାଳରେ ଦେଶରେ ମୋଟ ୧୫୯ ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲା ଯାଇଥିବା ବେଳେ ମନମୋହନ ସିଂଙ୍କ ୮ ବର୍ଷର କାର୍ଯ୍ୟକାଳରେ ୨୦୨ଟି କେନ୍ଦ୍ରୀ ବିଦ୍ୟାଳୟ ଖୋଲାଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ରିହାତି ଦାମରେ ଉଚ୍ଚମାନର ଶିକ୍ଷା ପ୍ରଦାନ କରାଯାଇଥାଏ ।

hiranchal ad1
Leave A Reply

Your email address will not be published.

19 − 19 =