ୟୁପି ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିବେଦନ, କହିଲେ ଏହି ବଡ କଥା

0 53

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ପଶ୍ଚିମ ଉତ୍ତରପ୍ରଦେଶର ୧୧ଟି ଜିଲାର ୫୮ଟି ଆସନ ପାଇଁ ସକାଳ ୭ଟାରୁ ଭୋଟିଂ ଚାଲିଛି। ସନ୍ଧ୍ୟା ୬ଟାରେ ଭୋଟିଂ ଶେଷ ହେବ। ତେବେ ଏହା ପୂର୍ବରୁ ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ‘ଆଜି ହେଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ସମସ୍ତ ଭୋଟ୍‌ଦାତାଙ୍କୁ ମୋର ଅନୁରୋଧ କୋଭିଡ୍‌ ନିୟମ ମାନି ଉତ୍ସାହର ସହ ଭୋଟଦାନରେ ଅଂଶ ଗ୍ରହଣ କରନ୍ତୁ। ତେବେ ମନେ ରଖନ୍ତୁ ପ୍ରଥମେ ଭୋଟ୍‌ ଏବଂ ତା’ପରେ ଜଳପାନ।’ ସେ ହିନ୍ଦୀ ଭାଷାରେ ଟୁଇଟ୍‌ କରି ଏଭଳି କହିଛନ୍ତି।

hiranchal ad1
Leave A Reply

Your email address will not be published.

2 × 2 =