ଦିଲ୍ଲୀରେ ପ୍ରଦୂଷଣ ଚିନ୍ତାଜନକ, କର୍ମଚାରୀଙ୍କ ପାଇଁ ସରକାର ନେଲେ ବଡ ନିଷ୍ପତ୍ତି

0 28

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏବେ ସରକାରୀ କିମ୍ବା ବେସରକାୀ ସମସ୍ତ ପ୍ରତିଷ୍ଠାନର ୫୦ପ୍ରତିଶତ କର୍ମଚାରୀଙ୍କ ପାଇଁ ଘରୁ କାମ କରିବା ବାଧ୍ୟତାମୂଳକ ହେବ । ସରକାର ଚେତାବନୀ ଦେଇଛନ୍ତି ଯେ ଏହି ନିର୍ଦ୍ଦେଶାବଳୀ ପାଳନ ନକଲେ ଭାରି ଜୋରିମାନା ଦେବାକୁ ପଡିବ । ଏହା ହସ୍ପିଟାଲ, ଜେଲ, ସାର୍ବଜନୀନ ପରିବହନ, ଜଙ୍ଗଲ ଏବଂ ଜଳ ବୋର୍ଡ ଭଳି ସେବର ପାଇଁ ପ୍ରଯୁଜ୍ୟ ହେବ ନାହିଁ ।

hiranchal ad1
Leave A Reply

Your email address will not be published.

16 − 7 =