ଆଜି ହେଉଛି ବିଶ୍ୱ ଫଟୋଗ୍ରାଫୀ ଦିବସ

0 76


ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଫଟୋଗ୍ରାଫୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖକୁ ୱାଲର୍ଡ ଫଟୋଗ୍ରାଫୀ ଡେ ଭାବରେ ପାଳନ କରାଯାଉଛି । ଫଟୋଗ୍ରାଫରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଷ ଏହି ଦିବସକୁ ପାଳନ କରାଯାଉଛି । ଏକବିଂଶ ଶତାବ୍ଦୀରେ କ୍ୟାମେରା ଆମର ଦୈନନ୍ଦିନ ଜୀବନରେ ଏକ ଉପକରଣ ହୋଇପାରିଛି । ୧୯୩୯ ଜାନୁଆରୀ ୯ ତାରିଖରେ ପ୍ରଥମେ ପାଳନ ହୋଇଥିଲା ଫଟୋଗ୍ରାଫୀ ଦିବସ । ଫଟୋଗ୍ରାଫୀ ଦିବସ ପ୍ରଥମେ ଫ୍ରାନ୍ସରେ ଆରମ୍ଭ ହୋଇଥିଲା । ସେହି ସମୟରେ ଏକ ଫଟୋଗ୍ରାଫୀ ପ୍ରକ୍ରିୟା ଘୋଷଣା କରାଯାଇଥିଲା । ଯାହାକୁ ଡାଗୋରୋଟାଇପ ପ୍ରକ୍ରିୟା କୁହାଯାଏ । ଏହାକୁ ଫ୍ରାନ୍ସର ଜୋସେଫ ନାଇସଫୋର୍ ଏବଂ ଲୁଇସ୍ ଡାଗୋର ଉଦ୍ଭାବନ କରିଥିଲେ । ଏହା ପରେ ସେହି ବର୍ଷ ଅଗଷ୍ଟ ୧୯ ତାରିଖକୁ ବିଶ୍ୱ ଫଟୋଗ୍ରାଫୀ ଦିବସ ଭାବରେ ପାଳନ କରିବାକୁ ଫ୍ରାନ୍ସ ସରକାର ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

13 − seven =