ଜୁନ ୩୦ରୁ ଅମରନାଥ ଯାତ୍ରା

0 81

ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ବର୍ଷ ପରେ ଅମରନାଥ ଯାତ୍ରାରେ ଯିବା ପାଇଁ ଚଳିତ ବର୍ଷ ଲୋକଙ୍କୁ ସୁଯୋଗ ମିଳିବ। ମହାମାରୀ କରୋନାର ପ୍ରକୋପ କମିଥିବାରୁ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏପରି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଅମରନାଥ ଯାତ୍ରା ସମ୍ପର୍କିତ ବୈଠକରେ ଅଧ୍ୟକ୍ଷତା କରି ଉପ ରାଜ୍ୟପାଳ ମନୋଜ ସିହ୍ନା ରବିବାର ଦିନ ଶ୍ରୀ ଅମରନାଥଜୀ ଧର୍ମପୀଠ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ।

hiranchal ad1
Leave A Reply

Your email address will not be published.

9 − five =