ଆସନ୍ତା ୨୯ରୁ ଭାରତରୁ ବଂଲାଦେଶକୁ ଗଡିବ ଟ୍ରେନ୍‌

0 74

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ପୁଣି ଚାଲିବ ଟ୍ରେନ୍‌ ସେବା । ଆସନ୍ତା ମେ’ ୨୯ ତାରିଖରୁ ଭାରତରୁ ବଂଲାଦେଶକୁ ଗଡିବ ଟ୍ରେନ୍‌ । ଏ ସମ୍ପର୍କରେ ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । କୋଭିଡ୍‌ ଯୋଗୁ ୨୦୨୦ ମାର୍ଚ୍ଚ ମାସରେ କୋଲକାତା ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍‌ ସେବା ବାତିଲ କରାଯାଥିଲା । ଏବେ ଏହି ଟ୍ରେନ୍‌ ସେବାକ ପୁନଃ ଆରମ୍ଭ ପାଇଁ ବିଚାର କରାଯାଉଛି । ଏ ସମ୍ପର୍କରେ ରେଲୱେ ପକ୍ଷରୁ ତଥ୍ୟ ଜାରି କରାଯାଇଛି । ଢାକା ରୋକ୍‌ ପକ୍ଷରୁ ଢାକାରୁ କୋଲକାତା-ଢାକା ମୈତ୍ରୀ ଏକ୍ସପ୍ରେସ୍‌ ସେବା ଆରମ୍ଭ ହେବ । ସେହିପରି ଭାରତ ରେକ ପକ୍ଷରୁ କୋଲକାତା-ଖୁଲଣ ବନ୍ଧନ ଏକ୍ସପ୍ରେସ୍‌ ମେ’ ୨୯ରୁ ଆରମ୍ଭ ହେବ । ସେହିପରି ଏନଜେପି-ଢାକା ମିତାଲି ଏକ୍ସପ୍ରେସ୍‌ ସେବା ଜୁନ୍‌ ୧ରୁ ଆରମ୍ଭ ହେବ ।

hiranchal ad1
Leave A Reply

Your email address will not be published.

six − one =