ଆନ୍ତର୍ଜାତିକ ଅଲିମ୍ପିକ କମିଟି ସଦସ୍ୟା

0 233

★ ସର୍ଵସମ୍ମତି କ୍ରମେ ପୁଣିଥରେ IOCର ସଦସ୍ୟା ନିର୍ବାଚିତ ହେଲେ ରିଲାଏନ୍‌ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନି।
★ ମୋଟ ୯୩ ଭୋଟର୍‌ ଭୋଟ ଦେଇଥିଲେ।
★ ସମସ୍ତ ଭୋଟ୍ ନୀତା ଅମ୍ବାନିଙ୍କ ସପକ୍ଷରେ ଯାଇଥିଲା।
★ ପୁଣିଥରେ ନିର୍ବାଚିତ ହୋଇଥିବାରୁ ଧନ୍ୟବାଦ ଜଣାଇଲେ।

hiranchal ad1
Leave A Reply

Your email address will not be published.

5 × 5 =